ସୋନିପଥ ମସ୍ଜିଦ୍ରେ ଆକ୍ରମଣ; ୧୯ ଜଣଙ୍କ ନାଁରେ ମାମଲା ରୁଜୁ
ଚଣ୍ଡିଗଡ଼: ରାମନବମୀ ଠାରୁ ଦେଶରେ ସାମ୍ପ୍ରଦାୟିକ ସ୍ଥିତି ବିଗିଡ଼ିଯାଇଛି। ଉତ୍ତର ଠାରୁ ଆରମ୍ଭ କରି ଦକ୍ଷିଣ, ପଶ୍ଚିମ ଠାରୁ ଆରମ୍ଭ କରି ପୂର୍ବ ଭାରତରେ ସବୁଠି ଛୋଟବଡ଼ ହିଂସା ଦେଖିବାକୁ ମିଳୁଛି। କୁହୁଳି ଥିବା ଧୂଆଁ ବେଳେ ବେଳେ ହିଂସା ରୂପ ନେଉଛି। ହରିଆଣା ସୋନିପଥ ସନ୍ଦଲ କଲାଁ ଗାଁରେ ପୁଣି…