ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଏତେ ବିସ୍ତୃତ ଯେ ତାହାର ସଠିକ ଉପସ୍ଥାପନା କରିବା ଅତ୍ୟନ୍ତ କଠିନ। ତଥାପି ଉଦ୍ୟମ ଜାରି ରଖି ଆମେ ଆଜି ଜାଣିବା ଦୁଇଟି ନିଆରା ସେବା ଓ ସେବକଙ୍କ…