Latest Odisha News

BREAKING NEWS

ନାଟକ, ସମାଜର ବାସ୍ତବ ଚିତ୍ର ବହନ କରେ : ଦ୍ଵାରିକାନାଥ ନାୟକ

ପୃଥିବୀର ସବୁ ଭାଷାର ସାହିତ୍ୟ ସହିତ ନାଟକ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜୀବନ ସହିତ ସାହିତ୍ୟ ଯେମିତି ଯୋଡ଼ି ହୋଇ ରହିଛି, ସାହିତ୍ୟ ସହିତ ନାଟକ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ନାଟକ ଜୀବନର କଥା କହେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ନାଟକ ଜଗତରେ ଜଣେ ଅବିଶ୍ରାନ୍ତ…

ଉଠ ମା’… ତୁ ନ ଉଠିଲେ ମୋତେ କାନ୍ଦ ଲାଗୁଛି..

ମା’ ଉଠିଯା..ଏମିତି ରାସ୍ତା ଉପରେ କାହିିଁକି ଶୋଇଛୁ ? ଆଉ କେତେ ସମୟ ଶୋଇବୁ ମା’ ? ଉଠ ମା’... ତୁ ନ ଉଠିଲେ ମୋତେ କାନ୍ଦ ଲାଗୁଛି..ବୁଝି ନ ହେଲେ ବି ତାର ଭାବଭଙ୍ଗୀ ଠିକ ଏହା ହିଁ କହୁଥିଲା ଅନେକ ଲୋକ ତା ପାଖରେ ଛିଡା ହୋଇ ଦେଖୁଥିଲେ । ସମସ୍ତଙ୍କ ଆଖି ଓଦା ହୋଇ ଯାଉଥିଲା । ହେଲେ ଏ ୨ ମାସର…

ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ୪ ଫୁଟ ଲମ୍ବର ନାଗ ସାପ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ୪ ଫୁଟ ଲମ୍ବର ନାଗ ସାପ। ଏହି ସାପଟି ବିମାନ ବନ୍ଦର ପରିସରରେ ପୁରୁଣା ଆପ୍ରନ୍‌ରୁ ବାହାରି ନବ ନିର୍ମିତ ଆପ୍ରନରେ ପହଞ୍ଚି ସ୍ଥିର ହୋଇ ଶୋଇଥିବା ବେଳେ ସିଆଇଏସଏଫ୍ ଯବାନଙ୍କ ନଜର ପଡ଼ିଥିଲା। ସାପ ଉଦ୍ଧାର ପାଇଁ ଏୟାରପୋର୍ଟ…

ମାସିକ ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କ ଛୁଟି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମାସିକ ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କୁ ମିଳିବନି ଛୁଟି  । ମହିଳା ଓ ଛାତ୍ରୀଙ୍କୁ ଛୁଟି ଦେବା ଲାଗି ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଦେଶର ସମସ୍ତ ରାଜ୍ୟରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କୁ ଋତୁସ୍ରାବ ସମୟରେ ଛୁଟି ଦେବା ଲାଗି କୋର୍ଟରେ ଏକ ଆବେଦନ…

ଜଳିଲା ଚିଲିକା ନଳବଣ; ଜୈବ ବିବିଧତା ପ୍ରତି ବିପଦ

ଟାଙ୍ଗୀ: ଚିଲିକା ନଳବଣରେ ନିଆଁ ଲାଗିଛି। ହୁତ ହୁତ ହୋଇ ଜଳୁଛି ନଳଘାସ। ବାଲୁଗାଁ ବନ ବିଭାଗ ଡିଭିଜନର ଟାଙ୍ଗୀ ରେଞ୍ଜ ଅଧୀନସ୍ଥ କାଳୁପଡାଘାଟ ଓ ସୋରଣ ଗଁ ମଧ୍ୟରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଭୟଙ୍କର ନିଆଁ ଲାଗିଥିବାରୁ ଚିଲିକା ଜଳଚର ପ୍ରଣୀ ଜୀବନ ବିପଦରେ ପଡ଼ିଛି। ତେବେ ନିଆଁ…

ଚିନି କାରଖାନାରେ ଭୟାବହ ଅଗ୍ନିକାଣ୍ଡ; ଫସି ରହିଛନ୍ତି ୭୦ରୁ ୮୦ କର୍ମଚାରୀ

ଅହମ୍ମଦନଗର: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ସେବଗାଁରେ ଥିବା ଗଙ୍ଗାମୟୀ ଏକ ଚିନି କାରଖାନାରେ ଶନିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଡିଷ୍ଟିଲାରୀ ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ୟୁନିଟ ଭିତରେ ୭୦ରୁ ୮୦ କର୍ମଚାରୀ ଥିବା ଜଣାଯାଇଛି । ମୃତାହତଙ୍କ ସଂଖ୍ୟା ଜଣା ନ ପଡଥିଲେ…

ଆଇଏସଆଇଙ୍କ ଟାର୍ଗେଟରେ ଚାନ୍ଦିପୁର ଆଇଟିଆର; ୧୦ ବର୍ଷରେ ଧରାପଡିଲେଣି ୭ କର୍ମଚାରୀ

ଭୁବନେଶ୍ୱର: ସଙ୍କଟରେ ଚାନ୍ଦିପୁର ଆଇଟିଆର । ଦେଶର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଉପରେ ଆତଙ୍କୀ ନଜର । ପ୍ରତିରକ୍ଷା ସଂସ୍ଥାର କର୍ମଚାରୀଙ୍କୁ ବିଭିନ୍ନ ଉପାୟରେ ଫସାଇ ତଥ୍ୟ ଚୋରି କରି ନେଉଛି ପାକିସ୍ତାନ ଆଇଏସଆଇ । ଜଣକ ପରେ ଜଣେ ଧରାପଡୁଛନ୍ତି । ତଥାପି ହୁଗୁଳା ବାଟ ଦେଖି ଆତଙ୍କୀ…

ଅଭୁଲା ଗୀତ : ଝୁଲରେ ହାତୀ ଝୁଲରେ

ଗୀତ: ସାରଦା ପ୍ରସନ୍ନ ନାୟକ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ସିପ୍ରା ବୋଷ ଲକ୍ଷ୍ମୀ, ୧୯୬୨ ଝୁଲରେ ହାତୀ ଝୁଲରେ ବାଆ ପାଣି ଖାଇ ଫୁଲରେ ଝୁଲରେ ହାତୀ ଝୁଲରେ ହାତୀ ଝୁଲୁଥାଏ ନସର ପସର କିଆ କନ୍ଦା ଖାଇବାକୁ କହ୍ନେଇ ଝୁଲଇ ଯଶୋଦା କୋଳରେ ଦୁଧକଳେ ଖାଇବାକୁ ଝୁଲରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଶାଢ଼ୀ ପଣତରେ ମୁହଁ ପୋଛିଲା ପଦ୍ମିନୀ । - ନାଆ ଚାଲିଥିବା ଯାଏ ନାଉରୀ ଗୀତ ଗାଉଥାଏ । କାତ ନପାଇଲେ ସିନା ସବୁ ଅଘଟଣ । ଘାସଫୁଲ ମଧ୍ୟ ଠାକୁରଙ୍କ ମଥାରେ ରହିଲେ ଶୋଭାଯାଏ... ସଭିଙ୍କୁ ସୁନ୍ଦର ଦିଶେ । ଆଉ ଚମ୍ପା…