ସେନା ଟ୍ରକ ଅଗ୍ନିକାଣ୍ଡ ଘଟଣାରେ ଆତଙ୍କବାଦୀଙ୍କ ହାତ
ପୁଂଚ: ଜମ୍ମୁ-କଶ୍ମୀରର ପୁଂଚ ଜିଲ୍ଲାରେ ଆଜି ଘଟିଥିବା ସେନା ଟ୍ରକ ଅଗ୍ନିକାଣ୍ଡରେ ଆତଙ୍କବାଦୀଙ୍କ ହାତ ଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାରେ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ସେନା ପକ୍ଷରୁ ଏ ନେଇ ବୟାନ ଜାରୀ କରାଯାଇଛି । ଅପରାହ୍ନ ୩ଟା ସମୟରେ ସେନା ଟ୍ରକଟି ଭିମ୍ବରରୁ ପୁଂଚକୁ ଯାଉଥିବା ବେଳେ…