Latest Odisha News

BREAKING NEWS

ଦୀପାଳିଙ୍କ ଅନୁରୋଧ ପାରିବାରିକ ନା ରାଜନୈତିକ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ଅନୁରୋଧ କରିଛନ୍ତି ଝିଅ ଦୀପାଳି। ମୁଖ୍ୟମନ୍ତ୍ରୀ ବାପା ଭଳି ଆଶୀର୍ବାଦର ଛାୟା ଦେଇଥିବା ଦୀପାଳି କହିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ଜୋର ଧରିଛି। ହତ୍ୟାକାଣ୍ଡର 24 ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ କିଛି…

କେତେ ସତ କହୁଛନ୍ତି ଜୟ ନାରାୟଣ ?

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ଜୟ ନାରାୟଣ ସତ କହୁଛନ୍ତି କି ? ଯଦି ସତ କହୁଛନ୍ତି ତା ହେଲେ ସେ ସବୁର ଆଧାର କଣ ? କେଉଁ ଭିତ୍ତିରେ ସେ ଏ ସବୁ ଅଭିଯୋଗ ଆଣୁଛନ୍ତି। ତାଙ୍କ ପାଖରେ କଣ ଏ ସବୁକୁ ନେଇ କିଛି ପ୍ରମାଣ ଅଛି କି? ନା ତାଙ୍କର ଅଭିଯୋଗ ସବୁ କେବଳ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ।…

ରାୱଲପିଣ୍ଡି ଏକ୍ସପ୍ରେସ ହୋଇଥାନ୍ତେ ଗ୍ୟାଙ୍ଗଷ୍ଟାର

କରାଚୀ: ପାକିସ୍ତାନ କ୍ରିକେଟର ମହାନ ବୋଲର ଶ୍ରେଣୀରେ ସାମିଲ ସୋଏବ ଅଖତରାଙ୍କ ଅନେକ ପ୍ରଶଂସକ ଭାରତରେ ଅଛନ୍ତି । କ୍ରିକେଟରେ ପ୍ରତିଷ୍ଠିତ ହେବା ପରେ ସୋଏବ ବଲିଉଡ ଉପରେ ଆଖି ପକାଇଥିଲେ । ଏପରିକି ଗ୍ୟାଙ୍ଗଷ୍ଟାର ଫିଲ୍ମର ମୂଖ୍ୟ ଭୂମିକା ମଧ୍ୟ ତାଙ୍କୁ ଅଫର ହୋଇଥିଲା । ସୋଏବ ତାଙ୍କ ବାୟୋପିକ…

ଦୁନିଆର ସବୁଠୁ ବଡ ରେଳ ଷ୍ଟେସନ: ଯେଉଁଠି ଏକା ସଙ୍ଗରେ ଅଟକିଥାଏ ୪୪ ଟ୍ରେନ

ଯାତ୍ରୀ ଓ ସାମଗ୍ରୀ ପରିବହନ କ୍ଷେତ୍ରରେ ରେଳପଥ ହେଉଛି ପ୍ରମୁଖ ମାଧ୍ୟମ । କେବଳ ଭାରତ ନୁହେଁ, ରେଳ ହେଉଛି ବିଶ୍ୱର ଅଧିକାଂଶ ଦେଶରେ ଯୋଗାଯୋଗର ସର୍ବୋତ୍ତମ ମାଧ୍ୟମ । ଟ୍ରେନରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତ୍ରା କରନ୍ତି । ସବୁ ବର୍ଗର ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ସୁବିଧାଜନକ ଅଟେ ।…

ଗୋପାଳ ଗୁଳିର ଗୁମର ଖୋଲିବ ନା ରହସ୍ୟରେ ରହିଯିବ…

ଭୁବନେଶ୍ୱର/ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକାଣ୍ଡର ୩ ସପ୍ତାହ ପରେ ବି ଜଣାପଡ଼ୁନି କାହିଁକି ଗୁଳି କଲା ଗୋପାଳ ? ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ କିଛି ବି ଗୁମର ଖୋଲୁନି । ଦିନ ଗଡ଼ି ଚାଲିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ…

ବାଗେଶ୍ୱର ଧାମର ଧର୍ମ ଗୁରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ଭୋପାଳ: ବାଗେଶ୍ୱର ଧାମର ବିବାଦୀୟ ଧର୍ମ ଗୁରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ସାଳଗ୍ରାମ ଗର୍ଗ(୨୩) ବିରୋଧରେ ମାମଲା ରୁଜୁ କଲା ମଧ୍ୟପ୍ରଦେଶ ପୁଲିସ। କାଲୁ ଅହିରୱାର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ସାଳଗ୍ରାମଙ୍କ ବିରୋଧରେ ଏସ୍‌ଏସ୍‌ଟି ଆକ୍ଟ ଅଧୀନରେ ଛତରପୁର ପୁଲିସ ମାମଲା ରୁଜୁ…

ଟଳିଲା କୁଖ୍ୟାତ ଆତଙ୍କବାଦୀ ଏଜାଜ

କାବୁଲ: ଆତ୍ମଘାତୀ ଆତଙ୍କବାଦୀଙ୍କ କମାଣ୍ଡର ଏଜାଜ ଅହମ୍ମଦଙ୍କ ଆଜି ଆଫଗାନିସ୍ତାନରେ ମୃତ୍ୟୁ ଘଟିଛି । ସେ ଇସଲାମିକ ଷ୍ଟେଟ ପାଇଁ କାର୍ଯ୍ୟ କରୁଥିଲେ । ଭାରତ ସରକାର ଏଜାଜଙ୍କୁ ମୋଷ୍ଟ ୱାଂଟେଡ ଆତଙ୍କବାଦୀ ଘୋଷଣା କରିଛି । ସେ କାବୁଲ ଏବଂ ଜଲାଲବାଦାରେ ଭାରତୀୟ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ…

ତାତୁଛି ଫେବ୍ରୁଆରୀ, ଚାଷୀଙ୍କ ଲାଗି ପାଣିପାଗ ବିଭାଗ ଜାରି କଲା ଆଡଭାଇଜରି

ନୂଆଦିଲ୍ଲୀ: ଉତ୍ତରଭାରତ ସହ ଦେଶର ଅଧିକାଂଶ ଅଞ୍ଚଳରେ ଫେବ୍ରୁଆରୀରୁ ଆରମ୍ଭ ହୋଇ ଯାଇଛି ଗରମ । ପାଣିପାଗ ବିଭାଗ ଅନୁସାରେ, ଗୁଜରାଟ, ରାଜସ୍ଥାନ, ଗୋଆ ଓ ଉପକୂଳ କର୍ଣ୍ଣାଟକରେ ସର୍ବାଧିକ ତାପମାତ୍ରା ୩୫ରୁ ୩୯ ଡିଗ୍ରୀ ମଧ୍ୟରେ ରହିଛି । ଯାହାକି ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ…

ଅତ୍ୟଧିକ କାମ ଚାପ ଯୋଗୁ ୟୁପି ପର୍ଯ୍ୟଟନ ବିଭାଗ ଉପନିର୍ଦ୍ଦେଶକଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ବିମଶେଳ କୁମାର ଔଦିଚ୍ୟ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ପଛରେ ତାଙ୍କ ପତ୍ନୀ ଯେଉଁ କାରଣ ଦର୍ଶାଇଛନ୍ତି ତାହା ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ କାର୍ଯ୍ୟାଶୈଳୀ ଉପରେ ପ୍ରଶ୍ନ ଛିଡ଼ା କରିଛି। ପୁଲିସର ସୂଚନା…

ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଡେଭିଡ୍ ୱାର୍ଣ୍ଣର   

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଲଗାତର ଦୁଇଥରେ ପରାସ୍ତ ହେବା ପରେ ଏବେ ଟିମ୍‌କୁ ଆହତ ସମସ୍ୟା ଅଡ଼ୁଆରେ ପକାଇଛି। ଟିମ୍‌ରେ ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ହେଉଛନ୍ତି। ପ୍ରଥମେ ଜୋଶ ହେଜେଲ୍‌ଉଡ ଆହତ ହୋଇ ଭାରତ ବିପକ୍ଷ ସିରିଜ୍‌ରୁ ବାଦ…