Latest Odisha News

BREAKING NEWS

ଜାତିସଂଘରେ ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ; ପାକ ମନ୍ତ୍ରୀଙ୍କ ପ୍ରଶ୍ନ ଉତ୍ତର ପାଇବାର ଯୋଗ୍ୟତା ରଖେନି

ନୂଆଦିଲ୍ଲୀ:ଜାତିସଂଘରେ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ । ମହିଳା, ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ଜାତିସଂଘର ସୁରକ୍ଷା ପରିଷଦରେ ଆଲୋଚନା ସମୟରେ ପାକିସ୍ତାନ  ବିଦେଶମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ଜମ୍ମୁକଶ୍ମୀର ପ୍ରସଙ୍ଗ ଉଠାଇଥିଲେ ।  ଜାତିସଂଘରେ ଭାରତର…

ନୂଆ ଘର ଓ କାର୍‌ କିଣିଲେ ରାକ୍ଷୀ ସାଓ୍ୱନ୍ତ, ସ୍ୱାମୀଙ୍କ କଥା କହି ହେଲେ ଭାବପ୍ରବଣ

ମୁମ୍ବାଇ : ବଲିଉଡ୍‌ର ଡ୍ରାମା କ୍ଵିନ୍‌ ରାକ୍ଷୀ ସାୱନ୍ତ । ମା’ ଚାଲିଯିବା ପରେ ରାକ୍ଷୀ ସାଓ୍ବନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । କିନ୍ତୁ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ଼କୁ ସାମ୍ନା କରିଛନ୍ତି ରାକ୍ଷୀ । ଅନେକ ଥର କାନ୍ଦୁ ଥିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ…

ଏମିତି ସହର ଯେଉଁଠି ଟମାଟୋ ଫିଙ୍ଗି ହୋଲି ପାଳିତ ହୁଏ

ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରରେ ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି ହୋଲି ଉତ୍ସବ । ପରସ୍ପର ଭିତରେ ଭାଇଚାରା ବାର୍ତ୍ତାର ଆଦାନପ୍ରଦାନ ହୋଲି ମାଧ୍ୟମରେ ହିଁ ହୋଇଥାଏ । କେବଳ ହିନ୍ଦୁ ନୁହଁନ୍ତି ଭାରତୀୟ ସମାଜରେ ସବୁ ବର୍ଗ ଓ ଧର୍ମର ଲୋକେ ଆଗ୍ରହର ସହିତ ହୋଲି ପାଳିଥାନ୍ତି ।…

ପୋଲିସ୍ ଜବତ କରିଥିବା ୬ଟି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣରେ ବେଳେ ଜବତ ହୋଇଥିବା ଗାଡ଼ିକୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି । କୋରାପୁଟ ପୋଲିସ ଦ୍ୱାରା ଜବତ ୬ଟି ଗାଡ଼ିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ବେଳେ ସେଥିରୁ ୪ଟି ଗାଡ଼ି ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଥିଲା । କୋରାପୁଟ ଟାଉନ୍ ଥାନା ନିକଟ ବସଷ୍ଟାଣ୍ଡ ହକି…

ଦାନ୍ତ ଡାକ୍ତରରୁ ମୁଖ୍ୟମନ୍ତ୍ରୀ ଯାତ୍ରା: ଜାଣିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଏସବୁ କଥା?

ଅଗରରାଲା: ଆଜି ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମାଣିକ ଶାହା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ । ତେବେ ଶାହା ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ମୋଦିଙ୍କ ବ୍ୟତୀତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା…

ଘରେ ରଖିଛନ୍ତି ୫୦ ମୂଷା

ଘରେ ଲୋକେ କୁକୁର, ବିଲେଇ, ବିଭିନ୍ନ ପ୍ରକାରର ଚଢେଇ ଆଦି ରଖିବାକୁ ପସନ୍ଦ କରିଥାନ୍ତି। ହେଲେ ଅନେକ ଲୋକଙ୍କର ସଉକ ବେଶ୍ ଅଜବ ହୋଇଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମିଶେଲ ରେବୋନ୍‌ ନାମ୍ନୀ ଜଣେ ମହିଳା ନିଜ ଘରେ ୫୦ଟି ମୂଷା ପୋଷିଛନ୍ତି। ଆଉ ସେମାନଙ୍କର ଯତ୍ନ ସେ ନିଜ ପିଲାଙ୍କ ପରି…

ଅମୀର ହଁ ଶାହାରୁଖ୍‌ଙ୍କୁ ନାଁ

ମୁମ୍ବାଇ: ଗତ କିଛି ସମୟ ଧରି ବଲିଡଉ୍‌ ଓ ସାଉଥ୍‌ କଳାକାରଙ୍କୁ ଏକାଠି ଦେଖିବାକୁ ମିଳୁଛି। ତେବେ ଦର୍ଶକଙ୍କ ଭିତରେ ମଧ୍ୟରେ ସାଉଥ୍‌ ଫିଲ୍ମର କ୍ରେଜ୍ ବେଶ୍ ରହିଛି । ତେବେ ଚର୍ଚ୍ଚାର ବିଷୟ ହେଉଛି ପୁଣି ଥରେ ବଲିଉଡ୍‌ ଓ ଟଲିଉଡ୍‌ର ଯୁଗଳବନ୍ଦୀ ଦେଖିବାକୁ ମିଳିପାରେ। ଖବର ମୁତାବକ ଅମୀର…

ହୋଲିରେ ଗଡିଲା ମୁଣ୍ଡ: ବାପା ମୃତ, ମା-ଝିଅ ଗୁରୁତର

ଆଠଗଡ: ଆଜି ହୋଲି । ରଙ୍ଗ ବଦଳରେ ରକ୍ତର ରଙ୍ଗରେ ଭିଜିଲା ଗାଁଦାଣ୍ଡ । କଟକ ଜିଲ୍ଲା ନୂଆପାଟଣା ପଞ୍ଚାୟତ ସ୍ଥିତ ସୁରେନ୍ଦ୍ରପାଟଣା ଗ୍ରାମରେ ଘଟିଯାଇଛି ଏକ ହତ୍ୟାକାଣ୍ଡ । କିଛି ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ଗୁରୁତର ଆହତ…

ଠକିଦେଲା ଧରମ ଝିଅ: ସ୍ୱାମୀକୁ କ୍ୟାନ୍ସର ହୋଇଛି କହି ମା’ଠୁ ଟଙ୍କା ନେବା ପରେ ଫାଙ୍କିଦେଲା

କେନ୍ଦ୍ରାପଡା: ସେ ମା’ । ତେଣୁ ସନ୍ତାନ ପାଳିତ ବା ଜନ୍ମିତ ତାର ହିସାବ ରଖି ନ ଥିଲେ । ଅନ୍ତରରୁ ମମତା ନିଗାଡି ଭଲ ପାଉଥିଲେ । ହେଲେ ଝିଅ ମନରେ ଥିଲା ଅନ୍ୟ କିଛି । ସେ ବୁଝି ପାରି ନ ଥିଲା ମାର ମମତାକୁ । ତାର ବିଶ୍ୱାସ ଓ ଭଲ ପାଇବାକୁ । ତେଣୁ ମା’କୁ ଠକିଦେଲା ଧରମ ଝିଅ । ସ୍ୱାମୀକୁ…

ଭାରତୀୟ ସେନାର ଏହି ୫ ମହିଳା ଅଧିକାରୀ ଯିଏ ବଢାଇଛନ୍ତି ଦେଶର ଗର୍ବ ଓ ଗୌରବ

ନୂଆଦିଲ୍ଲୀ:ମାର୍ଚ୍ଚ ୮ ତାରିଖ ଆର୍ନ୍ତଜାତିକ ମହିଳା ଦିବସ । ମହିଳାଙ୍କ ପାଇଁ ଦିନଟିଏ । ସେମାନଙ୍କୁ ନିଜ ଅଧିକାର ବିଷୟରେ ସଚେତନ କରିବା ପାଇଁ ଦିନଟିଏ । ଆଜି ମହିଳାଙ୍କୁ ସବୁ କ୍ଷେତ୍ରରେ କାମ କରିବାର ସୁଯୋଗ ମିଳିଛି । ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲିବାରେ ନିଜ ଦକ୍ଷତାକୁ…