ଥାଇଲାଣ୍ଡରେ ପ୍ରତ୍ୟାଶାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ, ଜିତିଲେ ୨ୟ ରୌପ୍ୟ
ଭୁବନେଶ୍ୱର: ବ୍ୟାଙ୍କକରେ ଚାଲିଥିବା ଥାଇଲାଣ୍ଡ ଏଜ ଗ୍ରୁପ ସନ୍ତରଣ ଚାମ୍ପିୟନଶିପରେ ଓଡିଶାର ପ୍ରତ୍ୟାଶା ରାୟ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତୀୟ ଇଭେଂଟରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି । ୨୦ ବର୍ଷୀୟା ଏହି…