Latest Odisha News

BREAKING NEWS

କିଏ, କାହାକୁ ଧକ୍କା ମାରିଲା ? ଜୟନାରାୟଣ ନା IIC ?

ସମ୍ବଲପୁର: ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ଯାଇଥିବା ବିଜେପି ଅଭିଯୋଗ କରି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି । ସମ୍ବଲପୁରରେ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଛି ଅସ୍ୱାଭାବିକ ସ୍ଥିତି । ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ମହିଳା ପୋଲିସଙ୍କୁ…

ସାଙ୍ଗ ହୋଇ ବୁଲୁଥିଲେ..ସାଙ୍ଗ ହୋଇ ଚାଲିଗଲେ ଦୁଇ ବନ୍ଧୁ

ବଲାଙ୍ଗିର: ସେମାନେ ସାଙ୍ଗ ଥିଲେ । ଖୁବ ଭଲ ସାଙ୍ଗ । ଯୁଆଡେ ଯାଉଥିଲେ, ଯାହା କରୁଥିଲେ ଏକାଠି ହିଁ କରୁଥିଲେ। ବୋଧହୁଏ କେହି କାହାରିକୁ ଛାଡିବେ ନାହିଁ ବୋଲି ପରସ୍ପରକୁ କଥା ଦେଇଥିଲେ । ନିଷ୍ପତ୍ତି ନେଇଥିଲେ ଏକାଠି ଜିଇଁବେ-ଏକାଠି ମରିବେ । ଆଉ ଏହି ନିଷ୍ପତ୍ତିକୁ ବି କରି ଦେଖାଇ ଦେଲେ ।…

ସାର୍କ ମାଛ ମୁହଁ ଆକୃତିର ଟଏଲେଟ୍ ବେସିନ୍‌

ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ଯାହା ଜରିଆରେ ବିଶ୍ୱର କୋଣ ଅନୁକୋଣର ବହୁତ ଅଜବ ଗଜବ ଖବର ଓ ଆଶ୍ଚର୍ଯ୍ୟନଜକ ଜିନିଷ ସବୁ ଦେଖିବାକୁ ମିଳିଥାଏ । ଏଇ ଯେମିତି ଭୟଙ୍କର ଶିକାରୀ ସାର୍କ ମାଛର ମୁହଁ ଆକୃତିର ଟଏଲେଟ୍ ବେସିନ୍ । ଯାହାକୁ ଏବେ ସୋସିଆଲ ମିଡ଼ିଆରେ ଅସଂଖ୍ୟ ଲାଇକ୍ ମିଳୁଛି । ଏହାକୁ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩୦ରୁ ଅଧିକ ଘର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଯାଇଛି ୩୦ରୁ ଅଧିକ ବଖରା ଘର । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଛି । ଆସବାବପତ୍ର ,ଧାନ, ଚାଉଳ ,ଦରକାରୀ କାଗଜପତ୍ର, ଗାଡି ,ସୁନା ଗହଣା ସବୁ ପୋଡି ପାଉଁଶ । ସମସ୍ତଙ୍କ…

ଗାଁରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୩୦ରୁ ଅଧିକ ବଖରା ଘର

ଢେଙ୍କାନାଳ : ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୩୦ରୁ ଅଧିକ ବଖରା ଘର । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । ଏପରି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ପଥରଖମ୍ବ ଗାଁରେ। ନିଆଁ ଲାଗି ପ୍ରାୟ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ସହ ଆସବାବପତ୍ର, ଧାନ, ଚାଉଳ, ଦରକାରୀ କାଗଜପତ୍ର, ଗାଡି, ସୁନା…

‘ଏନ୍‌ଟିଆର ୩୦’ରେ ନଜରକୁ ଆସିବେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଲିଅଳି ଝିଅ ଜାହ୍ନବୀ କପୁର ଏବେ ଟଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ।ଏକାଧିକ ପ୍ରୋଜେକ୍ଟ ନେଇ ବ୍ୟସ୍ତ ଥିବା ଜାହ୍ନବୀ ଖୁବ୍‌ଶୀଘ୍ର ସାଉଥ୍ ସୁପରଷ୍ଟାର ଜୁନିୟର ଏନ୍‌ଟିଆରଙ୍କ ସହ ନଜରକୁ ଆସିବେ । ଫିଲ୍ମର ଟାଇଟେଲ୍ ରହିଛି…

ଟ୍ୱିଟର ପାଇଁ ନୂଆ ସିଇଓ ବାଛିଛନ୍ତି ଏଲନ୍ ମସ୍କ

ଶେଷରେ ଏଲନ୍ ମସ୍କ ଟ୍ୱିଟର ପାଇଁ ନୂଆ ସିଇଓ ବାଛିଛନ୍ତି  । ହେଲେ ମଜାର ବିଷୟ ହେଉଛି ଟ୍ୱିଟରର ନୂତନ ସିଇଓ ମଣିଷ ନୁହଁନ୍ତି ବରଂ କୁକୁର । ସେ ହେଉଛି ମସ୍କ୍‌ଙ୍କ ‘ସିବା ଇନୁ’ ପ୍ରଜାତିର ପୋଷା କୁକୁର ‘ଫ୍ଲୋକି’। ମସ୍କ୍‌ ସେୟାର୍‌ କରିଥିବା ଫଟୋରେ ଦେଖାଯାଉଛି ‘ସିଇଓ’ ଚେୟାର୍‌ରେ କୁକୁର…

ପୋଲିସକୁ ଫିଟନେସ୍ ଚିନ୍ତା, କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଫିଟ୍ ରହିବ ପୋଲିସ । ଶାରିରୀକ ସୁସ୍ଥତା ଏବଂ ଫିଟନେସ୍ ଉପରେ ଗୁରୁତ୍ୱ ଦେଇଛି କମିଶନରେଟ୍ ପୋଲିସ । ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ରହିଥିବା ବିଭିନ୍ନ ପୋଲିସ ଅଧିକାରୀଙ୍କ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଅନେକ ସମୟରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବାଧାପ୍ରାପ୍ତ ହୋଇଥାଏ । ଯାହାକୁ…

ନ୍ୟୁଜିଲାଣ୍ଡରେ ଭୂମିକମ୍ପ; ୬.୧ ତୀବ୍ର ଝଟ୍‌କାରେ ଥରିଲା ଦେଶ

ୱେଲିଂଟନ: ଶକ୍ତିଶାଳି ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ। ରାଜଧାନୀ ୱେଲିଂଟନ ନିକଟସ୍ଥ ଲୋୟେର ହଟ୍‌ରୁ ୭୮ କିଲୋମିଟର ଦୂରରେ ଭୁମିକମ୍ପ ହୋଇଛି। ୟୁରୋପିୟନ ଭୂମଧ୍ୟସାଗରୀୟ ଭୂବିଜ୍ଞାନ କେନ୍ଦ୍ର(EMSC)ର ସୂଚନା ଅନୁସାରେ ଏହି ଭୂମିକମ୍ପର ତୀବ୍ରତା ୬.୧ ରହିଛି। ତେବେ ୪୮ କିମି ଗଭୀରରୁ ଏହି…

ୱାଶିଂମେସିନରେ ପଡିଗଲା ଦେଢ ବର୍ଷର ଶିଶୁ, ସର୍ପ ପାଣିରେ ୧୫ ମିନିଟ ବୁଡି ରହିବା ପରେ ବାହାରିଲା

ନୂଆଦିଲ୍ଲୀ: ପରିବାର ଲୋକଙ୍କ ଅନ୍ୟମନସ୍କତା ହେଉ ବା ଦାୟିତ୍ୱହୀନତା,  ୱାଶିଂମେସିନରେ ପଡି ଯାଇଥିଲା ଦେଢବର୍ଷର ଶିଶୁ । ୧୫ ମିନିଟ ପରେ ପରିବାର ଲୋକ ଜାଣିବାକୁ ପାଇଲେ ପୁଅ ୱାଶଂମେସିନ ଭିତାରେ ବୋଲି । ମେସିନ ବନ୍ଦ କରି  କୁନି ପୁଅକୁ ଉଦ୍ଧାର କରିଥଲେ । ହେଲେ ସେତେବେଳେକୁ କୁନି ପୁଅଟି…