ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ, ଶ୍ରୀମନ୍ଦିର ନିର୍ମାଣ ଇତିହାସ ପର୍ଯ୍ୟାଲୋଚନା କରିବା ସମୟରେ ଆମେ ଜାଣିଲେ ବର୍ତ୍ତମାନ ପରିଦୃଶ୍ୟମାନ ମୂଖ୍ୟ ମନ୍ଦିରଟି ଓଡ଼ିଶାର ଗଙ୍ଗ ବଂଶର ଶ୍ରେଷ୍ଠ ମହାରାଜା…