Latest Odisha News

BREAKING NEWS

ଗ୍ଲାମରସ୍ ଲୁକ୍‌ରେ ମହିଳା ପୋଲିସ୍ : ଲୋକେ ଭେଟିବାକୁ ଏତେ ବ୍ୟାକୁଳ ଯେ ଅପରାଧ ଘଟାଇବାକୁ ପ୍ରସ୍ତୁତ

କଲମ୍ବିଆ: ଦୁନିଆରେ ଏପରି ଅନେକ ବୃତ୍ତି ଅଛି ଯେଉଁଥିରେ ଗ୍ଲାମରସ୍ ଦେଖାଯିବାର କୌଣସି ସୁଯୋଗ ନାହିଁ । ପୋଲିସ ଚାକିରି ସେଥିମଧ୍ୟରୁ ଗୋଟିଏ । ପୋଲିସ କର୍ମଚାରୀଙ୍କୁ ଅଧିକାଂଶ ସମୟ ୟୁନିଫର୍ମରେ ରହିବାକୁ ପଡ଼ିଥାଏ । ବାକି ସମୟ ସେମାନେ ଆରାମ କରିବାକୁ ଚାହାଁନ୍ତି । କିନ୍ତୁ କଲମ୍ବିଆର ଜଣେ…

ହୋଟେଲର ଅଜବ ନିୟମ: ୯୦ ମିନିଟରେ ଶେଷ କରିବାକୁ ପଡ଼ିବ ପୁରା ଖାଦ୍ୟ

ନ୍ୟୁୟର୍କ: ଅଧିକାଂଶ ଲୋକ ହୋଟେଲରେ ଖାଇବାକୁ ପସନ୍ଦ କରିଥାନ୍ତି । ସେଥିଲାଗି କେହି ନିଜ ପରିବାର ସହିତ ଯାଉଥିବା ବେଳେ ଆଉ କିଏ ନିଜ ସାଙ୍ଗମାନଙ୍କ ସହ ଯାଇଥାନ୍ତି । କିଛି ସମୟ ଏକାଠି ବସି କଥାବାର୍ତ୍ତା କରିବା ସହ ଫଟୋ ମଧ୍ୟ ଉଠାଇଥାନ୍ତି । କିନ୍ତୁ ଆମେରିକାର ନ୍ୟୁୟର୍କ ସିଟିର ହୋଟେଲଗୁଡ଼ିକ…

୬ ବର୍ଷ ପରେ ଛୋଟ ପରଦାକୁ ଫେରିବେ କୁଶାଲ ଟଣ୍ଡନ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା କୁଶାଲ ଟଣ୍ଡନ୍ ୬ ବର୍ଷ ପରେ ପୁଣି ଛୋଟ ପରଦାକୁ ଫେରୁଛନ୍ତି । ଦୀର୍ଘ ସମୟ ଧରି ଛୋଟ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସୋସିଆଲ ମିଡ଼ିଆରେ କିନ୍ତୁ ସକ୍ରୀୟ ଥିଲେ । କୁଶାଲ ଫେରିବା ଖବର ପାଇବା ପରେ ତାଙ୍କୁ ପରଦାରେ ଦେଖିବା ପାଇଁ ପ୍ରଶଂସକମାନେ…

ଆଇଏନଏସ ବିକ୍ରାନ୍ତକୁ ମିଳିଲା ପାରମ୍ପାରିକ ଘଂଟି

ନୂଆଦିଲ୍ଲୀ: ଭାରତର ପ୍ରଥମ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତରେ ଲାଗିଥିବା ପାରମ୍ପାରିକ ଘଂଟି ପୁନର୍ବାର ନୌସେନାକୁ ହସ୍ତାନ୍ତର କରାଯାଇଛି । ୧୯୬୧ରୁ ଏହି ଘଂଟି ୩୬ ବର୍ଷ ଧରି ନୌସେନାର ଅଂଶବିଶେଷ ଥିଲା । ଏବେ ଏହାକୁ ମେଡ ଇନ ଇଣ୍ଡିଆ ଏୟାରକ୍ରାଫ୍ଟ କ୍ୟାରିୟରକୁ ଫେରାଇ ଦିଆଯାଇଛି । ୧୯୬୧ରେ…

ଭାଇରାଲ ହେଉଛି ଶିଶୁଙ୍କୁ ଚୁମ୍ବନ ଦେବାକୁ କହୁଥିବା ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଭିଡିଓ

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହୋଇଛି । ଭିଡିଓରେ ସେ ଜଣେ ଶିଶୁଙ୍କୁ ସ୍ନେହରେ ଚୁମ୍ବନ ଦେବା ପରେ ଜିଭ ଦେଖାଇ ପୁନର୍ବାର ଶିଶୁଙ୍କ ଆଡକୁ ମୁହଁ ନେଉଛନ୍ତି । ଜଣେ…

ଏକାକୀ ଲଢିଲେ ଗବର

ହାଇଦ୍ରାବଦ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୪୪ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଧିନାୟକ ଶିଖର ଧାୱନ ଓପନିଂରୁ ଶେଷ ପର୍ଯ୍ୟନ୍ତ…

ବଜ୍ରପାତ ଜନିତ ଅଘଟଣ ଏଡ଼ାଇବାକୁ ଏସଆରସିଙ୍କ ଗୁରୁତ୍ୱ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ୍‌ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ହ୍ରାସ ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ…

ତାଇୱାନ ସୀମାରେ ଚୀନର ଯୁଦ୍ଧାଭ୍ୟାସ, ଡ୍ରାଗନ କରିବ କି ଆକ୍ରମଣ ?

ନୂଆଦିଲ୍ଲୀ: ତାଇୱାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତକୁ ନେଇ ବିବ୍ରତ ହୋଇ ପଡ଼ିଥିବା ଚୀନ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି । ଦ୍ୱିତୀୟ ଦିନର ଯୁଦ୍ଧାଭ୍ୟାସରେ ଚୀନ ୭୧ଟି ଫାଇଟର ଜେଟ୍ ସାହାଯ୍ୟରେ ତାଇୱାନକୁ ଘେରିବାକୁ ଚେଷ୍ଟା କରିଛି । ଏହି ଅପରେସନର ନା ରଖାଯାଇଛି ଜଏଣ୍ଟ ସ୍ୱାର୍ଡ । ଯାହା…

ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରି ସ୍ୱାମୀଙ୍କ ଟଙ୍କା ଉଡ଼ାଇଲେ, ଛାଡ଼ପତ୍ର ପରେ ମିଳିଲା ନାହିଁ ଟଙ୍କାଟିଏ

ଭାଗ୍ୟ କେତେବେଳେ କାହାର ସାଥ୍ ଦେବ ସେ ବିଷୟରେ କେହି କିଛି କହିପାରିବେ ନାହିଁ । ଭାଗ୍ୟ କେତେବେଳେ କାହାକୁ ରାଜା କରିଦେଉଥିବା ବେଳେ ଆଉ କାହାକୁ ଭିକାରୀ ବି କରିଦିଏ । ଏହିପରି ଅନେକ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ପଢି ବି ଥିବେ, ଯେଉଁଥିରେ ଭାଗ୍ୟର ଖେଳ ଜଣେ ବ୍ୟକ୍ତିଙ୍କ ଜୀବନକୁ…