ଏକ ହଜାର ଶବଦାହ କରିବା ପରେ ବି ଥକି ନାହାନ୍ତି ଶେଷଯାତ୍ରାର ସାଥୀ ଅଲେଖ
କାମାକ୍ଷାନଗର: ବୟସ ୬୭ ଛୁଇଁଲାଣି । ହେଲେ ଜୁଇ ନିଆଁ ସହ ତାଙ୍କର ସମ୍ପର୍କ ତୁଟିନି । ଏବେ ବି ଆଖପାଖ ଅଞ୍ଚଳର କେହି ମରିଗଲେ ସେଠି କାନ୍ଧ ଦେବାକୁ ଠିଆ ହୋଇଯାଆନ୍ତି ଏହି ବୃଦ୍ଧ । ଶେଷ ଶଯ୍ୟାରେ ମଣିଷକୁ ଶୁଆଇ ନିଆଁ ଲଗାଇ ଦିଅନ୍ତି । ସେଇ ଜୁଇ ନିଆଁରେ ସେ ଦେଖନ୍ତି ତାଙ୍କର ଜେଜେ ବାପା,…