Latest Odisha News

BREAKING NEWS

ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ; ୧୪ ଗିରଫ, ସୁନା ଅଳଙ୍କାର ସହ ବନ୍ଧୁକ ଜବତ

ପୁରୀ; ପୋଲିସ ପଞ୍ଝାରେ ଆନ୍ତଃଜିଲ୍ଲା ଚେନ ସ୍ନାଚିଂ ରାକେଟ। ୧୪ ଜଣିଆ ଗ୍ୟାଙ୍ଗକୁ ଗରିଫ କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ସୁନା ଚେନ୍, ମୁଦି, ମୋବାଇଲ୍ ଫୋନ୍ ଓ ପିସ୍ତଲ ଆଦି ସାମଗ୍ରୀ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କ…

ବିମାନରେ ପୁଣି ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ମଦ୍ୟପ ଯାତ୍ରୀ; ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବିମାନରେ ଯାତ୍ରୀଙ୍କ ଉପରେ ପୁଣି ପରିସ୍ରା କରିବା ମାମଲା ସାମ୍ନାକୁ ଆସିଛି। ଏଥର ଏକ ଆମେରିକା ବିମାନରେ ଏଭଳି ଦୁର୍ଘଟଣା ଘଟିଛି। ଆମେରିକା ସହର ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ନିଶାଶକ୍ତ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ…

ଭୁବନେଶ୍ୱରରୁ ଗଞ୍ଜାମ ରଙ୍ଗେଇଲୁଣ୍ଡାକୁ ଉଡ଼ାଣ ଭରିଲା ବିମାନ  

ଭୁବନେଶ୍ୱର : ଆଜି ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରୁ ଉଡ଼ିଲା ବିମାନ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଆଜି ପଞ୍ଚାୟତିରାଜ ଦିବସ ଅବସରରେ ଭୁବନେଶ୍ବର-ରଙ୍ଗେଇଲୁଣ୍ଡା-ଭୁବନେଶଜ୍ବର ବିମାନ ଉଡ଼ାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ପ୍ରାଥମିକ ପର୍ଯ୍ୟାୟରେ…

ମୋ ରଚିତ ଗଳ୍ପ ଓ କବିତା ପାଠକଙ୍କ ହୃଦୟ ଛୁଇଁଯାଉ : ଅନିମା ସ୍ମୃତିପ୍ରଜ୍ଞା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ ।ବୃତ୍ତିରେ ଶିକ୍ଷୟତ୍ରୀ ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନିମା…

ସିବିଆଇ ଓ ଇଡିର ଦୁରୁପଯୋଗ ଅଭିଯୋଗରେ ୯ ବିରୋଧୀ ଦଳର ନେତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି, ଦସ୍ତଖତ କଲାନି କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀ ଦଳର ନେତାମାନଙ୍କୁ ଫସାଇବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିର ଦୁରୁପଯୋଗ ହେଉଛି। ଏଭଳି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ୯ ବିରୋଧୀ ଦଳର ନେତା।  ଯେଉଁ ଦୁର୍ନୀତିଗ୍ରସ୍ତ ନେତାମାନେ ବିଜେପିର ଯୋଗ ଦେଉଛନ୍ତି ସେମାନଙ୍କ…

‘ଗାଈକୁ ହତ୍ୟା କଲେ ନର୍କରେ ସଢ଼ିବ’ ମୁସଲମାନ ବିଚାରପତି କହିଲେ ବ୍ୟାନ ହେଉ ଗୋହତ୍ୟା

ଆହ୍ଲାବାଦ: ଗୋହତ୍ୟାକୁ ନେଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କଡା ଟିପ୍ପଣୀ କରିଛନ୍ତି । ଖଣ୍ଡପୀଠ ହିନ୍ଦୁ ଧର୍ମଗ୍ରନ୍ଥକୁ ଆଧାର କରି କହିଛନ୍ତି ଯେ ଗାଈକୁ ହତ୍ୟା କରୁଥିବା ବ୍ୟକ୍ତି ନର୍କରେ ସଢ଼ିବେ । ଖଣ୍ଡପୀଠ, କେନ୍ଦ୍ର ସରକାର ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ସହ ଗାଈକୁ…

‘ବୁଲା କୁକୁରଙ୍କୁ ଆସାମ ପଠାଇଦିଅ, ସେଠାକାର ଲୋକ ଖାଆନ୍ତି’ ବିବାଦୀୟ ବୟାନ ଦେଲେ ବିଧାୟକ

ମୁମ୍ବାଇ: ବୁଲା କୁକୁରଙ୍କୁ ଆସାମ ପଠାଇଦିଅ । ସେଠାରେ ବହୁତ ଚାହିଦା ଅଛି । କାରଣ ସେଠାକାର ଲୋକ ବୁଲା କୁକୁର ମାଂସ ଖାଆନ୍ତି । କିଛି ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଜଣେ ବିଧାୟକ । ମହାରାଷ୍ଟ୍ରର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟି ମୁଖ୍ୟ ବଚୁ କାଦୁ କହିଛନ୍ତି ଯେ ଆସାମର ଲୋକ କୁକୁର…

ବାଲୁକାକଳାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ଜନ୍ମ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନ ଏହି ବାଲୁକାକଳାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ…

ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ, ଚାଲିଗଲା ୬ ଜୀବନ ୩୦ରୁ ଅଧିକ ଗୁରୁତର

କେଶବପୁର : ବାଂଲାଦେଶର ଚିତରଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ (କେଶବପୁର) ଅଞ୍ଚଳରେ ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ । ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ୬ ମୃତକଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ଅକ୍ସିଜେନ୍…

ଏସବୁ କଥାକୁ ଦିଅନ୍ତୁ ଗୁରୁତ୍ୱ, ଶାଶୁ-ବୋହୂ ସମ୍ପର୍କରେ ଆସିଯିବ ସୁଧାର

ଆପଣଙ୍କ ବୋହୂ ଆପଣଙ୍କ କଥା ଶୁଣୁନାହିଁ କି କିମ୍ବା ଆପଣଙ୍କ ଶାଶୁ ଆପଣଙ୍କ ଉପରେ ସବୁବେଳେ ରାଗୁଛନ୍ତି କି? ସବୁବେଳେ ଛୋଟମୋଟ କଥାକୁ ନେଇ ଆପଣଙ୍କ ଘରେ ଝଗଡା ହେଉଛି କି? ଆପଣ କଣ ଚାହୁଁଛନ୍ତି ସିଏ ବୁଝିପାରୁନାହାନ୍ତି କି? ଏହା ଦ୍ୱାରା ପରିବାରରେ ସବୁବେଳେ ମନୋମାଳିନ୍ୟ ରହୁଛି କି? ଯଦି ହଁ,…