Latest Odisha News

BREAKING NEWS

ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଖୋଲା ଆକାଶ ତଳେ ବୁଲୁଛି ଅଭିଯୁକ୍ତ

ଚାନ୍ଦୋଳ : ଜମି ଜମା ବିବାଦକୁ ନେଇ ବୀଚ ରାସ୍ତାରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବାକୁ ଉଦ୍ୟମ । ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ନେଉନି କାର୍ଯ୍ୟନୁଷ୍ଠାନ । ଚାଁନ୍ଦୋଳ ଫାଣ୍ଡି ସାମ୍ନାରେ ଧାରଣାରେ ବସିଲେ ସପରିବାର । ସୂଚନା ଅନୁଯାୟୀ, ଡେରାବିଶ ସଦର ଥାନା ଅନ୍ତର୍ଗତ…

ନ୍ୟୁଜିଲାଣ୍ଡରେ ବଡ ଧରଣର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୯ 

ୱେଲିଂଟନ:   ନ୍ୟୁଜିଲାଣ୍ଡରେ ଆଜି ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଯାଇଛି । ଶନିବାର  ନ୍ୟୁଜିଲାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯  ଥିବା ଜଣାଯାଇଛି । ୟୁନାଇଟେଡ୍ ଷ୍ଟେଟ୍ସ୍ ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ୍)…

ଶବକୁ ଦେଖି କାନ୍ଦିଲା, ତିନି ଘଣ୍ଟା ପାଖରେ ଜଗି ରହିଲା ମାଙ୍କଡ

ପାରାଦ୍ଵୀପ: ଜୀବନର ଶେଷ ଦୃଶ୍ୟ ପ୍ରକୃତରେ ଖୁବ କରୁଣ । ସେ ଦୃଶ୍ୟ ସମସ୍ତଙ୍କ ମନରେ ଭରିଦିଏ କୋହ ।  ଭିଜାଇ ଦିଏ ଆଖି । ଶତ୍ରୁ ହେଉ ପଛେ, ତାର ମୃତ୍ୟୁ ଖବର କ୍ଷଣିକ ପାଇଁ ଉଦାସ କରିଦିଏ ମନକୁ ।  ଏଠି ଠିକ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଘର ସାମ୍ନାରେ ଗଦା ହୋଇଥିଲେ ଲୋକେ…

ଦୁଆରୀ ଭୋଗ ଖାଇବାକୁ ନେଇ ଉତ୍ତେଜନା, ଭାଙ୍ଗିଦେଲେ ଠାକୁରଙ୍କ ବିମାନ ଚକ

ପୁରୀ : ଗୋପୀନାଥପୁର ଗାଁରେ ଗୋପୀନାଥ ଦେବ ଦୁଆରୀ ଭୋଗ ଖାଇବାକୁ ନେଇ ଗଣ୍ଡଗୋଳ  । ଠାକୁରଙ୍କ ବିମାନ ଚକ ଭାଙ୍ଗିଯିବା ସହ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଗୋପୀନାଥପୁର ଗ୍ରାମର ମନମୋହନ ରାଉତଙ୍କ ଘର ସମ୍ମୁଖରେ ଠାକୁର ଭୋଗ ଖାଇବାକୁ ଅଡି ବସିବାରୁ ଅନ୍ୟମାନେ ଏହାକୁ…

ଗଛକୁ କାଟିଲେ ବାହାରେ ରକ୍ତ

ଦୁନିଆରେ ଅନେକ ପ୍ରକାର ଗଛ ଏବଂ ଉଦ୍ଭିଦ ଦେଖିବାକୁ ମିଳିଥାଏ । ଡାକ୍ତରୀ ବିଜ୍ଞାନର ଚମତ୍କାର ଅଗ୍ରଗତି ସତ୍ତ୍ୱେ ପ୍ରକୃତିର ଏପରି ଅନେକ ଜିନିଷ ଅଛି ଯାହାର ରହସ୍ୟ ଏବଂ ଉପକାର ଆଶ୍ଚର୍ଯ୍ୟଜନକ ଅଟେ ।  ପ୍ରତ୍ୟେକ ଗଛର ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଏପରି ଅନେକ ଗଛ ରହିଛି  ଯାହା ବେଶ୍…

ପକ୍ଷୀ, ମଣିଷର ନିଆରା ସମ୍ପର୍କ

ସାଧାରଣତଃ ଯେତେବେଳେ ପକ୍ଷୀମାନେ ମଣିଷକୁ ଦେଖନ୍ତି, ସେମାନେ ସେମାନଙ୍କଠାରୁ ଦୂରେଇ ଯାଆନ୍ତି । ଯାହା ଦ୍ୱାରା ସେମାନଙ୍କର କିଛି କ୍ଷତି ନ ହୁଏ । କିନ୍ତୁ କିଛି ସ୍ଥାନରେ ପକ୍ଷୀ ଓ ମଣିଷ ଭିତରେ ସମ୍ପର୍କ ଖୁବ୍ ନିଆରା । କିଛି ବନ୍ଧୁତା ଅକସ୍ମାତ ଗଢ଼ାହୁଏ, ଆଉ ସବୁଦିନ ପାଇଁ ଅମର ହୋଇଯାଏ।…

ଚୀଷୀଙ୍କ ପାଇଁ ଖୁସି ଖବର; ୟୁରିଆ ପରେ ଏବେ ନୋନା ଡିଏପିକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସୀ ଖବର। ନାନୋ ୟୁରିଆ ପରେ ଏବେ ନାନୋ ଡିଏପି(ଡାଇ ଆମୋନିୟମ ଫସ୍‌ଫେଟ୍)କୁ ବି ମଞ୍ଜୁରୀ ଦେଲେ ସରକାର। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଶନିବାର ଟ୍ୱିଟ୍ କରି ମନ୍ତ୍ରୀ ଲେଖିଛନ୍ତି “ ଉର୍ବରକ(ସାର)…

ଅଷ୍ଟ୍ରେଲିଆରେ ଲକ୍ଷ୍ମୀନାରାୟଣ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ସମର୍ଥକ

ବ୍ରିସବେନ: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଥମିବାର ନାମ ନେଉନାହିଁ । ଶନିବାର ଦିନ ଅଷ୍ଟ୍ରେଲିଆର ବ୍ରିସବେନରେ ଥିବା ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିର ଭଙ୍ଗାଯାଇଥିବାର ସୂଚନା ମିଳିଛି । ଖଲିସ୍ତାନୀ ସମର୍ଥକ ଏହି ମନ୍ଦିରରେ ପଶି ଭଙ୍ଗାରୁଜା କରିଥିବାର ଜଣାପଡିଛି । ସ୍ଥାନୀୟ…

ବାହାଘର ୨ ଦିନ ପରେ ଚାଲିଗଲା ବରର ଜୀବନ, ଚତୁ୍‌ର୍ଥୀରେ ଉଠିଲା କୋକେଇ

ବାଲେଶ୍ୱର: ଉତ୍ସବ ମୁଖର ଘରଟା ଏମିତି କାରୁଣ୍ୟରେ ଭରିଯିବ ବୋଲି କେହି ଭାବି ନ ଥିଲେ । ବାହାଘରର ସାତଦୀପ ଲିଭିବା ଆଗରୁ ଏମିତି ଜୀବନଦୀପ ଲିଭିଯିବ ବୋଲି କିଏ ବା କାହିଁକି ଭାବିବ ? ବନ୍ଧୁବାନ୍ଧବଙ୍କ ଗହଣରେ ଯେଉଁ ଘର ଉଛୁଳି ପଡୁଥିଲା ସେଇ ଘରେ ଏବେ ନୀରବତା । ନୂଆ ସଂସାର ଗଢିବ ବୋଲି…

ଯାହା ପ୍ରେମରେ ପଡ଼ି ଫେରାର ହେଲେ ପତ୍ନୀ, ତାଙ୍କ ସ୍ତ୍ରୀକୁ ବାହା ହେଲେ ସ୍ୱାମୀ

ପାଟନା : ବିହାରର ଖାଗାରିଆ ଜିଲ୍ଲାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ପର ସ୍ୱାମୀ ପ୍ରେମରେ ପଡ଼ି ଫେରାର ହୋଇଗଲେ ସ୍ତ୍ରୀ । ସ୍ତ୍ରୀର ଏଭଳି କାଣ୍ଡ ଦେଖି ସ୍ୱାମୀ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ବିବାହ କରିଛନ୍ତି । ସବୁଠୁ କୌତୁହଳ ବିଷୟ ହେଉଛି ୨ ମହିଳାଙ୍କ ନାମ ହେଉଛି ରୁବୀ ଦେବୀ । ଏହି…