ପାଣିପାଗ ଖବର: ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ଦିନର ବଢ଼ିବ ତାପମାତ୍ରା
ଭୁବନେଶ୍ୱର; ରାଜ୍ୟରେ ଦିନରେ ତାପାମାତ୍ରା ବଢ଼ୁଥିବା ବେଶେ ସକାଳୁ କିନ୍ତୁ ଅନେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ କଟକ ଓ ଭୁବନେଶ୍ୱରରେ କୁହୁଡ଼ି ଦେଖିବାକୁ ମିଳିଥିଲା। ଦିନରେ ଟାଣ ଖରା ଯୋଗୁ ଶୁକ୍ରାବାର ଭୁବନେଶ୍ୱରରେ ଦିନ ୧୧ଟା ସୁଦ୍ଧା ୩୬ଡିଗ୍ରି ହୋଇଥିଲା।…