ସିମ୍ କାର୍ଡ ଜାଲିଆତି ଉପରେ ରୋକ୍ ଲଗାଇବାକୁ ସରକାର ନେଇପାରନ୍ତି ଏପରି ପଦକ୍ଷେପ
ନୂଆଦିଲ୍ଲୀ: ବଢୁଥିବା ସିମ୍ କାର୍ଡ ଜାଲିଆତିକୁ ନଜରରେ ରଖି ଦେଶର ଟେଲିକମ ବିଭାଗ (DoT) ନୋ-ୟର-କଷ୍ଟମର (Know Your Customoer) ଭେରିଫିକେସନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି। ଏହି ପରିବର୍ତ୍ତନରେ ଗୋଟିଏ ଆଇଡି ବା ପରିଚୟ ପତ୍ରରେ ଜାରି ହୋଇଥିବା ସିମ୍ କାର୍ଡର…