କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ବ୍ୟବହୃତ ହେବ ଏହି ବିଶେଷ ଧରଣର ପବିତ୍ର ତୈଳ
ଲଣ୍ଡନ: ବିଟେନର କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ସମାରୋହରେ ଏକ ବିଶେଷ ଧରଣର ପବିତ୍ର ତୈଳର ବ୍ୟବହାର ହେବ । ମେ୬ରେ ଏହି ସମାରୋହ ଅନୁଷ୍ଠିତ ହେବ । ଜେରୁଜେଲମର ସେପୁଲଚର ଚର୍ଚ୍ଚରେ ଶନିବାର ଏକ ସମାରୋହରେ ଏହି ତୈଳକୁ ପବିତ୍ର କରାଯାଇଛି । ରାଜ୍ୟାଭିଷେକ ଦିନ ଚାର୍ଲସଙ୍କ ମୁଣ୍ଡ, ଛାତି ଏବଂ…