ଅମ୍ବାନୀ କଲଚରାଲ ସେଣ୍ଟରରେ ଚମକିଲା ଓଡ଼ିଶାର ବାଲୁକା କଳା
ମୁମ୍ବାଇ:ଓଡ଼ିଶା ବାଲୁକା କଳାର ଯାଦୁ ଦେଖୁଛି ସାରା ବିଶ୍ୱ । ପ୍ରଶଂସା ବି ସାଉଁଟଛି । ନିତା ମୁକେଶ ଅମ୍ବାନୀଙ୍କ କଲଚରାଲ ସେଣ୍ଟରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳାର ଯାଦୁ ସାରା ବିଶ୍ୱର କଳାପ୍ରେମୀ ଦେଖୁଛନ୍ତି ।
ଏହି ବାଲୁକା କଳାକୁ ଦେଖି…