Latest Odisha News

BREAKING NEWS

ମହିଳା କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣା, ବଢ଼ିଲା ଓସିଏ କର୍ମଚାରୀଙ୍କ ଟେନସନ

କଟକ: ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣାରେ ତାଙ୍କ ସ୍କୁଟି ଭିତରୁ ଜବତ ହୋଇଥିବା ହାତଲେଖା ନୋଟ୍ ବା ସୁଇସାଇଡାଲ ତାଙ୍କର ବୋଲି ଜଣାପଡିଛି। ହାତଲେଖା ନୋଟକୁ ତଦନ୍ତ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଥିଲା। ଏବେ ଏହି ହାତଲେଖା ନୋଟ୍ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ…

ରିମାଣ୍ଡରେ ଚାନ୍ଦିପୁର ଆଇଟିଆର ଘଟଣାର ଅଭିଯୁକ୍ତ, ସାମ୍ନାକୁ ଆସିଲା ଚାଂଚଲକ୍ୟର ତଥ୍ୟ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ ବା ଡିଆରଡିଓର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ର ବରିଷ୍ଠ ଅଧିକାରୀ ବାବୁରାମ ଦେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସମ୍ବେଦନଶୀଳ ତଥ୍ୟ ସେୟାର କରିଥିବା ଅଭିଯୋଗରେ ଶୁକ୍ରବାର ଗିରଫ ହୋଇଛି। ଶନିବାର…

ନିର୍ବାଚନ ପୂର୍ବରୁ ୩୬ ହଜାର ବୁଥକୁ ମଜବୁତ କରିବା ଲକ୍ଷ୍ଯରେ ରାଜ୍ୟ ବିଜେପି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଗୋଟିଏ ବର୍ଷରୁ କମ୍ ସମୟ ଥିବାବେଳେ ଭାରତୀୟ ଜନତା ପାର୍ଟି ବୁଥ୍ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଓଡ଼ିଶାରେ ତୃଣମୂଳସ୍ତରରେ ସମସ୍ତ ୩୬ ହଜାର ବୁଥକୁ ମଜବୁତ କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଥିପାଇଁ…

ତେଜୁଛି ଅଧ୍ୟାପକଙ୍କ ଆନ୍ଦୋଳନ, ଚିନ୍ତାରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ଏବଂ ଅଭିଭାବକ

ଭୁବନେଶ୍ୱର: ଯୁକ୍ତ ଦୁଇ ବା ପ୍ଲସ୍ ଟୁ ପରୀକ୍ଷାକୁ ଆଉ ମାତ୍ର ତିନି ଦିନ ବାକି ରହିଛି। ହେଲେ ଏବେ ବି ୬୬୨ ବର୍ଗର କଲେଜର ଅଧ୍ୟାପକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଚଳିତ ବର୍ଷ ପ୍ରାୟ ୩.୫ ଲକ୍ଷ…

‘ୟୁପିଏ ସରକାର ଭଳି ବିରୋଧୀ ଏକାଠି ହେଲେ ବିଜେପିକୁ ହରାଇବା ସମ୍ଭବ’

ରାୟପୁର: ବିଜେପି ଭଳି ଦଳକୁ ହରାଇବାକୁ ହେଲେ ବିରୋଧୀ ଦଳ ଏକାଠି ହେବାର ଆବଶ୍ୟକତା ରହିଛି। ବିଜେପି ବିରୋଧୀଙ୍କୁ ଏକାଠି କରିବା ଉପରେ କଂଗ୍ରେସ ଗୁରୁତ୍ୱାରୋପ କରିଛି। ଛତିଶଗଡ ରାୟପୁରରେ ଚାଲିଥିବା ଅଧିବେଶନରେ କଂଗ୍ରେସ ପୂର୍ବରୁ ଏନଡିଏକୁ ହରାଇବାକୁ ଯେପରି ୟୁପିଏ ଆଗେଇ ଆସିଥିଲା ସେହିଭଳି…

ଛିଡା ହୋଇଥିବା ବସକୁ ଧକ୍କା ଦେଲା ଟ୍ରକ: ୧୪ ଯାତ୍ରୀ ମୃତ, ୬୦ ଆହତ

ଭୋପାଳ: ଏକ ଟ୍ରକ୍ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ତିନିଟି ବସକୁ ଧକ୍କା ଦେବାରୁ ବସ ଭିତରେ ଥିବା ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି ଯେ…

ପ୍ରଥମ ଥର ପାଇଁ ବିଦେଶୀ ଆକାଶରେ ଦମ୍ ଦେଖାଇବ ତେଜସ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶ ବାହାରକୁ ଯାଇଛି ତେଜସ ଯୁଦ୍ଧ ବିମାନ। ପ୍ରଥମ ଥର ପାଇଁ ଭାରତ ବାହାରେ ଏକ ଆନ୍ତର୍ଜାତୀୟ ବିମାନ ଅଭ୍ୟାସରେ ସାମିଲ ହେବାକୁ ଯାଇଛି ଏହି ହାଲୁକା ଲଢୁୁଆ ବିମାନ ତେଜସ୍। ସଂଯୁକ୍ତ ଆରବ ଏମିରେଟ୍ସର ଅଲ ଡାଫରା ଏୟାରବେସରେ ଏହା ପହଞ୍ଚିଛି। ଏହି ଅଭ୍ୟାସରେ ଭାରତର…

ଅଭିନୟ ନୁହେଁ, ଏବେ ସଚେତନତା ପାଇଁ ବ୍ୟସ୍ତ ପୂଜା ବେଦୀ

ମୁମ୍ବାଇ :ବଲିଉଡର ଜଣାଶୁଣା ନାୟିକାଙ୍କ ମଧ୍ୟରୁ ପୂଜା ବେଦୀ ଅନ୍ୟତମ । ଅନେକ ଫିଲ୍ମରେ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଛନ୍ତି ପୂଜା ବେଦୀ । ତେବେ ଅଭିନୟ ସହ ସ୍ୱେଚ୍ଛାସେବୀ ଭାବେ କାମକୁ ସେ ଗୁରୁତ୍ୱ ଦେଉଛନ୍ତି । ଅଭିନୟଠାରୁ ସଚେତନତା କାର୍ଯ୍ୟକ୍ରମ କରିବା ତାଙ୍କୁ ଅଧିକ ଖୁସି ଦେଇଥାଏ…

ଶିକ୍ଷକ ହେବ ତ ଏମିତି: ନିଜ ଡ଼୍ରେସକୁ ବନାନ୍ତି ବ୍ଲାକବୋର୍ଡ଼

କୁହାଯାଏ ଯଦି ଶିକ୍ଷକ ଭଲ, ତା’ହେଲେ ପିଲାମାନଙ୍କର ଜୀବନ ଉନ୍ନତି ହୋଇଥାଏ । କୌଣସି ଖରାପ ଶିକ୍ଷକଙ୍କ ସଂସ୍ପର୍ଶରେ ଆସୁଥିବା ଛାତ୍ରଛାତ୍ରୀମାନେ ଜୀବନରେ ସଫଳ ହୋଇପାରନ୍ତି ନାହିଁ । କିନ୍ତୁ ଏମିତି କିଛି ଶିକ୍ଷକ ଅଛନ୍ତି ଯେଉଁମାନେ ନିଜର ଶିକ୍ଷକତା ଦାୟିତ୍ୱ ଠିକ୍ ଭାବେ ତୁଲାଇଥାନ୍ତି । ଏହି…

ପ୍ରିନ୍ସିପାଲଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ଛାତ୍ର

ଇନ୍ଦୋର: ଗୁରୁ-ଶିଷ୍ୟ ପରମ୍ପରା ଆମ ସଂସ୍କୃତିରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି । ଶିଷ୍ୟ ଏଠି ଗୁରୁଙ୍କୁ ଭଗବାନଙ୍କ ସ୍ଥାନରେ ରଖି ପୂଜା କରିଥାଏ । ହେଲେ ଏବେ ଏହାର ଅବକ୍ଷୟର ଚିତ୍ର ସାମ୍ନାକୁ ଆସିଛି । ଗୁରୁଙ୍କୁ  ଶତ୍ରୁ ବୋଲି ଭାବି ଜଣେ ଛାତ୍ର ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛି ।…