ଆନ୍ତର୍ଜାତିକ ମଞ୍ଚରେ ପ୍ରଶଂସା ସାଉଁଟିଲା ଓଡ଼ିଆ ଡକ୍ୟୁ ଫିଲ୍ମ ’ମିଶନ ଶକ୍ତି’
ଭୁବନେଶ୍ୱର:ଆନ୍ତର୍ଜାତିକ ମଞ୍ଚରେ ପ୍ରଶଂସା ସାଉଁଟିଲା ଓଡ଼ିଆ କ୍ଷୁଦ୍ର ପ୍ରାମାଣିକ ଫିଲ୍ମ । କ୍ଷୁଦ୍ର ପ୍ରାମଣିକ ଚଳଚ୍ଚିତ୍ର 'ଡକ୍ୟୁ ଫିଲ୍ମ'- 'ମିଶନ ଶକ୍ତି'କୁ ବିଶ୍ୱସ୍ତରୀୟ ସମ୍ମିଳନୀରେ ପ୍ରଶଂସା ମିଳିିଛି । ଜାତିସଂଘ ଦ୍ୱାରା ଆମେରିକାରେ ସିଆଟେଲ ଠାରେ ଅନୁଷ୍ଠିତ 'ସି ଫୁଡ ଏଲାଏନ୍ସ'…