Latest Odisha News

BREAKING NEWS

ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ବିଜୟୀ, ବିଜେପିର ରେଖାଙ୍କୁ ହରାଇଲେ ଶୈଲି ଓବେରଇ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନର ପ୍ରାୟ ଅଢ଼େଇ ମାସ ପରେ ମେୟର ନିର୍ବାଚିତ ହୋଇଛନ୍ତି । ଆପର ଶୈଲି ଓବେରଇ ବିଜେପିର ରେଖା ଗୁପ୍ତାଙ୍କୁ ୩୪ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ଶୈଳି ଓବେରଇଙ୍କୁ ୧୫୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରେଖା ପାଇଛନ୍ତି ୧୧୬ ଖଣ୍ଡ ଭୋଟ୍ ।…

ଅଜବ ମାନସିକତା : ପ୍ରସବ ଯନ୍ତ୍ରଣା ବେଳେ ହସପିଟାଲରେ ମେକଅପ୍ ନେଲେ ମହିଳା

ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭଧାରଣ ଏକ ବିଶେଷ ମୁହୂର୍ତ୍ତ । ପ୍ରସବ ସମୟରେ ଅସହ୍ୟ ଯନ୍ତ୍ରଣା ଭୋଗିଥାନ୍ତି ମହିଳାମାନେ । ସେଥିଲାଗି ଡାକ୍ତରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦେଇଥାନ୍ତି । କିନ୍ତୁ ଆମେରିକାରେ ଜଣେ ମହିଳା ଏହି ପ୍ରସବ ବେଦନା ସମୟର ସ୍ମୃତିକୁ ମନେ…

ନବ ଦାସଙ୍କ ହତ୍ୟା ଘଟଣାର ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ ନା ଲୁଚାଉଛନ୍ତି -ନରସିଂହ ମିଶ୍ର

ଭୁବନେଶ୍ୱର: ନବଦାସଙ୍କ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ନବଦାସ ହତ୍ୟା ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ପଶ୍ଚିମ ଓଡ଼ଶାର ବିଜେଡି…

ବିଧାନସଭାରେ ପୋଷ୍ଟର ଯୁଦ୍ଧ: ବିରୋଧୀ ଉଠାଇଲେ ନବ ହତ୍ୟା, ବିଜେଡିର ଚାଷୀ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ନବ ଦାସ ପ୍ରସଙ୍ଗରେ ଗୃହ ହୁଲୁସ୍ତୁଲ ହୋଇଛି। ବିରୋଧୀ ଦଳ ଶାସକ ଦଳକୁ ଟାର୍ଗେଟ କରି ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେବାର କିଛି ସମୟ ପରେ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ଆସନ ନିକଟକୁ ଯାଇ…

ଜେଜେଙ୍କ ଏକାଦଶାହରେ ନଦୀରେ ବୁଡି ନାତୁଣୀ ମୃତ

ସାଲେପୁର:  ନଦୀରେ ବୁଡି ନାବାଳିକାର ମୃତ୍ୟୁ ହୋଇଛି । ଏମିତି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ ।ମୃତ ବାଳିକା ଜଣକ ହେଲେ ଋତୁପର୍ଣ୍ଣା ସାହୁ । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ  । ଜେଜେଙ୍କର ଏକାଦଶାହ ଦିନ ତିନି ଭଉଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ।…

ରଞ୍ଜନ କୁମାର ପଣ୍ଡାଙ୍କ ‘ଶ୍ରୀ ଚଣ୍ଡୀ ସାରଳା ମାଦଳା’ଉନ୍ମୋଚିତ

ଜଗତସିଂହପୁର : ଆଦିକବି ଆଦିକବି ସାରଳା ଦାସଙ୍କ ଜୀବନୀ ଉପରେ ରଚିତ ଓଡ଼ିଆ ପୁସ୍ତକ 'ଶ୍ରୀ ଚଣ୍ଡୀ ସାରଳା ମାଦଳା' ବିଶିଷ୍ଟ ଓଡ଼ିଆ ଗବେଷକ ପଣ୍ଡିତ ଅନ୍ତର୍ୟ୍ୟାମୀ ମିଶ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପ୍ରମଥ ପଟ୍ଟନାୟକ, ବିଶିଷ୍ଟ…

ସରପଞ୍ଚଙ୍କ ଅଭିନବ ପ୍ରୟାସ, ଡ୍ରୋନରେ ପଠାଇଲେ ପେନସନ ଟଙ୍କା

ନୂଆପଡା: ଡ୍ରୋନରେ ପହଞ୍ଚିଲା ପେନସନ ଟଙ୍କା । ଦିବ୍ୟାଙ୍ଗ ହିତାଧିକାରୀଙ୍କ ନିକଟରେ ଭତ୍ତା ପହଞ୍ଚାଇବା ଲାଗି ଏପରି ଅଭିନବ ପ୍ରୟାସ କରିଛନ୍ତି ନୂଆପଡ଼ା ଭାଲେଶ୍ବର ଗ୍ରାମପଞ୍ଚାୟତର ସରପଞ୍ଚ ସରୋଜ ବାଇ ଅଗ୍ରୱାଲ ।  ନୂଆପଡା ଜିଲ୍ଲା ସଦରମହାକୁମା ସ୍ଥିତ ଭାଳେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ…

ତାରା କହିଲେ ନବଙ୍କ ହତ୍ୟା ପଛରେ ପଶ୍ଚିମ ଓଡ଼ିଶାର ବିଜେଡି ନେତାଙ୍କ ସଂପୃକ୍ତି ଥାଇପାରେ

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ପଛର ଉଦ୍ଦେଶ୍ୟ କ'ଣ? କ୍ରାଇମବ୍ରାଞ୍ଚ ହତ୍ୟାର ମୋଟିଭା ବା ଉଦ୍ଦେଶ୍ୟକୁ ନେଇ କିଛି ସ୍ପଷ୍ଟ କରିନି। କିନ୍ତୁ ଏହାରି ଭିତରେ ହତ୍ୟା ପଛର ଉଦ୍ଦେଶ୍ୟକୁ ନେଇ ବୟାନବାଜି ତେଜିଛି। ବିରୋଧୀ ଏହି ପ୍ରସଙ୍ଗରେ ଶାସକ ଦଳକୁ ଷଣ୍ଢୁଆଶୀ ଆକ୍ରମଣ କରୁଛନ୍ତି। ବିଜେପି…

ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋମାଲିକା, କହିଲେ ଫେସବୁକ ଫଟୋ ଆଣି ଭାଇରାଲ କରାଯାଉଛି

ଜଗତସିଂହପୁର: ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପୁଣି ସାଂଘାତିକ  ଅଭିଯୋଗ ଆଣିଛନ୍ତି ତାଙ୍କ ବାନ୍ଧବୀ ସୋମାଲକା । ଏକ ଅଜଣା କଲରୁ ତାଙ୍କ ଧମକ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏପିରିକି ଫେସବୁକ୍ରୁ ଫଟୋ ନେଇ ଭାଇରାଲ କରି ତାଙ୍କୁ ବଦନାମ କରାଯାଉଥିବା…