Latest Odisha News

BREAKING NEWS

କନ୍ୟାଶ୍ରମରେ ବ୍ୟାପୁଛି ଜ୍ୱର; ୫ ଛାତ୍ରୀ ଆଇସିୟୁରେ ଭର୍ତ୍ତି

ବାଲେଶ୍ୱର:ବାଲେଶ୍ୱରରେ ବ୍ୟାପିଛି  ଜ୍ୱର । ସଂଖ୍ୟା ବଢି ଚାଲିଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଛି । ସୋର ସ୍ଥିତ ପୁରୁବାଇ କନ୍ୟାଶ୍ରମରେ ଏହି ଜ୍ୱରରେ ପୁଣି ୫ ଜଣ ଆକ୍ରାନ୍ତ ହେବା ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହି ୫ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ସଦର…

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ତଦ୍‌ଭବ ଶବ୍ଦ - ସଂସ୍କୃତ ଶବ୍ଦରୁ ସୃଷ୍ଟ ଶବ୍ଦ, ଯାହା ଆମ ଓଡ଼ିଆ ଭାଷାରେ ବ୍ୟବହାର ହୁଏ, ସେସବୁ ଶବ୍ଦକୁ ତଦ୍‌ଭବ ଶବ୍ଦ କୁହାଯାଏ । ସମୟର ତାଳେତାଳେ ଅନେକ ସଂସ୍କୃତ ଶବ୍ଦ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହାର ହୋଇଆସୁଛି । ଏହିସବୁ ଶବ୍ଦ କେତେକ…

ବୈଜ୍ଞାନିକଙ୍କ ଚେତାବନୀ, ଏବେ ହିମାଳୟ ଅଂଚଳ ପ୍ରତି ଭୂମିକମ୍ପ ବିପଦ

ନୂଆଦିଲ୍ଲୀ: ନ୍ୟାଶନାଲ ଜିୟୋ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ହିମାଳୟ ଅଂଚଳରେ ବଡ ଧରଣର ଭୂମିକମ୍ପ ନେଇ ଏବେଠାରୁ ସତର୍କ କରାଇ ଦେଇଛନ୍ତି । ଏଠାରେ ଅଧିକ ତୀବ୍ରତାର ଭୂମିକମ୍ପ ହେବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ମୂଖ୍ୟ ଗବେଷକ ପୂର୍ଣ୍ଣଚନ୍ଦ୍ର ରାଓଙ୍କ କହିବା…

ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୟ କୁମାର ମିଶ୍ର

ରାଞ୍ଚି: ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୟ କୁମାର ମିଶ୍ର। ସେ ଝାଡ଼ଖଣ୍ଡ ହାଇକୋର୍ଟର ୧୪ତମ ମୁଖ୍ୟ ବିଚାରପତି ଭାବେ ବୁଧବାର ଶପଥ ନେଇଛନ୍ତି। ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନ ଜଷ୍ଟିସ ମିଶ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସ୍ୱତନ୍ତ୍ର…

ଓଡ଼ିଶା : ଧନକୁବେରଙ୍କ ହସ୍ତ ମୁଦିମାହାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଗଞ୍ଜମବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଟାଟା କମ୍ପାନୀକୁ ମାଗଣାରେ ଗୋପାଳପୁର ଶୀତଳାପଲ୍ଲୀ ଠାରେ ଜମି ୨୦୧୪ରେ ଯୋଗାଇଦେଇଥିଲେ । ଦୀର୍ଘ ୮ ବର୍ଷ ହେଲା ସେ ଜମିରେ ଟାଟା କୋଠାବାଡି, ହସ୍‍ପିଟାଲ ପାଇଁ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩୦୦ ଯାତ୍ରୀ; ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ବିମାନ ଯାତ୍ରୀ। ପାଖାପାଖି ୩୦୦ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ଦିଲ୍ଲୀ ଫେରୁଥିବା ଏୟାର ଇଣ୍ଡିଆ ବିମାନ ସ୍ୱିଡେନ୍‌ରେ ଷ୍ଟକ୍‌ହୋମ୍‌ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି। ବିମାନରେ ଯାତ୍ରୀକ ତ୍ରୁଟି ଥିବା ଜଣାପଡ଼ିବା ପରେ  ବୁଧବାର ବିମାନକୁ ଜରୁରୀ…

ବିଦାୟକାଳୀନ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରେ ହାରିଲେ ସାନିଆ

ଦୁବାଇ: ଭାରତର ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରେ ହାରି ଯାଇଛନ୍ତି । ଏଥିସହ ତାଙ୍କ କ୍ୟାରିୟରର ସମାପ୍ତି ଘଟିଛି । ଦୁବାଇ ଟେନିସ ଚାମ୍ପିୟନଶିପରେ ସେ ଓ ତାଙ୍କ ଆମେରିକାନ ସାଥୀ ମ୍ୟାଡିସନ କିଜ ରୁଷିଆର ଭେରେନିକା କୁଦେରମେଟୋଭା ଓ…

ଷ୍ଟେନସର ଟ୍ରେନ୍‌ ଅଟକୁ ନଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ; ଅନିର୍ଦ୍ଦିଷ୍ଟ କାଳ ପାଇଁ ବାମରା ବନ୍ଦ ଡାକରା

ବାମରା: ସମ୍ବଲପୁର ଜିଲ୍ଲା ବାମରା ଷ୍ଟେସନରେ ଅଟକୁ ନାହିଁ ଏକ୍ସପ୍ରେସ୍ ଟ୍ରେନ୍‌। ଏଥିପାଇଁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କିଛି ଫଳ ନମିଳିବାରୁ ବାଧ୍ୟ ହୋଇ ଆନ୍ଦୋଳକୁ ଓହ୍ଲାଇଛି ବାମରା ରେଳ କ୍ରିୟାନୁଷ୍ଠାନ କମିଟି। ବାମରା ରେଳ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନନ୍ଦନକାନନ ମିଉଜିୟମ୍ ବାରଣ୍ଡା ଉପରେ ବସି ମୀନାକ୍ଷି ସ୍ଥିର ମନରେ ଶୁଣିଯାଉଥିଲା ବାଲ୍ୟ ବାନ୍ଧବୀ ପଦ୍ମିନୀର ଅତୀତ କାହାଣୀ । ସ୍ୱପ୍ନରେ ଭାବି ନଥିବା ଘଟଣାଗୁଡ଼ିଏ ଜୀବନ ସହ କେତେବେଳେ କେମିତି ଯୋଡ଼ି ହୋଇଯାଏ ଆଉ ଏ…

ପନିକିରେ ହାଣି ନଦୀ ବନ୍ଧରେ ଫିଙ୍ଗିଦେଲେ ମହିଳାଙ୍କ ମୃତଦେହ

ଯାଜପୁର: ମହିଳାଙ୍କୁ ପନିକିରେ ହାଣୀ ମୃତଦେହ ନଦୀବନ୍ଧରେ ଫିଙ୍ଗି ଦେଲେ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିନସ୍ଥ ଦତ୍ତପୁର ପଞ୍ଚାୟତର ହେମନ୍ତପୁର ଗାଁରେ ଏଭଳି ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭବ କରିଛି। ମୃତ ମହିଳା ହେଲେ ହେମନ୍ତପୁର ଗାଁର ରନାଥ…