ପୁରୀରେ ଅନୁଷ୍ଠିତ ହେଲା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ପୁରୀ: ସ୍ଥାନୀୟ ସଂସ୍କୃତି ଭବନରେ ବୁଧବାର ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇଥିବା ରାଜ୍ୟ ସଭାପତି ସମୀର ମହାନ୍ତି ବିଜେଡିକୁ ଟାର୍ଗେଟ କରିଥିଲେ । ଅରାଜକତା, ବେକାରୀ ସମସ୍ୟା, ଦାଦନ ପ୍ରସଙ୍ଗ ଓ ମହିଳାଙ୍କୁ ସୁରକ୍ଷା ଦେବାରେ…