Latest Odisha News

BREAKING NEWS

ସହଜ ନୁହେଁ ଗାନ୍ଧୀଙ୍କୁ ମାରିବା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଗାନ୍ଧୀଙ୍କୁ ଗୁଳିରେ ମାରି ହୁଏନି କି ମୂର୍ତ୍ତି ତିଆରି କରି ନାଥୁରାମକୁ ମହାନ କରି ହୁଏନି । ବର୍ତ୍ତମାନକୁ ହୁଏତ ରଙ୍ଗ ମାଖି ଲୁଚାଇ ଦିଆଯାଇପାରେ, କିନ୍ତୁ ନିଷ୍ଠୁର ଇତିହାସ ସମସ୍ତଙ୍କ ମୂଖା ଖୋଲିଦିଏ । ଇତିହାସ ଗାନ୍ଧୀ ଓ…

ତୁର୍କୀକୁ ସମବେଦନା ଜଣାଇବା ବେଳେ ଭୁଜ ସ୍ମୃତି ମନେ ପକାଇ ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର  ଲୋକ ଧ୍ୱଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ତୁର୍କୀର ଏ ଛାତିଥରା ଦୃଶ୍ୟ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତୁର୍କୀର…

ସ୍ୱଳ୍ପ ଗଳ୍ପ : କିଛି ଆଦ୍ୟ କଥା, ଟେଡି ବିଅର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୪ ଫେବ୍ରୁଆରି ମାସର ଦ୍ୱିତୀୟ ସପ୍ତାହଟି କିଶୋର କିଶୋରୀଙ୍କ ର ଭାରି ଆନନ୍ଦର ସପ୍ତାହ । ତାରୁଣ୍ୟର ସମସ୍ତ ଉତ୍ସାହ ଆଉ ଉଦ୍ଦୀପନା ସହିତ ଏହି ସପ୍ତାହ ଟି ବିଶେଷ ଭାବରେ ପ୍ରେମର ସୁରଭିରେ ପୃଥିବୀକୁ ଆପ୍ଳୁତ କରିଥାଏ ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେ ଦିନର ଅପରାହ୍ନକୁ ସ୍କୁଲସାଥୀ ମୀନାକ୍ଷି ସହ କଟାଇବା ପାଇଁ ପଦ୍ମିନୀ ‘ଗାନ୍ଧୀ କୈଳାଶ’ ଉପରେ ଅପେକ୍ଷା କରିଥିଲା । ପାହାଡ଼ ଉପରେ ସ୍ଥାପିତ ବାପୁଜୀଙ୍କ ଶୁକ୍ଳ ପ୍ରତିମୂର୍ତ୍ତି ତଳେ ବସି ସେ ନିରୀକ୍ଷଣ କରୁଥିଲା,…

ଭଗ୍ନସ୍ତୁପ ତଳେ ତୁର୍କୀ ଓ ସିରିଆ; ଯନ୍ତ୍ରଣା ଜର୍ଜରିତ ସ୍ୱର ଆଉ ଦୀର୍ଘଶ୍ୱାସରେ ଥରି ଯାଉଛି ଆକାଶ

ନୂଆଦିଲ୍ଲୀ:ତାସ ଘର ପରି ଭୁଶୁଡି ପଡୁଛି ଘର । ଗୋଟିଏ ପରେ ଗୋଟିଏ ଗଗନଶ୍ଚୁମ୍ଭୀ କୋଠା ମାଟିରେ ମିଶି ଯାଉଛି । ତା ସହ ମାଟିରେ ମିଶି ଯାଉଛି ଏହି ବହୁତଳ ପ୍ରାସଦ ଭିତରେ ଥିବା ଗୋଟିଏ ଦେଶର ଐଶ୍ୱର୍ଯ୍ୟ, ବିକାଶ.. । ଯନ୍ତ୍ରଣା ଜର୍ଜରିତ ସ୍ୱର ଆଉ ଦୀର୍ଘଶ୍ୱାସରେ ଥରି ଯାଉଛି ଆକାଶ । ଏ…

କବିତା : ତୁମେ

ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ  ମରିଗଲା ପରେ ମଶାଣିରେ ଜଳି ଯଦି ମୁଁ ପାଉଁଶ ହୁଏ ପବନରେ ଉଡ଼ି ତଥାପି କହିବି ମୁଁ ତୁମକୁ ଭଲ ପାଏ ।। ଜଳି ଜଳି ଦେହ ପାଉଁଶ ହୋଇବ ମିଶିଯିବ ଯେବେ ଭୂଇଁରେ ତଥାପି ଏ ମନ ଝୁରିବ ତୁମକୁ ପାଇବାକୁ ତା ପାଖରେ ।। ଦେହ କି ଜଳିଲେ ପ୍ରେମ ସରି…

ପ୍ରେମ ପାଇଁ ସପ୍ତାହେ ; କେଉଁ ଦିନରେ କଣ ରହିଛି ବିଶେଷତ୍ୱ ?

ପ୍ରେମ ଶାଶ୍ବତ ଏବଂ ଚିରନ୍ତନ । ପ୍ରେମ ପାଇଁ ଉତ୍ସର୍ଗୀକୃତ ଚଳିତ ମାସ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସର ବିଶେଷ ମହତ୍ତ୍ୱ ରହିଛି । ଭାଲେଣ୍ଟାଇନ ସପ୍ତାହ ଆଜିଠୁ ଆରମ୍ଭ ହୋଇ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ । ତେବେ ପ୍ରେମ ସପ୍ତାହର ପ୍ରଥମ ଦିନ । ଆଜି ହେଉଛି 'ରୋଜ୍ ଡେ' । ପ୍ରେମୀ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଫିଂଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ ଟିମର ଅଧିନାୟକ ଆରୋନ ଫିଂଚ ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଫିଂଚ ଅଷ୍ଟ୍ରେଲିଆ ୨୦୧୧ ଟି୨୦ ବିଶ୍ୱ ବିଜେତା ଦଳର ସଦସ୍ୟ ଥିଲେ । ଏହି ଫର୍ମାଟରେ ସେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି । ୨୦୨୨ ଟି୨୦…

JEE ମେନ୍‌ ରେଜଲ୍ଟ; ସେସନ୍-୧ରେ ଟପ୍ପର ହେଲେ ଦୁଇ ଯମଜ ଭ୍ରାତା

ନୂଆଦିଲ୍ଲୀ:  JEE ମେନ୍‌-୨୦୨୩ ସେସନ୍-୧ ରେଜଲ୍ଟ ଆଜି  ପ୍ରକାଶ ପାଇଛି। ଏ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। JEE ମେନ୍‌-୨୦୨୩ ସେସନ୍-୧ ପରୀକ୍ଷା ଜାନୁଆରୀ ୨୪ରୁ ଆରମ୍ଭ ହୋଇ ଫେବୃଆରୀ ୧ରେ ଶେଷ ହୋଇଥିଲା। ଚଳିତଥର ୮.୬ ଲକ୍ଷ ପ୍ରାର୍ଥୀ ପେପର୍‌ ୧…

ବେଙ୍ଗାଲୁରରୁ ଆସିଲେ ବିଶେଷଜ୍ଞ ଟିମ; ପରୀକ୍ଷା କରିବେ ଗୋପାଳ ଦାସର ମାନସିକ ସ୍ଥିତି

ଝାରସୁଗୁଡା:ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ସବୁ ଦିଗକୁ ଦୃଷ୍ଟିରେ ରଖି ଟିକିନିଖି ଯାଞ୍ଚ କରାଯାଉଛି । ଏ ପରିପ୍ରେକ୍ଷରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଆଜି NIMHANS ବିଶେଷଜ୍ଞ ଦଳ ଆସି ଝାରସୁଗୁଡାରେ…