Latest Odisha News

BREAKING NEWS

ଭାଷା ଭାଗବତ : ଓଜସ୍ୱୀ ସୁବକ୍ତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନୁଷ୍ଯ ମନୋଗତ ଚିଂତା ସହିତ ସ୍ଥୂଳ ବାସ୍ତବତା ମଧ୍ୟରେ ରହିଥିଲେ ଭେଦ ଘଟଇ ଅନେକ ପ୍ରମାଦ ନିଜର ଚିଂତାକୁ ପ୍ରାଧାନ୍ୟ ଦିଅଂତି ଯେବେ ଜ୍ଞାନୀଗଣ ତାଂକ ଲିଖନ, ଉଚ୍ଚାରଣ ହୁଏ ଭାବ, ତଥ୍ୟ ବିହୀନ କେତେକ ଓଜସ୍ୱୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦେବଯାନ ଦର୍ଶନର ପ୍ରଥମ ସୋପାନରେ ଆମେ ପହଞ୍ଚି ଯାଇଛେ ଶ୍ରୀଜଗନ୍ନାଥଙ୍କ ଗୁରୁ ବା ଈଶାନ ଭାବରେ ପରିଚିତ ଶ୍ରୀ ଐଶାନେଶ୍ୱରଙ୍କ ପାଖରେ,ଯାହାଙ୍କ ମନ୍ଦିରଟି ବଉଳମାଳ…

ମିସ୍ ଆଣ୍ଡ୍ ମିସେସ୍ ଇଣ୍ଡିଆ କୁଇନ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ

ଭୁବନେଶ୍ୱର: ମିସ୍ ଆଣ୍ଡ୍ ମିସେସ୍ ଇଣ୍ଡିଆ କୁଇନ୍ ଅଫ ହାର୍ଟସ୍ ସିଜିନ୍‌-୫ରେ ଓଡ଼ିଆ ଝିଅ ଗୁଡ୍ଡିଙ୍କ କମାଲ । ମିସେସ୍ ପପୁଲାର ଏବଂ କନ୍‌ଫିଡେଂଟ କାଟାଗୋରୀରେ ସମସ୍ତଙ୍କୁ ପଛରେ ପକାଇ ବିଜେତା କ୍ରାଉନ ହାସଲ କରିଛନ୍ତି । ନୂଆଦିଲ୍ଲୀ କନକପୁରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

କାର ପାର୍କିଂ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

ଗଜପତି : ପାରଳାଖେମୁଣ୍ଡି ଗୋଲା ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଏସ୍ ଶ୍ରୀନିବାସ ରାଓ । ମଙ୍ଗଳବାର ସନ୍ଧ୍ୟାରେ ଗୋଲାସାହିରେ ଏକ କାର ପାର୍କିଂକୁ ନେଇ ଦୁଇ…

ହିନ୍ଦୁ ନୁହଁନ୍ତି ବୋଲି ମନ୍ଦିର ଭିତରକୁ ପ୍ରବେଶ କରିପାରିଲେନି ଅଭିନେତ୍ରୀ: କହିଲେ, ଦୁଃଖ ଲାଗୁଛି…

ଏର୍ଣ୍ଣାକୁଲମ: ହିନ୍ଦୁ ହୋଇ ନଥିବାରୁ ମନ୍ଦିର ଭିତରେ ପ୍ରବେଶ କରିପାରିଲେ ନାହିଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅମାଲା ପୌଲ୍। ଏହି ଅଭିଯୋଗ ସେ ନିଜେ କରିଛନ୍ତି। ସୋମବାର କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଥିବା ଥିରୁବରଣୀକୁଲମ ମହାଦେବ ମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇଥିଲେ ଅଭିନେତ୍ରୀ। ହେଲେ…

ମୁଁ RSS ଅଫିସ୍‌ ଯାଇପାରିବି ନାହିଁ, ତା ପୂର୍ବରୁ ମୋ ବେକ କାଟିବାକୁ ପଡ଼ିବ: ରାହୁଲ ଗାନ୍ଧୀ

ହୋସିଆରପୁର: ମୁଁ ଆର୍‌ଏସ୍‌ଏସ୍‌ ଅଫିସ୍‌କୁ କେବେ ବି ଯାଇପାରିବି ନାହିଁ। ତା ପୂର୍ବରୁ ଆପଣଙ୍କୁ ମୋ ବେକ କାଟିବାକୁ ପଡ଼ିବ। ଆଜି ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାଇ ଭରୁଣ ଗାନ୍ଧୀଙ୍କର ଭାରତ ଯୋଡ଼ ଯତ୍ରାରେ ସାମିଲ୍ ହେବାର ସମ୍ଭାବନା ନେଇ ପ୍ରଶ୍ନ ଉପରେ ଏପରି କହିଛନ୍ତି…

ମୁଁ ବରୁଣ ଗାନ୍ଧୀଙ୍କ ଆଦର୍ଶକୁ ଗ୍ରହଣ କରିପାରିବି ନାହିଁ: ରାହୁଲ ଗାନ୍ଧୀ

ହୋସିଆରପୁର: କଂଗ୍ରେସର ଭାରତ ଯୋଡ଼ ଯାତ୍ରା ବର୍ତ୍ତମାନ ପଞ୍ଜାବରେ ଜାରି ରହିଛି। ରାହୁଲ ଗାନ୍ଧୀ ରାଜ୍ୟରେ ଯାତ୍ରା କରିବା ସହ ସାମ୍ବାଦିକ ସମ୍ମିଳନୀ କରି ଦଳର ଆଭିମୁଖ୍ୟ ରଖୁଛନ୍ତି। ଆଜି ପଞ୍ଜାବର ହୋସିଆପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ବରୁଣ ଗାନ୍ଧୀଙ୍କୁ ନେଇ ରାହୁଲଙ୍କୁ…

ଇଣ୍ଡିଆନ ଓପନ ବ୍ୟାଡମିଂଟନ: ପ୍ରଥମ ରାଉଣ୍ଡରୁ ବିଦା ହେଲେ ସିନ୍ଧୁ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତ ପାଇଁ ୨ ଥର ଅଲିମ୍ପିକ ପଦକ ଜିତିଥିବା ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦା ନେବା ସମସ୍ତଙ୍କୁ ଚକିତ କରିଛି । ଥାଇଲାଣ୍ଡର ସୁପନିନ୍ଦା କଟେଥାଙ୍ଗେ ୨୧-୧୨, ୨୨-୨୦ରେ ସିନ୍ଧୁଙ୍କୁ ପରାସ୍ତ କରି ଟୁର୍ଣ୍ଣାମେଂଟରେ ବଡ…

ଫିଲ୍ମକୁ ନେଇ ଅଯଥା ଟିପ୍ପଣୀ କରିବାରୁ ଦୂରେଇ ରୁହ: ବିଜେପି ନେତାଙ୍କୁ ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଭିନ୍ନ ଫିଲ୍ମ ଉପରେ ବିଜେପି ନେତାଙ୍କର ବେପରୁଆ ଟିପ୍ପଣୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଭଳି ଅଯଥା ଟିପ୍ପଣୀରୁ ଦୂରେଇ ରହିବାକୁ ସେ ବିଜେପି ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ (୧୬-୧୭)…

ହକି ବିଶ୍ୱକପ: ଜାପାନକୁ ହରାଇଲା ଦକ୍ଷିଣ କୋରିଆ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ହକି ବିଶ୍ୱକପର ଏକ ରୋମାଂଚକ ମୁକାବିଲାରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଛି । ଏହି ବିଶ୍ୱକପରେ କୋରିଆର ଏହା ପ୍ରଥମ ବିଜୟ ହୋଇଥିବା ବେଳେ ଜାପାନ କ୍ରମାଗତ ଦ୍ୱିତୀୟ ପରାଜୟବରଣ କରିଛି । ପ୍ରଥମ କ୍ୱାର୍ଟରରେ…