ଆସାମରେ ସବୁ ମଦ୍ରାସା ବନ୍ଦ କରିଦେବୁ, କାରଣ ଲୋକେ ସ୍କୁଲ୍ ଚାହୁଁଛନ୍ତି; ହିମନ୍ତ ବିଶ୍ୱ ଶର୍ମା
ବେଙ୍ଗାଲୁରୁ: ରାଜ୍ୟରେ ସମସ୍ତ ମଦ୍ରାସା ବନ୍ଦ କରିଦେବୁ। କାରଣ ଲୋକେ ସ୍କୁଲ୍ରେ ପାଠ ପଢ଼ିବାକୁ ଚାହୁଁଛନ୍ତି, ମଦ୍ରାସାରେ ନୁହେଁ। ଗୁରୁବାର କର୍ଣ୍ଣାଟକ ବେଲଗାଭୀରେ ରାଲି କରି ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ରାଲିରେ ସେ କଂଗ୍ରେସକୁ ନୂଆ ମୋଗଲ ବୋଲି…