Latest Odisha News

BREAKING NEWS

କମୁଛି ଆଦାନୀଙ୍କ ସମ୍ପତ୍ତି, ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାର ସପ୍ତମ ସ୍ଥାନକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆମେରିକାର ଏକ ରିସର୍ଚ୍ଚ ସଂସ୍ଥାର ରିପୋର୍ଟ ଆଦାନୀଙ୍କ ନିଦ ହଜାଇ ଦେଇଛି । ଶୁକ୍ରବାର ସକାଳୁ ଆଦାନୀଙ୍କ ସମ୍ପତ୍ତି ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । ଏଥିସହ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ଗୌତମ ଆଦାନୀ । ସେୟାର ମାର୍କେଟରେ…

ଖଣି ଦୁର୍ନୀତି ମାମଲା, ୫ ଘଣ୍ଟା ପରେ ଇଡି ଅଫିସରୁ ବାହାରିଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଇଡି ଖୋଲୁଛି ଖଣି ଫାଇଲ୍ । ତାଳଚେର ବିଜେଡି ବିଧାୟକ ବ୍ରଜ ପ୍ରଧାନ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି । ପ୍ରାୟ ୫ ଘଣ୍ଟାର ଜେରା ପରେ ବ୍ରଜ ପ୍ରଧାନ ଇଡି କାର୍ଯ୍ୟାଳୟରୁ ବାହାରି ଥିବା ବେଳେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ଏହା ପୂର୍ବରୁ ଗତ ୨୦…

ମରିଗଲା ମାନବିକତା: ପାଳିତ ସନ୍ତାନଙ୍କୁ ଲହୁଲୁହାଣ କରିଦେଲେ ବାପା-ମା’

ଢେଙ୍କାନାଳ : ମରିଗଲା ମାନବିକତା । ନୃଶଂସ ସାଜିଲେ ବାପା ମା’ । ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଦୁଇ ଶିଶୁଙ୍କୁ ମାଡ଼ ମାରି ଲହୁଲୁହାଣ କରି ଘର ଓ ଲାଟିନ ରୁମରେ  ତାଲା ପକାଇଲେ ପାଳିତ ପିତାମାତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଗଛରେ ଲାଇବ୍ରେରୀ

ଗଛ ଉପରେ ତିଆରି ହୋଇଛି ସୁନ୍ଦର ଲାଇବ୍ରେରୀ । ଆଉ ସେଠାକୁ ପାଠକୀୟ ରୁଚି ରଖୁଥିବା ଲୋକମାନେ ମଧ୍ୟ ପଢିବାକୁ ଆସୁଛନ୍ତି । ଏହା ପଡିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ ନିଶ୍ଚୟ । ଏମିତି ଏକ ଅଜବ ଲାଇବ୍ରେରୀ ରହିଛି ଆମେରିକାରେ । କୌଣସି ଘର ଭିତରେ ନୁହେଁ, ଘର ବାହାରେ ଶୁଖିଲା ଗଛରେ ରହିଛି…

ଓଡ଼ିଆ ଛାତ୍ରଙ୍କ ପ୍ରଶ୍ନରେ ଭାବୁକ ହେଲେ ପ୍ରଧାନମନ୍ତ୍ରୀ: ସୁନ୍ଦର ଭାବେ ବୁଝାଇଲେ ପ୍ରଶ୍ନର ଉତ୍ତର

ଭୁବନେଶ୍ୱର: ଦିଲ୍ଲୀ କାଲକଟୋରା ଷ୍ଟାଡିୟମରେ ଆଜି ଆୟୋଜିତ ହୋଇଥିଲା ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣର୍ ଟିପ୍ସ ଦେଇଥିଲେ। ୨୦୧୮ରୁ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ…

ବିଲରେ ଫସଲ କରିବ ଡ୍ରୋନ୍

ନୂଆଦିଲ୍ଲୀ: ବଦଳିଛି ସମୟ, ବଦଳିଛି ବିଜ୍ଞାନ । ଆଧୁନିକ ଜ୍ଞାନ କୌଶଳକୁ ନେଇ ଚାଷ କାର୍ଯ୍ୟରେ ବେଶ୍ ଉନ୍ନତି ହେଉଛି । କୃଷି କ୍ଷେତ୍ରରେ ବିଜ୍ଞାନର ଉପଯୋଗ କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ  ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏବେ ପୁଣି ପାଦେ ଆଗେଇଛି ବିଜ୍ଞାନ । ଚାଷ କ୍ଷେତ୍ରରେ…

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଶତାଧିକ ଚିତା

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଶତାଧିକ ଚିତା । ଏଥିଲାଗି  ରାଜିନାମା ବା ବିବୃତି ଜାରି ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ ଗୁରୁବାର କହିଛି । କେବଳ ଏତିକି ନୁହେଁ  ପରିବେଶ ମନ୍ତ୍ରାଳୟ  ଆହୁରି କହିଛି ଯେ, ଗତବର୍ଷ ସେପ୍ଟେମ୍ବର ମାସରେ ନାମିବ୍ୟାରୁ ୮ ଚିତା…

ବଣାଇରୁ ଅପହୃତ ବ୍ଲକ ଉପାଧ୍ୟକ୍ଷ କନ୍ଧମାଳରୁ ଉଦ୍ଧାର, ଠିକାଦାର ଗିରଫ

ଫୁଲବାଣୀ: ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରା ଉଦ୍ଧାର ହୋଇଛନ୍ତି । ଅପହରଣର ପ୍ରାୟ ୨୫ ଦିନ ପରେ ପୋଲିସ ବିନତି ବେହେରାଙ୍କୁ କନ୍ଧମାଳ ଜିଲ୍ଲାରୁ ଉଦ୍ଧାର କରିଥିବା ବେଳେ ମାମଲାରେ ଜଣେ ଠିକାଦାରଙ୍କୁ ଗିରଫ କରିଛି । ଜାନୁଆରୀ ୪ ତାରିଖରୁ ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରା ନିଖୋଜ…

ଇସ୍ରୋର ମିଶନ ସୂର୍ଯ୍ୟ, ଜାଣନ୍ତୁ ସ୍ପେସକ୍ରାଫ୍ଟ ଆଦିତ୍ୟ ଏଲ୍-୧ ବାବଦରେ

ଭୁବନେଶ୍ୱର: ଭାରତର ପ୍ରଥମ ସୂର୍ଯ୍ୟ ମିଶନ । ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଗାମୀ ଜୁନ୍-ଜୁଲାଇରେ ସ୍ପେସକ୍ରାଫ୍ଟ ଆଦିତ୍ୟ-ଏଲ୍୧କୁ ପଠାଇବ । ଇସ୍ରୋକୁ ମିଶନ ଲାଗି ପେଲୋଡ ଭିଜିବଲ ଲାଇନ୍ ଏମିସନ୍ କରୋନାଗ୍ରାଫ (VELC) ମିଳିଛି । ସୂର୍ଯ୍ଯଯାନ ଲାଗି VELC…

ମହଙ୍ଗା ପଡିଲା ମେଡାଲ ଚୋରି: ପ୍ରବୋଧ ତିର୍କୀଙ୍କ ଘରୁ ଚୋରି କରି ଧରାପଡିଲେ ୫ ଦୁର୍ବୃତ୍ତ

ଭୁବନେଶ୍ୱର:ଅଲମ୍ପିଆନ ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତୀର୍କୀ ଙ୍କ ଘରୁ ଚୋରୀ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଗତ ଶନିବାର ରାତିରେ ପ୍ରବୋଧଙ୍କ ଘରେ କଳାକନା ବୁଲାଇଥିଲେ ଦୃବୃତ୍ତ । ଘରର ପଛପଟୁ ତାଲା ଭାଙ୍ଗି ଘରେ ପଶିଥିଲେ ।  ମେଡାଲ ସମେତ ବହୁ ଦାମୀ…