Latest Odisha News

BREAKING NEWS

ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ଓ ଋତୁକାଳୀନ ଫଳ

କୋଲାକାତା: ଏଣିକି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଚିକେନ୍ ଓ ଋତୁ ଅନୁସାରେ ମିଳୁଥିବା ଫଳ ଖାଇବାକୁ ଦିଆଯିବ। ଏହି ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ହେଲେ ମାତ୍ର ୪ ମାସ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଜାନୁଆରୀ ମାସରୁ ସରକାରଙ୍କର ଏହି ଯୋଜନା ଆରମ୍ଭ ହୋଇ ଏପ୍ରିଲ…

ଆସିକା ଥାନା ଦେଶରେ ଶ୍ରେଷ୍ଠ;ପୁରସ୍କୃତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ବ୍ରହ୍ମପୁର: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଦେଶର ଶ୍ରେଷ୍ଠ ୩ଟି ଥାନାର ନାମ ଘୋଷଣା କରାଯାଇଛି। ଏଥିରେ ଏକ ନମ୍ବରରେ ରହିଛି ଗଞ୍ଜାମ ଜିଲାର ଆସିକା ଥାନା। ୨୦୨୨ ମସିହା ପାଇଁ ଆସିକା ଥାନାକୁ ଶ୍ରେଷ୍ଠ ଥାନା ଭାବେ ଘୋଷଣା ହୋଇଛି। ଆସନ୍ତା ଜାନୁୟାରୀ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ…

ଯଦି ମୋ ହାତରେ ଥାନ୍ତା ତେବେ ମୁଁ ଗ୍ୟାଙ୍ଗଷ୍ଟର ଓ ଦୁଷ୍କର୍ମକାରୀଙ୍କୁ ବିଚ୍ ବଜାରରେ ପରେଡ୍ କରାନ୍ତି: ଅଶୋକ ଗେହେଲୋଟ୍

ଉଦୟପୁର: ଯଦି ମୋ ହାତରେ ଥାନ୍ତା ତେବେ ମୁଁ ଗ୍ୟାଙ୍ଗଷ୍ଟର ଓ ଦୁଷ୍କର୍ମକାରୀଙ୍କୁ ବିଚ୍ ବଜାରରେ ଲୋକଙ୍କ ସାମ୍ନାରେ ପରେଡ୍ କରାନ୍ତି। ଫଳରେ ତାଙ୍କୁ ଲାଜ ଲାଗନ୍ତା। ଆଉ ସେ ଅପରାଧ କରିବା ପୂର୍ବରୁ ଭାବନ୍ତେ। ଗୁରୁବାର ସାମ୍ବାଦିକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ…

ପ୍ରକୃତି ସେବାରେ ୯୦ ବର୍ଷୀୟ ବୃଦ୍ଧ, ଗଛ ଲଗାଇବା ତାଙ୍କର ନିଶା

କାମାକ୍ଷାନଗର : ନଇଁ ପଡ଼ିଛି ଅଣ୍ଟା, ଲୋଚାକୋଚା ହୋଇଯାଇଛି ଚର୍ମ, କାନକୁ ବି ଆଉ ଠିକରେ ଶୁଭା ଯାଉନି । ଶରୀରର ଇନ୍ଦ୍ରୀୟ ଗୁଡିକ ଆଉ ବୋଲ ମାନୁନାହିଁ । ହେଲେ ପ୍ରକୃତିର ପ୍ରେମରେ ବାନ୍ଧି ହୋଇଯାଇଛନ୍ତି ୯୦ ବର୍ଷୀୟ ବୃଦ୍ଧ । ଆଉ ଗଛ ଲଗାଇବା ନିଶାରେ ଲାଗି ପଡିଛନ୍ତି ମିଟୁ । ପିଲାଟି ଦିନରୁ…

ଆଫଗାନିସ୍ତାନ ସୀମା ନିକଟରେ ୧୧ ଆତଙ୍କବାଦୀ ମାରିଲେ ପାକ ସେନା

ଲାହୋର: ପାକିସ୍ତାନ ସୁରକ୍ଷାକର୍ମୀ ଆଫଗାନିସ୍ତାନ ସୀମା ନିକଟରେ ଦକ୍ଷିଣ ୱଜିରସ୍ତାନରେ ୧୧ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି । ଏଥିରେ ୨ ଆତ୍ମଘାତୀ ଆତଙ୍କୀ ସାମିଲ । ସର୍ଚ୍ଚ ଅପରେଶନ ବେଳେ ସେମାନଙ୍କୁ ଏହି ସଫଳତା ମିଳିଛି । କମାଣ୍ଡର ହଫିଜୁଲ୍ଲା ତୋରେ ଓରଫ ତୋରେ ହାଫିଜ ଏଥିରେ ମୃତ୍ୟୁବରଣ…

ସମ୍ମେଦ ଶିଖର ପାଇଁ ପ୍ରାଣ ହାରିଲେ ଆଉ ଜଣେ ଜୈନ ମୁନୀ

ଜୟପୁର: ସମ୍ମେଦ ଶିଖରଙ୍କୁ ବଂଚାଇବା ପାଇଁ ଆମରଣ ଅନଶନରେ ବସିଥିବା ଜୟପୁର ସାଂଗାନେରରେ ଆଉ ଜଣେ ଜୈନ ମୁନୀଙ୍କ ନିଧନ ହୋଇଯାଇଛି । ସମର୍ଥ ସାଗର ମହାରାଜାଙ୍କ ଜୀବନ ମଧ୍ୟ ରାତ୍ରି ୧ଟା୨୦ରେ ଚାଲି ଯାଇଥିଲା । ସୁଗନେୟ ସାଗର ମହାରାଜାଙ୍କ ମୃତ୍ୟୁ ପରେ ସେ ଆମରଣ ଅନଶନରେ ବସିଥିଲେ । ଶୁକ୍ରବାର…

ପକ୍ଷୀ କଲା ବିଶ୍ୱ ରେକର୍ଡ; ଆଲାସ୍କାରୁ ଉଡିଲା ତାସମାନିଆ

ଭୁବନେଶ୍ୱର:ପକ୍ଷୀର ରେକର୍ଡ ନିଶା । ପକ୍ଷୀ ହେଲେ କ’ଣ ହେଲା ଜିଦ୍ଦି କମ ନୁହେଁ । ମଣିଷ ସାଙ୍ଗରେ ଯେମିତି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଣ୍ଟା ଭିଡିଛି । ଲଢୁଆ ମନରେ ତାର ପ୍ରଶ୍ନ - ତମେ କରିବ ବିଶ୍ୱ ରେକର୍ଡ । ଆମେ କାହିଁକି ପାରିବୁନି । ସେଥିପାଇଁ କରିଛି ଏ ବିଶ୍ୱ ରେକର୍ଡ ।  ୧୧ ଦିନରେ…

ସୁରକ୍ଷିତ ନୁହେଁ ଟ୍ୱିଟର ! ହ୍ୟାକ୍‌ ହୋଇ ଚୋରି ହୋଇଛି ୨୦୦ ମିଲିୟନ ୟୁଜରଙ୍କ ଇ-ମେଲ୍ ଆଡ୍ରେସ୍

ୱାଶିଂଟନ: ସୋସିଆଲ୍ ମିଡିଆ ସାଇଟ୍ ଫେସ୍‌ବୁକ, ୟୁଜରଙ୍କ ତଥ୍ୟ ଚୋରି ନେଇ ସବୁବେଳେ ସନ୍ଦେହ ଘେରରେ ରହୁଥିବା ବେଳେ ଏବେ ଟ୍ୱିଟର ଆଉ ସରୁକ୍ଷିତ ନୁହେଁ ବୋଲି ୟୁଜର କହିଲେଣି। ଟ୍ୱିଟରରେ ଏବେ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଅଭିଯୋଗ ଆସୁଛି। ସଦ୍ୟତମ ରିପୋର୍ଟ ଅନୁସାରେ, ହ୍ୟାକରମାନେ…

ମନ୍ଦିରରେ ପିଟି ହୋଇ କ୍ରାସ୍ ହେଲା ବିମାନ: ପାଇଲଟଙ୍କ ମୃତ୍ୟୁ

ଭୋପାଳ: ମନ୍ଦିରରେ ପିଟି ହୋଇ କ୍ରାସ୍ ହୋଇଗଲା ବିମାନ। ଚାଳକଙ୍କ ମୃତ୍ୟୁ। ଶୁକ୍ରବାର ଭୋର ସମୟରେ ମଧ୍ୟପ୍ରଦେଶ ରିୱାରେ ଏଭଳି ଦୁର୍ଘଟଣା ଘଟିଛି। ବିମାନ ଉଡାଣ ପ୍ରଶିକ୍ଷଣ ଦିଆଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଆଉ ଜଣେ ପାଇଲଟ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା…

ହକି ବିଶ୍ୱକପ୍‌ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ ୧ କୋଟି: ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହକି ବିଶ୍ୱକପ୍ ଜିତିଲେ ଟିମ୍‌ ଇଣ୍ଡିଆର ପ୍ରତି ଖେଳାଳିଙ୍କୁ ମିଳିବ ଏକ କୋଟି ଟଙ୍କା ଉପହାର। ଗତକାଲି ରାଉରକେଲାରେ ହକି ଷ୍ଟାଡିୟମ୍ ଉଦ୍‌ଘାଟନ ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୧୩ ତାରିଖରୁ ରାଜ୍ୟରେ ହକି ବିଶ୍ୱକପ୍ ମ୍ୟାଚ ଆରମ୍ଭ…