ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମ ପାବନ ବେଶ ଭିତରେ ଗୋଟିଏ ବେଶ କଥା ଆଜି ଜାଣିବା ; ଯାହା କୃଷ୍ଣ ଲୀଳା ସହିତ ଜଡିତ ବେଶ ଅଟେ। ଏହି ବେଶଟି ପ୍ରତିବର୍ଷ ରତ୍ନ ସିଂହାସନ ଉପରେ ଅନୁଷ୍ଠିତ…