ସୁରକ୍ଷିତ ନୁହେଁ ଟ୍ୱିଟର ! ହ୍ୟାକ୍ ହୋଇ ଚୋରି ହୋଇଛି ୨୦୦ ମିଲିୟନ ୟୁଜରଙ୍କ ଇ-ମେଲ୍ ଆଡ୍ରେସ୍
ୱାଶିଂଟନ: ସୋସିଆଲ୍ ମିଡିଆ ସାଇଟ୍ ଫେସ୍ବୁକ, ୟୁଜରଙ୍କ ତଥ୍ୟ ଚୋରି ନେଇ ସବୁବେଳେ ସନ୍ଦେହ ଘେରରେ ରହୁଥିବା ବେଳେ ଏବେ ଟ୍ୱିଟର ଆଉ ସରୁକ୍ଷିତ ନୁହେଁ ବୋଲି ୟୁଜର କହିଲେଣି। ଟ୍ୱିଟରରେ ଏବେ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଅଭିଯୋଗ ଆସୁଛି।
ସଦ୍ୟତମ ରିପୋର୍ଟ ଅନୁସାରେ, ହ୍ୟାକରମାନେ…