ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା ଅବସରରେ ଆମେ ଏବେ ପହଞ୍ଚି ଯାଇଛେ ଏକ ଗୁରୁତ୍ୱପୂର୍ଣ ମନ୍ଦିର ନିକଟରେ "ଶ୍ରୀ ନୀଳମାଧବ "ମନ୍ଦିର। ପାଖରେ, ପଞ୍ଚଶକ୍ତି ବା ମା…