Latest Odisha News

BREAKING NEWS

ଜାଣିଛନ୍ତି କି ବିଶ୍ୱକପ ଗ୍ରୁପ ପର୍ଯ୍ୟାୟର ଶେଷ ଲିଗ ମ୍ୟାଚଗୁଡିକ କାହିଁକି ଏକା ସମୟରେ ଖେଳାଯାଏ

ଦୋହା: କତାରରେ ଚାଲିଥିବା ବିଶ୍ୱକପ ଫୁଟବଲ ଧିରେ ଧିରେ ରୋମାଂଚକ ସ୍ଥିତିକୁ ଯାଉଛି । ବର୍ତମାନ ସୁଦ୍ଧା ଚାମ୍ପିୟନ ଫ୍ରାନ୍ସ, ବ୍ରାଜିଲ ଓ ପର୍ତୁଗାଲ ଟିମ ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆୟୋଜକ କତାର ଏହି ଦୌଡରୁ ବାଦ ପଡିଛି । ବର୍ତମାନ ବି ୨୮ଟିମ ନିକଟରେ…

‘ଗୀତା’ ମାନବ ସମାଜକୁ ଭାରତର ଆଧ୍ୟାତ୍ମକ ଉପହାର -ରାଷ୍ଟ୍ରପତି

କୁରୁକ୍ଷେତ୍ର: ଶ୍ରୀମଦ ଭାଗବତ ଗୀତା ପ୍ରକୃତରେ ଏକ ବିଶ୍ୱସ୍ତରୀୟ ପୁସ୍ତକ । ଏହା ଏକାଧିକ ଭାଷାରେ ଅନୁବାଦିତ ହୋଇଛି । ଭାରତରେ ଏହା ଅତି ଲୋକପ୍ରିୟ ପୁସ୍ତକ । ଯୋଗ ସମଗ୍ର ବିଶ୍ୱକୁ ଭାରତର ଏକ ସୁନ୍ଦର ଉପହାର  । ସେହିପରି ଗୀତା ସମଗ୍ର ମାନବ ସମାଜକୁ ଭାରତର ଏକ ଆଧ୍ୟାତ୍ମକ ଉପହାର ।…

ମୁହାଁମୁହିଁ ହେଲେ ପାକିସ୍ତାନ କ୍ରିକେଟର ଦୁଇ ମହାନ ଖେଳାଳି

ଲାହୋର: ପାକିସ୍ତାନ କ୍ରିକେଟର ଦୁଇ ମହାନ ଖେଳାଳି ୱାସିମ ଆକ୍ରମ ଓ ସଲୀମ ମଲିକ ମୁହାଁମୁହିଁ ହୋଇଛନ୍ତି । ଆକ୍ରମ ନିଜ ଦେଶର ମଲିକଙ୍କ ବିରୋଧରେ କେତେକ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ୧୯୮୨ରେ ସଲିମ ଏବଂ ୧୯୮୪ରେ ଆକ୍ରମ ପାକିସ୍ତାନ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।…

ଉପନିର୍ବାଚନରେ ରେଡ୍ ରାଜନୀତି, ବିଜେପି ବିଧାୟିକାଙ୍କ ନାଁରେ ମାମଲା

ବରଗଡ଼: ଉପନିର୍ବାଚନ ପ୍ରଚାରକୁ ନେଇ କମ୍ପୁଥିବା ପଦ୍ମପୁର ରାଜନୀତିରେ ଚଢ଼ାଉ ନୂଆ ଟ୍ୱିଷ୍ଟ ଆଣିଛି । ସୋମବାର ସକାଳେ ଆୟକର ଓ ସନ୍ଧ୍ୟାରେ ଜିଏସଟି ରେଡକୁ ନେଇ ରାଜନୈତିକ ବାକଯୁଦ୍ଧ ପରେ ଆରମ୍ଭ ହୋଇଛି ଏତଲା । ଜିଏସଟି ଅଧିକାରୀଙ୍କ ଚଢ଼ାଉ ବେଳେ ବାଧା ଦେବା ଏବଂ ଦୁର୍ବ୍ୟବହାର ଅଭିଯୋଗରେ…

୨୦୨୩ରେ କଶ୍ମୀରରେ ହେବ G-20 ବୖଠକ

ନୂଆଦିଲ୍ଲୀ: ଭାରତ G-20 ସମୂହର ଅଧ୍ୟକ୍ଷତା  କରିବ । ଡିସେମ୍ବର ୧ରେ ଔପଚାରିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବ ଭାରତ । ଗୋଟିଏ ବର୍ଷ ପାଇଁ   ଭାରତ  G-20ର ଅଧ୍ୟକ୍ଷ ହେବ । ଏହି ପରିପ୍ରେକ୍ଷୀରେ ଦେଶର ୫୫ଟି ଭିନ୍ନ ଭିନ୍ନ ସ୍ଥାନରେ ସଂଗଠନର ୨୦୦ରୁ ଅଧିକ ବୖଠକ ଆୟୋଜନ କରିବ । …

ଡିସେମ୍ବର ପହିଲାରୁ ଭୁବନେଶ୍ୱର ସହ ୩ ସହରରେ ଡିଜିଟାଲ୍ ମୁଦ୍ରା କାରବାର

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଡିଜିଟାଲ୍ ମୁଦ୍ରା ବ୍ୟବହାର କରି ପାରିବେ ଲୋକ । ଏନେଇ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩ ସହରରେ ଆରମ୍ଭ ହେବ ଖୁଚୁରା ଡିଜିଟାଲ୍ ମୁଦ୍ରା କାରବାର । ପାଇଲଟ୍ ପ୍ରୋଜେକ୍ଟ ତାଲିକାରେ ଓଡ଼ିଶାର ଭୁବନେଶ୍ୱର ସହ…

ବରଫ ଚାଦର ତଳେ ୟୁକ୍ରେନ ସୈନ୍ୟ, ମାଇନସ୍ ୬ ଡିଗ୍ରୀରେ ବି କର୍ତ୍ତବ୍ୟକୁ ଗୁରୁତ୍ୱ

କିଭ୍ : ରୁଷ ଆକ୍ରମଣ ପାଇଁ ଜାଗ୍ରତ ପ୍ରହରୀ ସାଜିଛନ୍ତି ୟୁକ୍ରେନ ସୈନ୍ୟ । ଦେଶ ସୁରକ୍ଷାରେ ନିୟୋଜିତ ଯବାନମାନଙ୍କୁ ପ୍ରବଳ ଥଣ୍ଡାରେ ବି କର୍ମକ୍ଷେତ୍ରରେ ରହିବାକୁ ପଡୁଛି । ଏଠି ତାପମାତ୍ରା ମାଇନସ୍ ୬ ଡିଗ୍ରୀ । ୟୁକ୍ରେନ ସୈନିକ ବଙ୍କର ଭିତରେ । ବରଫପାତ ସତ୍ତ୍ୱେ କର୍ତ୍ତବ୍ୟରୁ…

ବେଆଇନ ଭାବେ ଜଙ୍ଗଲ ଜମି ଅକ୍ତିଆର, ବିରୋଧ କଲେ ଗ୍ରାମବାସୀ

କାମାକ୍ଷାନଗର : ରେକୁଳା ଗ୍ରାମବାସୀ ପକ୍ଷରୁ ଖେମକା କମ୍ପାନୀକୁ ବିରୋଧ । ଜଙ୍ଗଲ ଜମିକୁ ନେଇ କାମାକ୍ଷାନଗର ମହୁଲପାଳ ସ୍ଥିତ ରେକୁଳା ଗାଁରେ ଦେଖାଦେଇଛି ଅସନ୍ତୋଷ । ବେଆଇନ ଜଙ୍ଗଲ ଜମି ଅକ୍ତିଆର , ଜଙ୍ଗଲ ନଷ୍ଟ ସହିତ ଜଙ୍ଗଲରୁ ମାଟି ନେଇ ପୋଖରୀ ଖୋଳିବା ଅଭିଯୋଗରେ ଖେମକା ରିଫାକ୍ଟୋରି…

ମୋବାଇଲରୁ ଡିଲିଟ ଫଟୋ, ଭିଡିଓ ପାଇବେ କେମିତି ? ଜାଣନ୍ତୁ ସହଜ ଉପାୟ

ଆଜିକାଲି ସ୍ମାର୍ଟ ଫୋନର ବ୍ୟବହାର ଖୁବ ବଢିଗଲାଣି । ୟୁଜର୍ସ ଅତି ଜରୁରୀ ଫାଇଲକୁ ବି ନିଜ ସ୍ମାର୍ଟ ଫୋନରେ ଷ୍ଟୋର କରି ରଖିବା ଅଭ୍ୟାସରେ ପକାଇ ଦେଲେଣି । ତେବେ ସମସ୍ୟା ହେଉଛି, ଯଦି କେବେ ଫୋନ ଖରାପ ହୋଇ ଯାଏ ବା ହଜିଯାଏ ତେବେ କ’ଣ ହେବ ? ଷ୍ଟୋର ହୋଇଥିବା ଫାଇଲ ଏବଂ ଫଟୋ ମିଳିବ ତ…

ଭିଜିଲାନ୍ସ ଜାଲରେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ

ଯାଜପୁର : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଧରାପଡ଼ିଲେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ । ଜଣେ ଶିକ୍ଷକଙ୍କୁ ବକେୟା ପ୍ରାପ୍ୟ ପାସ କରାଇବା ଲାଗି କିରାଣୀଙ୍କ ମାଧ୍ୟମରେ  ନେଉଥିଲେ ୩୦ହଜାର ଟଙ୍କା  । ଲାଞ୍ଚ ନେଉଥିବା ବେଳେ ମାଡି ବସିଲା କଟକ ଭିଜିଲାନ୍ସ ଟିମ…