Latest Odisha News

BREAKING NEWS

ହାଇପ୍ରୋଫାଇଲ କେସର ମୁଖ୍ୟ ଅଭିଯୁକ୍ତ କାହିଁକି କଣ୍ଟାବାଞ୍ଜି ଜେଲରେ ଥିଲେ?

ଭୁବନେଶ୍ୱର: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା ପରେ ଜେଲ ବିଭାଗ ଉପରେ ମାଳ ମାଳ ପ୍ରଶ୍ନ ଉଠିଛି। ଯେତେବେଳେ ମମିତା ମେହେର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିଲା ଏବଂ ଏହି ମାମଲାରେ ଶାସକ ଦଳର ନେତା ତଥା ତତ୍କାଳୀନ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା…

ପୁରୀରେ ସାଣ୍ଡ ଆର୍ଟ ପାର୍କର ଉଦଘାଟନ

ପୁରୀ : ଚାଲିଛି ପର୍ଯ୍ୟଟନ ଋତୁ । ପୁରୀ ବେଳାଭୂମିରେ ଲାଗି ରହୁଛି ପର୍ଯ୍ୟଟକଙ୍କ ଭିଡ଼  । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ନିଆରା ପ୍ରୟାସ  । ପୁରୀ ବେଳାଭୂମିର ସୂଚ୍ଛତାକୁ ବଜାୟ ରଖିବା ବାର୍ତ୍ତାଦେବା ପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ…

୨୦୨୨ ମସିହା ପାଇଁ ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକା ଗାୟତ୍ରୀବାଳା ପଣ୍ଡା ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ରଚିତ କବିତା ସଙ୍କଳନ 'ଦୟାନଦୀ' ପାଇଁ ସେ ଏହି ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ…

ସାଙ୍ଗମାନଙ୍କ ସହ ମିଶି ଶାଳୀକୁ ଗଣଦୁଷ୍କର୍ମ କଲା ଭିଣୋଇ, ପରେ ବେଶ୍ୟାବୃତ୍ତିରେ ଲଗାଇଲା

ରାଜସ୍ଥାନ : ପୁଣି ସାମ୍ନାକୁ ଆସିଛି ଗଣଦୁଷ୍କର୍ମ ଭଳି ଲଜ୍ଜ୍ୟାଜନକ ଘଟଣା  । ୧୬ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ । ସାଙ୍ଗମାନଙ୍କ ସହ ମିଶି ନାବାଳିକା ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ । ଏତିକିରେ ମନ ବୁଝିନଥିଲା ପିଶାଚ ଭିଣୋଇ ଶେଷରେ ଜୋର ଜବରଦସ୍ତି ଶାଳୀକୁ ନେଇ ରେଡଲାଇଟ୍‌ ଏରିଆରେ…

ମମିତା ମେହେର ଡିଏନଏ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଗୋବିନ୍ଦ ସାହୁର ମୃତ୍ୟୁ ପରେ ମମିତା ମେହେରର ଡିଏନଏ ରିପୋର୍ଟକୁ ଦେଇ ବିବାଦ ଦେଖାଦେଇଛି। ମୁଖ୍ୟତଃ ରାଜ୍ୟ ଫରେନସିକ ଲ୍ୟାବ ଏବଂ ହାଇଦ୍ରାବଦ ଫରେନସିକ ଲ୍ୟାବର ଭିନ୍ନ ଭିନ୍ନ ରିପୋର୍ଟକୁ ନେଇ ବିବାଦ ଛିଡା ହୋଇଛି। ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଗିରଫ ହେଲେ ଇଡିକଲର କୋଟିପତି ମ୍ୟାନେଜର ଗୟା ସାଁତରା

ଭୁବନେଶ୍ୱର : ଗିରଫ ହେଲେ ଇଡ୍‌କଲ୍‌ର କୋଟିପତି ଜଏଣ୍ଟ ମ୍ୟାନେଜର ଗୟା ସାଁତରା ।  ଆଖି ଖୋସି ହୋଇଗଲା ପରି ସମ୍ପତ୍ତି ଠୁଳ କରିଥିଲେ । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।  ଚଢାଉ ବେଳେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ତାଙ୍କ ଘରୁ ଠାବ…

କରୋନାକୁ ନେଇ କେତେ ଚିନ୍ତିତ କେନ୍ଦ୍ର ? ଏପ୍ରିଲରୁ ଆଉ ବସିନି କୋଭିଡ୍ ନ୍ୟାସନାଲ୍ ଟାସ୍କ ଫୋର୍ସ ବୈଠକ

ନୂଆଦିଲ୍ଲୀ: ଚୀନରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଭାରତକୁ ଘାରୁଛି ଭୟ । ଦେଶରେ କୋଭିଡର ଚୀନ ଭାରିଆଣ୍ଟ BF.7 ଆକ୍ରାନ୍ତ ଚିହ୍ନଟ ପରେ କରୋନାକୁ ନେଇ ସମସ୍ତେ ଆତଙ୍କିତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜରୁରୀ ବୈଠକ ଡାକିବା ସହ ଜିନୋମ ସିକ୍ୱେନ୍ସଂ ଉପରେ ଗୁରୁତ୍ୱ ଦେଇ ସବୁ ରାଜ୍ୟକୁ ଚିଠି…

‘ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ହେବା ଦରକାର’

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲରେ ଆତ୍ମହତ୍ୟା ଘଟଣାକୁ  ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିବିଆଇ ତଦନ୍ତ ଦାବି କରିଛନ୍ତି। ବିରୋଧୀ ବିଜେପି ଏବଂ କଂଗ୍ରେସ ଗୋବିନ୍ଦ ସାହୁର ଆତ୍ମହତ୍ୟାକୁ ସନ୍ଦେହ ଜନକ ବୋଲି…

ଜାମିନ ଆବେଦନ ଫେରାଇ ନେଲେ ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲକର ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାଫ ଅମୀନ ପୁନାୱାଲ ତାଙ୍କ ଜାମିନ ଆବେଦନକୁ ଫେରାଇ ନେଇଛନ୍ତି । ଦୀଲ୍ଲୀର ଏକ ଅଦାଲତରେ ଦାଏର କରିଥିବା ଜାମିନ ଆବେଦନକୁ ସେ ଫେରାଇ ନେଇଛନ୍ତି । ଅଫତାଫ ଏବଂ ତାଙ୍କର ଓକିଲଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁ ଜାମିନ ଫେରାଇ…

ଡିଏନଏ ରିପୋର୍ଟ ଗୋଳମାଳିଆ ହେବାରୁ ଗୋବିନ୍ଦଙ୍କୁ ଆତ୍ମହତ୍ୟା ପାଇଁ ପଡିଥିଲା କି ଚାପ ?

ଭୁବନେଶ୍ୱର : ହାଇଦ୍ରାବାଦ ନାସନାଲ ଲାବରଟୋରୀ ରିପୋର୍ଟ ଗୋବିନ୍ଦଙ୍କ ପାଇଁ କାଳ ସାଜିଲା କି ? ଲାବରଟୋରୀରୁ  ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଚିନ୍ତା ବଢି ଯାଇଥିଲା କି ଅସଲି ଆସାମୀଙ୍କର ? ଆଉ ଏହି ରିପୋର୍ଟ ମହଙ୍ଗା ପଡିଲାକି ଗୋବିନ୍ଦଙ୍କ ପାଇଁ ? ସତ ପଦାକୁ ଆସିବା ଭୟରେ…