Latest Odisha News

BREAKING NEWS

ବାଇଶିର ବେଦନା..ଛଡାଇ ନେଇଗଲା ଏଇ ଲୋକପ୍ରିୟ କଳାକାରଙ୍କୁ

ଯିବ ଯିବ ହେଉଛି ୨୦୨୨ । ଆଉ ମାତ୍ର ଦିନ କେଇଟା ପରେ ଅତୀତ ହୋଇଯିବ । ହେଲେ ଦେଇଯାଇଥିବା ଘଟଣା, ଦୁର୍ଘଟଣା ପାଇଁ ସବୁଦିନ ସ୍ୃତି ହୋଇ ରହିଥିବ ଏ ବର୍ଷ ।  ୨୦୨୨ ଆମଠୁ ଛଡେଇ ନେଇଛି ଅନେକ ବ୍ୟକ୍ତିତ୍ୱଙ୍କୁ । ଅନେକ ପ୍ରିୟ ମଣିଷଙ୍କୁ । ଆସିବାର ଅଳ୍ପ ଦିନ ପରେ ଏ ବର୍ଷ ଆମଠୁ ଛଡେଇ ନେଇଛ…

ବ୍ରହ୍ମପୁର ଉପକଣ୍ଠରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ଅନ୍ତରବା ଅଞ୍ଚଳର ପ୍ରଫୁଲ୍ଲ ସାହୁ (୫୯), ନକୁଳ ଗମାଙ୍ଗ (୨୮) ଓ ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳର ତାରିଣୀ ଜେନା…

ନୂଆବର୍ଷ ପୂର୍ବରୁ ରିଚାର୍ଜ କରିଦିଅନ୍ତୁ, ନହେଲେ ପକେଟ ଉପରେ ବଢିପାରେ ଆର୍ଥିକ ବୋଝ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାଇଁ ଲୋକମାନେ ବହୁତ ଖୁସି। କିନ୍ତୁ ଏହାରି ଭିତରେ ଏକ ଖବର ଆସିଛି ଯାହା ଆପଣଙ୍କ ପକେଟ ଉପରେ ବୋଝ ପକାଇବାକୁ ଯାଉଛି। ନୂଆ ବର୍ଷରୁ ମୋବାଇଲ୍ ରିଚାର୍ଜ ପ୍ଲାନ୍ ମହଙ୍ଗା ହୋଇପାରେ। ଟେଲିକମ୍ ଅପରେଟରମାନଙ୍କ ଦ୍ୱାରା ରିଚାର୍ଜ ପ୍ୟାକ…

‘ସଂସଦରେ ଶାସକ ଦଳ ନେତା ପିନ୍ଧିଲେ ମାସ୍କ, ବିରୋଧୀ ପିନ୍ଧିଲେନି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ସାଂସଦମାନେ ଗୁରୁବାର ଦିନ ସଂସଦ ଚାଲିଥିବା ବେଳେ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି। ଲୋକସଭାରେ ବାଚସ୍ପତି ଓମ ବିର୍ଲା ମଧ୍ୟ ସମସ୍ତ ସାଂସଦଙ୍କୁ ମାସ୍କ…

ଜେଲେନସ୍କିଙ୍କ କାନ୍ଧରେ ବାଇଡେନଙ୍କ ହାତ, ଯୁଦ୍ଧ ବେଳେ ‘ବଡ ଭାଇ’ ଦେଲେ ବଡ଼ ପ୍ରତିଶ୍ରୁତି

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଭୋଲଦମିର ଜେଲେନସ୍କିଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଯେତେ ଦିନ ଯାଏଁ "ଋଷର ଆକ୍ରୋଶ" ୟୁକ୍ରେନ ବିରୋଧରେ ରହିଥିବ ସେତେ ଦିନ ଯାଏ ୟୁକ୍ରେନ ସହ ଛିଡା ହୋଇ ରହିବ ଆମେରିକା। 10 ମାସ ହେବ ଋଷ ୟୁକ୍ରେନ ଯୁଦ୍ଧ…

ପ୍ରଜାଙ୍କ ପାଇଁ କେତେଦିନ ବନ୍ଦ ରହିବ ରାଜାଙ୍କ ଦୁଆର ?

ଭୁବନେଶ୍ୱର:ଦୁଃଖୀ, ଅଭାବୀ ମଣିଷଟିଏ ନିଜର ଦୁଃଖ କାହାକୁ ଜଣାଇବ ? ଭଗବାନଙ୍କ ପରେ ରାଜାଙ୍କୁ ହିଁ ତ ଜଣାଇବ । ହେଲେ ରାଜାଙ୍କ ପାଖରେ ପହଞ୍ଚିବ କେମିତି ? ଗରିବଙ୍କ ପାଇଁ ରାଜାଙ୍କ ଦ୍ୱାର କ’ଣ ବନ୍ଦ ? ସେଥପାଇଁ କଣ ପ୍ରଜା ଜୀବନକୁ ବାଜି ଲଗେଇ ଆପଣଉଛନ୍ତି ଏମିତି ନିଆରା ଉପାୟ ? ଏକଥା ଆମେ…

ଦାଢିରେ ହସିଲା ଖ୍ରୀଷ୍ଟମାସ ଘଣ୍ଟି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆସୁଛି ଖ୍ରୀଷ୍ଟମାସ । ସଜେଇ ହେଉଛି ପାର୍କଠୁ ଚର୍ଚ୍ଚ । ଆଲୋକମାଳା ଆଉ ଖ୍ରୀ ଖ୍ରୀଷ୍ଟମାସ ଘଣ୍ଟି କହୁଛି ଖ୍ରୀଷ୍ଟମାସ ଆସୁଛି । ହେଲେ ସୋସିଆଲ ମିଡିଆରେ ଦାଢିରେ ହସୁଛି ଖ୍ରୀଷ୍ଟମାସ । ଆପଣ ବି ଦେଖି ନିଅନ୍ତୁ ଏ ନିଆାରା ଦୃଶ୍ୟକୁ । ଖ୍ରୀଷ୍ଟମାସ ପୂର୍ବରୁ ଜଣେ ବ୍ୟକ୍ତି…

ସୁନା ବେପାର ଲାଇସେନ୍ସ କରାଇ ଦେବା ନାଁରେ ୧୩ ଲକ୍ଷ ଠକେଇ

ବରଗଡ଼: ସୁନା ବେପାର ଲାଗି ଲାଇସେନ୍ସ କରାଇ ଦେବା ଆଳରେ ଠକେଇ । ଗିରଫ ହେଲେ ୨ ଜଣ । ବରଗଡ଼ ଟାଉନ୍ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାମଲାରେ ପୋଲିସ ବାଲେଶ୍ୱରର ମନୋଜ ବେରା ଓ ପରମାନନ୍ଦ ବିନ୍ଧାଣୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ କାର ସହ ୩ଟି ମୋବାଇଲ୍…

ବାଲେଶ୍ୱରରେ୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ସେ ସେଠାରେ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ, ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରାଯାଇଛି ।…

ରାଜ୍ୟ ଫରେନସିକ ଲ୍ୟାବକୁ ଗଲା ଗୋବିନ୍ଦଙ୍କ ଚିଠି

ଭୁବନେଶ୍ୱର: ବଲାଙ୍ଗୀର କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବା ଗୋବିନ୍ଦ ସାହୁର ପକେଟରୁ ଜବତ ହୋଇଥିବା ଲଫାପା ରାଜ୍ୟ ଫରେନସିକ ଲ୍ୟାବକୁ ଯାଇଛି। ଲଫାପାରେ କଣ ଲେଖାହୋଇଛି ତାହା ଯଦିଓ ଜଣାପଡିନି କିନ୍ତୁ ଏହାକୁ ସୁଇସାଇଡାଲ ନୋଟ୍ ବୋଲି କୁହାଯାଉଛି। ବିଶେଷଜ୍ଞ ଟିମ୍ ଚିଠିରେ ପ୍ରଥମେ…