ଶୋଭରାଜଙ୍କୁ ଜେଲରୁ ମୁକ୍ତ କରିବାକୁ ଚାହୁଁ ନାହାନ୍ତି ଜେଲ କର୍ତୃପକ୍ଷ
କାଠମାଣ୍ଡୁ: କୁଖ୍ୟାତ ବିକିନୀ କିଲର ଚାର୍ଲସ ଶୋଭରାଜଙ୍କ ଜେଲରୁ ମୁକୁଳିବା ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ନେପାଳ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜେଲ କର୍ତୃପକ୍ଷ ଏହାକୁ ମନା କରିଛନ୍ତି । ସର୍ବୋଚ୍ଚ ନ୍ୟାୟଳୟଙ୍କ ଆସେଶ ଅସ୍ପଷ୍ଟ ରହିଛି ।…