MKCG ଇଣ୍ଟର ମେଡିକାଲ୍ କଲେଜ ମିଟ୍ ବନ୍ଦ, କାଉନସିଲ୍ ବୈଠକ ପରେ ଡିନ୍ଙ୍କ ଘୋଷଣା
ବ୍ରହ୍ମପୁର: ବ୍ରହ୍ମପୁର MKCGରେ ଇଣ୍ଟର ମେଡିକାଲ୍ ମିଟ୍ ଗଣ୍ଡଗୋଳ ପରେ ବୈଠକ । ଟେଲି ମେଡିସିନ୍ ସେଣ୍ଟରରେ MKCG କଲେଜ କାଉନସିଲ୍ ବୈଠକ ହୋଇଛି। ଏହି ବୈଠକରେ ଡିନ୍, ଅଧୀକ୍ଷକଙ୍କ ସମେତ ସମସ୍ତ ବିଭାଗର ଏଚ୍ଓଡି ପ୍ରମୁଖ ଉପସ୍ଥିତ ଥିଲେ । ଭିତରେ ବୈଠକ ଚାଲିଥିବା ବେଳେ ବାହାରେ…