Latest Odisha News

BREAKING NEWS

ଭାଷା ଭାଗବତ : ପ୍ରଥାକୁ ରଖଂତି ଚଳାଇ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବ୍ୟକ୍ତିଠାରୁ ବକ୍ତବ୍ୟ ବଡ଼ ଭାବି ନିଜ ଭାଷାକୁ ଗଢ଼ ଭାବ, ଜ୍ଞାନ ହେଲେ ସୁଲଭ କମିବ ବ୍ୟକ୍ତିର ପ୍ରଭାବ ଏବେ ତ ବ୍ୟକ୍ତି ପୂଜା ଧାରା ବହୁଛି ଏହି ରାଜ୍ୟ ସାରା ଚାଲିଛି ବ୍ୟକ୍ତିଂକ ବଂଦନା ଭାଷା ମହତ୍ତ୍ବ ହୁଏ ଊଣା…

ରାଜଧାନୀକୁ ଆସୁ ହାଇକୋର୍ଟ – ଭୁବନେଶ୍ୱର ଓକିଲ ସଂଘ

ଭୁବନେଶ୍ୱର :  ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ  ଭୁବନେଶ୍ୱର ଓକିଲମାନଙ୍କ ଦ୍ୱାରା ଆନ୍ଦୋଳନ କରାଯାଇଛି । କୋର୍ଟର ମୁଖ୍ୟ ଫାଟକ ନିକଟରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିବାଦ କରି ଓକିଲମାନେ ଧାରଣା ଦେଇଛନ୍ତି । ୨୦୧୩ ମସିହାରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିମାସ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପତିତପାବନ ଭାବ ବା ଚେତନା ସିଂହଦ୍ୱାର ଗୁମୁଟ ମଧ୍ୟରେ "ପତିତପାବନ "ପ୍ରତିମା ଭାବରେ ବିରାଜିତ ହୋଇ କୋଟି କୋଟି ପତିତଙ୍କ ମନୋକାମନା ପୂର୍ଣ୍ଣ କରୁଛନ୍ତି। ସେହିପରି…

୧୯୯୯ ମହାବାତ୍ୟାକୁ ୨୩ ବର୍ଷ ସେଦିନ ଏମିତି ମାଡ଼ି ଆସିଥିଲା ସମୁଦ୍ର

ଜଗତସିଂହପୁର: ୧୯୯୯ ମହାବାତ୍ୟାକୁ ପୂରିଯାଇଛି ୨୩ ବର୍ଷ l ଆଜି ବି ସେ ଦୃଶ୍ୟକୁ ମନରୁ ଭୁଲି ନାହାନ୍ତି ଷଣ୍ଢକୁଦ ବାସୀ l ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା ଓ ପାରାଦ୍ଵୀପ ରେ ଲ୍ୟାଣ୍ଡଫଲ କରିଥିଲା ମହାବାତ୍ୟା। ଅବିଶ୍ରାନ୍ତ ବର୍ଷା, ୩୦୦ କିମି ରୁ ଉର୍ଦ୍ଧ୍ବ ବେଗରେ ପବନ ସାଙ୍ଗକୁ…

ଆକାଶମାର୍ଗରେ ଭୁବନେଶ୍ବରରୁ ଜୟପୁର ଯାଆନ୍ତୁ, ଭଡ଼ା ମାତ୍ର ୯୯୯ ଟଙ୍କା!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ବିମାନ। ଅକ୍ଚୋବର ୩୧ରୁ ଉଡିବ ପ୍ରଥମ ବିମାନ। ଇଣ୍ଡିଆ ଏୟାର ଓ୍ବାନ ଏହି ସେବା ଦେବାକୁ ଯାଉଛି। କେନ୍ଦ୍ରର ଆଞ୍ଚଳିକ ଏୟାର କନେକ୍ଟିଭିଟି ସ୍କିମ୍ ଅଧୀନରେ ଏହି ଉଡାଣ ସେବା ଆରମ୍ଭ ହେବାକୁ ଯାଉଛି। ଟ୍ବିଟ୍ କରି ବିମାନ ସେବା ପ୍ରଦାନକାରୀ…

ରାଉରକେଲା ବିମାନ ବନ୍ଦରକୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ ସେଲ ଓ ଏଏଆଇ ମଧ୍ୟରେ ବୁଝାମଣା

ରାଉରକେଲା: ଷ୍ଟିଲ ଅଥରିଟି ଏଫ ଇଣ୍ଡିଆ ଲିମିଟେଡ (ସେଲ) ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ମଧ୍ୟରେ ଓଡିଶାର ରାଉରକେଲାରୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ ଆଜି ନୂଆଦିଲ୍ଲୀ ଠାରେ ଏକ ଅପରେସନ ଏଣ୍ଡ ମ୍ୟାନେଜମେଣ୍ଟ (ଓ ଏଣ୍ଡ ଏମ) ବୁଝାମଣା ହୋଇଛି । ୨୦୧୮ରେ ସେଲ ଉଡାଣ ଯୋଜନା ଅନ୍ତର୍ଗତ…

ଗୋଟିଏ ଦେଶ ଗୋଟିଏ ପୋଲିସ ୟୁନିଫର୍ମ ପାଇଁ ପ୍ରସ୍ତାବ ଦେଲେ ମୋଦୀ

ନୂଆଦିଲ୍ଲୀ: ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’କୁ ସେମ୍ବାଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶରେ ଗୋଟିଏ ପ୍ରକାର ପୋଲିସ ପୋଷାକ ହେବା ଉଚିତ। କିଛି ରାଜ୍ୟରେ ପୋଲିସ ପୋଷାକ ବା ୟୁନିଫର୍ମ ଅଲଗା ରହିଛି। ଏପରି ସ୍ଥିତି ସାରା ଦେଶରେ ଗୋଟିଏ ପ୍ରକାର…

ଅମିତ ଶାହ ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ବୈଠକ, ଅଡିଓ କ୍ଲିପକୁ ନେଇ ଇସିଙ୍କ ନିକଟରେ ଫେରାଦ ବିଜେପି

ଭୁବନେଶ୍ୱର: ଧାମନଗର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଜେଡି ନେତା ରାଜେନ୍ଦ୍ର ଦାସ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଛି। ଏପରି ଏକ ଅଡିଓ କ୍ଲିପ ଭାଇରାଲ ହୋଇଛି। ବିଜେପି ଏପରି ଏକ ଅଡିଓ କ୍ଲିପକୁ ଫେକ୍ ବୋଲି କହି ରାଜ୍ଯ ନିର୍ବାଚନ କମିଶନଙ୍କ…

ହେତୁବାଦୀଙ୍କ ବିରୋଧରେ ଥାନାରେ ଏତଲା, କାହିଁକି ମୋକଦ୍ଦମା ନହେବ ଓକିଲ ପଠାଇଲେ ନୋଟିସ

ଭୁବନେଶ୍ୱର: ସୂର୍ଯ୍ୟଗ୍ରହଣରେ ବିଶ୍ବାସକୁ ପଛକୁ ଠେଲି ନିଜ ବିବେକକୁ ଅଗ୍ରାଧିକାର ଦେଉଥିବା ହେତୁବାଦୀଙ୍କ ଅଡୁଆ ବଢିବାରେ ଲାଗିଛି। ସର୍ବସମ୍ମୁଖରେ ଚିକେନ୍ ବିରିଆନୀ ଖାଇବା ଏବେ ଅଡୁଆ ବଢାଇଛି ହେତୁବାଦୀଙ୍କର। ରାଜ୍ୟର କୋଣ ଅନୁକୋଣରୁ ହେତୁବାଦୀଙ୍କ ଏପରି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା…

ବାଲେଶ୍ବରରୁ ୧୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ବର: ୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ। ବାଲେଶ୍ବର ଜିଲ୍ଲାର ଫୁଲାଡି ଛକରୁ ୧୦ କିଲୋଗ୍ରାମରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ମୋଟ୍ ୬ ଜଣ ଗିରଫ ହୋଇଛନ୍ତି। ଏହି ଧଳା ଜହର କାରବାରର କିଙ୍ଗପିନ୍ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି। ଯିଏକି ଗିରଫ…