କ୍ୟାପିଟାଲ ହସପିଟାଲ ଭିତ୍ତିଭୂମି ବିକାଶ କାର୍ଯ୍ୟର ତଦାରଖ କଲେ ୫-ଟି ସଚିବ
ଭୁବନେଶ୍ୱର: କ୍ୟାପିଟାଲ ହସପିଟାଲର ହେବ ଉନ୍ନତିକରଣ । ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ସକାଳୁ କ୍ୟାପିଟାଲ ହସପିଟାଲକୁ ପରିଦର୍ଶନ କରିଛନ୍ତି । ହସପିଟାଲ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ବୁଲି ତଦାରଖ କରିଛନ୍ତି ୫ଟି ସଚିବ । ଏହା ସହିତ ରୋଗୀ ସେବା ସୂଚାରୁ ରୂପେ ଚାଲୁଛି କିନାହିଁ…