Latest Odisha News

BREAKING NEWS

ବିଳମ୍ବିତ ରାତିରେ ମନ୍ଦିରରୁ ମୂର୍ତ୍ତି ଚୋରି

ପୁରୀ : ନାରାୟଣ ଦେବ ମନ୍ଦିରରୁ ବହୁ ପୁରାତନ ଐତିହ୍ୟ ମୂର୍ତ୍ତି ଚୋରି  । ଗଡ଼ମୃଗସିରା ପଞ୍ଚାୟତ ଅଳପୁର ଗାଁର ନାରାୟଣ ଦେବ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଯାଇଛି  । ଲଷ୍ମୀନାରାୟଣ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି, ଦୁର୍ଗା ମୂର୍ତ୍ତି, ନୃସିଂହ ମୂର୍ତ୍ତି ସହ ଦେବା ଦେଵୀଙ୍କ…

ଦଣ୍ଡାଧାର କେନାଲରେ ବିରାଟ ଘାଇ, ଚିନ୍ତାରେ ଚାଷୀ

କାମାକ୍ଷାନଗର : ଦଣ୍ଡାଧାର ମୁଖ୍ୟ କେନାଲରେ ସୃଷ୍ଟି ହୋଇଛି ୧୦ ଫୁଟର ଘାଇ । କିଛି ଦିନ ପରେ ଧାନ ଚାଷ କାଟିବାକୁ ଥିବାବେଳେ ଏପରି ଘାଇ ସୃଷ୍ଟି ହୋଇ ଚାଷୀଙ୍କୁ ସମସ୍ୟାରେ ପକାଇଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ ଶଶାପଶି ଗାଁ ଦଣ୍ଡାଧାର କେନାଲ ଘାଇର ମରାମତି କରାଯାଉନଥିବା ଅଭିଯୋଗ…

୧୯୬୬ରୁ ପାଳିତ ହେଉଛି ନ୍ୟାସନାଲ ପ୍ରେସ ଡେ’

ଭୁବନେଶ୍ୱର: ଆଜି ନ୍ୟାସନାଲ ପ୍ରେସ ଡେ’  । ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସମ୍ମନାର୍ଥେ ଏହି ଦିବସକୁ ପାଳନ କରାଯାଏ । ଦେଶରେ  ମୁକ୍ତ ଓ ଦାୟିତ୍ୱବାନ ପ୍ରେସର ଉପସ୍ଥିତିକୁ ଦର୍ଶାଇବା ପ୍ରେସ ଡେ’ର ମହତ୍ତ୍ୱ । ଦେଶର ବିଭିନ୍ନ ଗଣମାଧ୍ୟମ ଦ୍ୱାରା ଉଚ୍ଚମାନର ସାମ୍ୱାଦିକତା ପାଇଁ ଉତ୍ତରଦାୟୀ…

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଗା ଦୋକାନରୁ ଲୁଟ୍

କାମାକ୍ଷାନଗର: ଫାଙ୍କା ଗୁଳିମାଡ଼ ପରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲୁଗା ଦୋକାନ । ମଙ୍ଗଳବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସ୍ଥିତ ଲଳିତା କ୍ଲଥ ଷ୍ଟୋରରୁ ଲୁଟ୍ ହୋଇଛି । ୬ ଜଣ ଦୁର୍ବୃତ୍ତ ରାତି ପ୍ରାୟ ୧୦ଟା ସମୟରେ ବାଇକରେ ଆସି ପାଟିତୁଣ୍ଡ କରିଥିଲେ । ଫାଙ୍କା ଗୁଳି…

ଏକତରଫା ପ୍ରେମ ଆାଉ ଧର୍ମ ପାଇଁ ଚାଲିଗଲା ଯୁବତୀଙ୍କ ଜୀବନ

ଲକ୍ଷ୍ନୌ: ଏକ ତରଫା ପ୍ରେମ, ତା ସାଙ୍ଗକୁ ଜବରଦସ୍ତି । ଆଉ ଶେଷରେ ପ୍ରେମିକାକୁ ୪ ମହଲା କୋଠାରୁ ଠେଲି ଦେବା ପରେ କାହାଣୀ ଶେଷ । ପ୍ରେମ ଆାଉ ଧର୍ମ ଭିତରେ ବଳି ପଡିଗଲା ବିଚରା ନୀରିହ ଝିଅଟିଏ । ପ୍ରେମର କାହାଣୀ ସିନା ଏଇଠି ଶେଷ ହୋଇଗଲା, କିନ୍ତୁ ଆରମ୍ଭ ହୋଇଗଲା ଅପରାଧର କାହାଣୀ । ଏ…

ବିଶ୍ବର ସବୁଠାରୁ ପତଳା ବିଲଡିଂ

ନୂଆଦିଲ୍ଲୀ : ଆପଣ ବିଲଡିଂ ବିଷୟରେ ଜାଣିଛନ୍ତି କି ଯାହା ବିଶ୍ବର ସବୁଠାରୁ ପତଳା ଆକାଶ ଛୁଆଁର ମାନ୍ୟତା ପାଇଛି? ଏଭଳି ବିଲଡିଂ ଯାହା ପବନ  ବହିବା ମାତ୍ରେ ଏହା ପୁରା ଦୋହଲିଥାଏ । ଆମେରିକାର ମେନହଟ୍ଟନରେ ଅବସ୍ଥିତ ଏହି ଆକାଶ ଛୁଆ ଟାୱାର । ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ତେବେ ଆସନ୍ତୁ…

ପୌର ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିଦେଲେ ଲେଡି ଚେୟାରମ୍ୟାନ, ଭିଡିଓ ଭାଇରାଲ

ଯାଜପୁର:ରାଗିଗଲେ ପୌରାଧ୍ୟକ୍ଷା ମାଡମ୍ । ଚାମ୍ବରକୁ ଡାକି  ପୌର ନିର୍ବାହୀ ଅଧିକାରୀଙ୍କୁ ମନ ଇଚ୍ଛା ଗାଳି ଦେଲେ । ସେତିକି ନୁହେଁ, ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିଥିଲେ ପୌରାଧ୍ୟକ୍ଷା। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ।…

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି

ପଦ୍ମପୁର: ମିଳିଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି  । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହି ପ୍ରତିଶ୍ରୁତି ମିଳିଛି । ୨୦୨୩ ଡିସେମ୍ୱର ୩୧ତାରିଖ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ । ତେବେ ବିଜେଡି ନିଜର ଇସ୍ତାହାରରେ ଏହାକୁ ସ୍ଥାନିତ କରିବା । ତାପରେ ହିଁ…

ଜହ୍ଲାଦ ପ୍ରେମିକକୁ ଧରା ପକାଇ ଦେଲା ମୋବାଇଲ ଫୋନ

ନୂଆଦିଲ୍ଲୀ:ସାରା ଦେଶରେ  ଚହଳ ପକାଇ ଦେଇଛି ଶଦ୍ଧା ମର୍ଡର କେସ । ଖୁବ ସୁଚିନ୍ତିତ ଉପାୟରେ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କାଟି ଫିଙ୍ଗି ଦେବାକୁ ବସିଥିଲେ । ପାଦେ ପାଦେ ଜଗିରଖି କାମ କରୁଥିଲା ଅଫତାବ । ପ୍ରମାଣ ନଷ୍ଟ ହେବା ପରେ ହୁଏତ ଅଫତାବଙ୍କୁ ଧରିବା ପୋଲିସ ପାଇଁ…

ଶିମିଳିଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ଥରୁଛି କୋରାପୁଟ ଜିଲ୍ଲା । କୋରାପୁଟର ଶିମିଳିଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଯାହାର ତାପମାତ୍ରା ୬.୪ଡିଗ୍ରୀ ରହିଛି । ତାପଛକୁ ଜି.ଉଦୟଗିରି ୭ ଡିଗ୍ରୀ, ଫୁଲବାଣୀ ଓ କୋରାପୁଟରେ ୧୦ ଡିଗ୍ରୀ ରହିଛି ପାରଦ । କନ୍ଧମାଳର ଦାରିଙ୍ଗବାଡିରେ…