Latest Odisha News

BREAKING NEWS

ଆସନ୍ତା ସପ୍ତାହରୁ ଭକ୍ତଙ୍କ ପାଇଁ ଖୋଲିପାରେ ଧବଳେଶ୍ୱର ପୀଠ

କଟକ: ଶ୍ରଦ୍ଧାଳୁ କରିବେ ବାବାଙ୍କ ଦର୍ଶନ । ଆସନ୍ତା ସପ୍ତାହରୁ ଖୋଲିପାରେ ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର । ଡଙ୍ଗା ଯୋଗେ ସପ୍ତାହରେ ୪ ଦିନ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଅନୁମତି ଦେବା କଥା ବିଚାର କରୁଛି । ଧବଳେଶ୍ୱର ପୀଠର ପୂଜକ ସମିତି ଓ ସ୍ଥାନୀୟ…

ଦୂର ହେବ ବିଦ୍ୟୁତ୍ ସଙ୍କଟ ! ରାସ୍ତରେ ଚାଲିଲେ ବାହାରିବ ବିଜୁଳି ଶକ୍ତି

ବାହାରକୁ ଯାଇଛନ୍ତି । ମୋବାଇଲରେ ଚାର୍ଜ ସରିଗଲା । ପାଖରେ ପାୱାର ବ୍ୟାଙ୍କ ବି ନାହିଁ ।  କେମିତି କରିବେ ମୋବାଇଲ ଚାର୍ଜ ? ଆଉ ଯାହା ନ ଥିଲେ ଚଳିବ କିନ୍ତୁ ମୋବାଇଲ ନ ଥିଲେ ଚାରିଦିଗ ଅନ୍ଧାର । କିନ୍ତୁ ଏମିତି ସ୍ଥିତିରେ ତ କରିବାର କିଛି ବାଟ ହିଁ ନାହିଁ । ଏହି ସମୟରେ ମନକୁ ଆସେ, ଯଦି…

ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ ଫୁଟବଲ ମହାକୁମ୍ଭ

ନୂଆଦିଲ୍ଲୀ: କାତରରେ ନଭେମ୍ବର ୨୦ରୁ ଆରମ୍ଭ ହୋଇଯିବ ଫୁଟବଲ ମହାକୁମ୍ଭ । ଏହାର ଫାଇନାଲ ମ୍ୟାଚ ଡିସେମ୍ବର ୧୮ରେ ଖେଳାଯିବ । ଉଦଘାଟନୀ ଦିବସରେ ଆୟୋଜକ କତାର ଓ ଇକ୍ୟୁଡର ମଧ୍ୟରେ ମୁକାବିଲା ହେବ । ଗ୍ରୁପ ଷ୍ଟେଜ ମୁକାବିଲା ଡିସେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହା ପରେ ରାଉଣ୍ଡ ଅଫ ୧୬…

ବରଗଡରେ ଫସଲ ବୀମା ବଣ୍ଟନରେ ଅନିୟମିତତା ନେଇ ତୋମାରଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବରଗଡ଼ ଜିଲ୍ଲାରେ ଚାଷୀ ଓ ଫସଲ ବୀମାକୁ ନେଇ ଜୋର ଧରିଛି ରାଜନୀତି । ଫସଲ ବୀମା ବଣ୍ଟନରେ ଅନିୟମିତତା ନେଇ ହୋଇଛି ଅଭିଯୋଗ । ତେଣୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ୨୦୨୧ ରେ ଖରିଫ ଫସଲ ପାଇଁ…

ଆଦର୍ଶ ଗୁରୁକୂଳରେ ସେବାୟତ ପିଲାଙ୍କ ପାଇଁ ୫୦% ସଂରକ୍ଷଣ, ୪ଟି ଭାଷାରେ ପଢ଼ାଯିବ ପାଠ୍ୟକ୍ରମ

ପୁରୀ: ଶ୍ରୀକ୍ଷେତ୍ରରେ ଆଦର୍ଶ ଗୁରୁକୂଳ ନିର୍ମାଣ ପାଇଁ ଆସନ୍ତା ଅକ୍ଷୟ ତୃତୀୟାରେ ଭୂମି ପୂଜନ ହେବ । ମାଟିତୋଟା ଅଞ୍ଚଳରେ ୧୯ ଏକର ପରିମିତ ଜାଗାରେ ନିର୍ମାଣ ହେବ ଆଦର୍ଶ ଗୁରକୂଳ । ଏନେଇ ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଦର୍ଶ ଗୁରୁକୂଳ…

ଶିଳ୍ପସଂସ୍ଥାରେ ଚାକିରି ଦାବି କରି ମନ୍ତ୍ରୀଙ୍କ ବାସଭବନ ଘେରିଲା ୟୁଥ୍ ଫର ଆକ୍ସନ୍

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରେ ନିଯୁକ୍ତି ଦାବି କରି ଆଜି ୟୁଥ୍ ଫର୍ ଆକ୍ସନ ପକ୍ଷରୁ ପ୍ରତିବାଦ କରାଯାଇଛି । ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବାସଭବନ ଘେରାଉ ପାଇଁ ଯିବାବେଳେ ୟୁଥ୍ ଫର ଆକ୍ସନ୍ ସଦସ୍ୟଙ୍କ ସହ ପୋଲିସ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।…

ବିମାନରେ ଯାତ୍ରା କରୁଥିଲେ କୁକୁର, ଲାଣ୍ଡିଂ ସମୟରେ ଘଟିଲା ଦୁର୍ଘଟଣା

ବିମାନରେ ଯାଉଥିଲେ କୁକୁର । ଗୋଟିଏ ବା ୨ଟି ନୁହେଁ, ୫୩ କୁକୁର କରୁଥିଲେ ବିମାନଯାତ୍ରା । କୁକୁରଙ୍କ ସହ ୩ ଜଣ ଯାତ୍ରୀ ମଧ୍ୟ ଥିଲେ । ହେଲେ ଲାଣ୍ଡ କରୁ କରୁ ବିମାନ କ୍ରାଶ ହୋଇଗଲା । ଲାଣ୍ଡ କରିବା ସମୟରେ ନିକଟରେ ଥିବା ଗଛକୁ ଧକା ଦେଇ କିଛି ଦୂରକୁ ଘୋଷାଡି ହୋଇ ଯାଇଥିଲା ।  ତେବେ…

ପଦ୍ମପୁରକୁ ଜିଲ୍ଲା ପ୍ରତିଶ୍ରୁତି, ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ଥୋପ ପରେ ଥୋପ । ପ୍ରଥମେ ମରୁଡ଼ି ପାଇଁ ଇନପୁଟ୍ ସହାୟତା । ଏବେ ଉପନିର୍ବାଚନରେ ଭୋଟ୍ ହାତେଇବାକୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶ୍ରୁତି । ପଦ୍ମପୁର ଉପନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ତଣ୍ଟିରେ ଥିବା ଧାରଣା କଣ୍ଟା ହଟିଛି । ଆଜି ନବୀନ ନିବାସରେ ବିଜେଡି…

ପୁରୀରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ

ପୁରୀ: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଆଜି ସଦଭାବନା ସଭାଗୃହ ପରିସରରେ ପାଳିତ ହୋଇଯାଇଛି । ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁୂ ଗଣମାଧ୍ୟମ ସମାଜ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସେ ନେଇ ଆଲୋକପାତ…

ବିଳମ୍ବିତ ରାତିରେ ମନ୍ଦିରରୁ ମୂର୍ତ୍ତି ଚୋରି

ପୁରୀ : ନାରାୟଣ ଦେବ ମନ୍ଦିରରୁ ବହୁ ପୁରାତନ ଐତିହ୍ୟ ମୂର୍ତ୍ତି ଚୋରି  । ଗଡ଼ମୃଗସିରା ପଞ୍ଚାୟତ ଅଳପୁର ଗାଁର ନାରାୟଣ ଦେବ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଯାଇଛି  । ଲଷ୍ମୀନାରାୟଣ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି, ଦୁର୍ଗା ମୂର୍ତ୍ତି, ନୃସିଂହ ମୂର୍ତ୍ତି ସହ ଦେବା ଦେଵୀଙ୍କ…