ଡୋପ ଟେଷ୍ଟରେ ଧରାପଡି ସାମୟିକ ବାସନ୍ଦ ହେଲେ ପୂର୍ବତନ ଏକ ନମ୍ବର ଟେନିସ ଖେଳାଳି
ଲଣ୍ଡନ: ଦି ଇଂଟରନ୍ୟାଶନାଲ ଟେନିସ ଇଂଟିଗ୍ରିଟି ଏଜେନ୍ସି (ଆଇଟା) ବିଶ୍ୱର ପୂର୍ବତନ ମହିଳା ଏକ ନମ୍ବର ଖେଳାଳି ସାଇମନ ହାଲେପଙ୍କୁ ସାମୟିକ ଭାବେ ବାସନ୍ଦ କରିଛି । ରୋମାନିଆର ଏହି ୩୧ ବର୍ଷୀୟା ଖେଳାଳିଜଣଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ୟୁଏସ ଓପନ ଅବସରରେ ତାଙ୍କଠାରୁ…