ପୋଲାଣ୍ଡରେ ରୁଷିଆ ମିଜାଇଲ ମାଡ଼, ଜରୁରୀ ବୈଠକ ଡାକିଲେ ବାଇଡେନ୍
ଓ୍ୱାରସୋ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି । ୟୁକ୍ରେନ ସୀମା ପାର କରି ରୁଷିଆ ମିଜାଇଲ ପୋଲାଣ୍ଡରେ ମାଡ଼ ହୋଇଛି । ପୋଲାଣ୍ଡର ପ୍ରିଜିଓଡୋ ନାମକ ଏକ ଗାଁରେ ମିଜାଇଲ ପଡିବା ଫଳରେ ୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ତେଣୁ ପୋଲାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…