Latest Odisha News

BREAKING NEWS

ଭାଷା ଭାଗବତ : ବ୍ୟକ୍ତିର ପ୍ରବୃତ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜୀବନ ନୁହଇ ବେଉସା ଅଯଥା ହାନି ଲାଭ କଷା କରିଲେ ପୂରେନାହିଁ ଆଶା ବଢ଼ଇ ବିଭିନ୍ନ ଦୁର୍ଦଶା ମଣିଷ ବୁଦ୍ଧିମାନ ଜୀବ ହେଲେ ହେଁ ଏ ସଂସାରୁ ଯିବ ପୀଡ଼ାରୁ ମିଳେନାହିଁ ମୁକ୍ତି ଅଯଥା ଅନର୍ଗଳ ଯୁକ୍ତି ଯୌକ୍ତିକତାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାରଠାରୁ ପଶ୍ଚିମ ଦିଗରେ ଆଗେଇଲେ ପଡେ ହରଚଣ୍ଡି ସାହି ଓ ଗୌଡ଼ବାଡ଼ ସାହି। ଏହି ଦୁଇ ସାହିର ମଧ୍ୟ ସ୍ଥଳ ରେ ଅବସ୍ଥିତ ଶ୍ରୀ…

ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି ।…

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ । ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।  ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହେଇଥିଲା। ପୂର୍ବତନ ସାଂସଦ, ଜାତୀୟ ମହିଳା କମିସନର ପ୍ରଥମ…

ଆସନ୍ତୁ ଜାଣିବା ଭାରତର କେଉଁ ବଡ ସହର ମାଆ ଦୁର୍ଗାଙ୍କ ନାମରେ ନାମିତ

ନୂଆଦିଲ୍ଲୀ: ଏବେ ସାରା ଭାରତ ଉତ୍ସବ ମୁଖରିତ କାରଣ ମାଆ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯାଇଛି । ନବରାତ୍ରୀରେ ୯ ଦିନ ଧରି ମାଆ ଦୁର୍ଗାଙ୍କୁ ପୂଜା କରାଯାଇଥାଏ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତର ବଡ ବଡ ସହର ପ୍ରକୃତରେ ମାଆଙ୍କ ନାମରେ ନାମିତ । ସେଗୁଡିକ ହେଲା- ମୁମ୍ବାଇ:…

ଓଡ଼ିଶାକୁ ଆସି ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଳୁରୁ : ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଶିଳ୍ପପତିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସି ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କରିଛନ୍ତି । ଶିଳ୍ସପତିମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଭରପୁର ସୁଯୋଗ…

ବାଲେଶ୍ୱର ଖନ୍ତାପଡା ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ , ୨୫ ରୁ ଅଧିକ କର୍ମଚାରୀ ଗୁରୁତର

ବାଲେଶ୍ୱର : ବାଲେଶ୍ୱରରେ ଅଘଟଣ । ବାଲେଶ୍ୱର ଖନ୍ତାପଡା ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ । ୨୫ ରୁ ଅଧିକ କର୍ମଚାରୀ ଗୁରୁତର   । ସୂଚନାଅନୁସାରେ  ସମସ୍ତ ଗୁରୁତରଙ୍କୁ ଖନ୍ତପଡା ଓ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି  ।

ଜାତୀୟ ସ୍ତରରେ ଏମ୍ସ ଭୁବନେଶ୍ୱର ଆବାସିକ ଡାକ୍ତରୀ ଛାତ୍ରଙ୍କ କୃତିତ୍ୱ

ଭୁବନେଶ୍ୱର :  ଚଳିତ ମାସ ଏମ୍ସ ଭୁ‌ବନେଶ୍ବର ଜାତୀୟ ସ୍ତରରେ ଚମତ୍କାର ଭାବେ ସଫଳତା ପାଇଛନ୍ତି । ଏମ୍ସ ଭୁ‌ବନେଶ୍ବର ୬ଜଣ ଆବାସିକ ଡାକ୍ତରୀ ଛାତ୍ର ତିନି ଭିନ୍ନ ଭିନ୍ନ ଜାତୀୟ ଶୈକ୍ଷିକ କାର୍ଯ୍ୟକ୍ରମର ସଂପୃକ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଭୁ‌ବନେଶ୍ବର ଏମ୍ସ ପାଇଁ ଗୌରବ…

ପୋଲିସକୁ ଫୋନ୍‌ କରିବା ପରେ ଦେହରେ ନିଆଁ ଲଗାଇଦେଲେ ମହିଳା

ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ବ୍ଳକର ଢୁଙ୍କାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣିଆପଲ୍ଲୀ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଡ଼ିଶା ପୋଲିସର ଜରୁରୀକାଳୀନ ସହାୟତା ନମ୍ବର ୧୧୨କୁ ଫୋନ କରି ନିଜର ଦୁଃଖ ଜଣାଇବା ପରେ ଦେହରେ ନିଆଁ ଲଗାଇ ଜଣେ ବିବାହିତା ମହିଳା…

୫୦୦ ଟଙ୍କାରେ ନେଇପାରିବେ ଜେଲର ମଉଜ

ହଲଦିୱାନୀ: ଜ୍ୟୋତିଷ ଶାସ୍ତ୍ରରେ ବନ୍ଧନ ଯୋଗ ଥିବା ବ୍ୟକ୍ତି କିଛି ଦିନ ଜେଲରେ ରହି ଏଥିରୁ ମୁକ୍ତି ପାଇବା ପାଇଁ ଚାହିଁଥାଏ । ସେହିପରି ଜେଲ ଭିତରର ଦୁନିଆ କିପରି ତାହା ମଧ୍ୟ ଜାଣିବାକୁ ଅନେକଙ୍କ ମନରେ ଉତ୍କଣ୍ଠା ରହିଥାଏ । ଉତରାଖଣ୍ଡର ହଲଦୀୱାନୀ ଜେଲ ମାଧ୍ୟମରେ ଏବେ ସମସ୍ୟାର ସମାଧାନ…