Latest Odisha News

BREAKING NEWS

‘ମୋତେ ଗିରଫ ପାଇଁ ଚାପ ପଡ଼ିବାରୁ, ଆତ୍ମହତ୍ୟା କରିଛନ୍ତି CBI ଅଧିକାରୀ’: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ଅପରେସନ୍ ଲୋଟସ୍ ପରେ ପୁଣି ଆପ୍ ଆଉ ଏକ ଅଭିଯୋଗ ଆଣିଛି । କେନ୍ଦ୍ର ବିଜେପି ସରକାର ବିରୋଧରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାଂଘାତିକ ଅଭିଯୋଗ କରିଛନ୍ତି । କହିଛନ୍ତି, ୨ ଦିନ ତଳେ ଜଣେ ସିବିଆଇ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ଆଉ ଅଭିଯୋଗ…

ଅପରାଜିତାଙ୍କୁ ତୀବ୍ର ବିରୋଧ

ଭୁବନେଶ୍ୱର :  ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି କର୍ମୀଙ୍କ ବିରୋଧ । ବେଗୁନିଆର ମଣ୍ଡଳ ସଭାପତି ମାନଙ୍କ ସହ ୪୦ ପଞ୍ଚାୟତର ବିଜେପି କର୍ମୀ ଓ ସମର୍ଥକମାନେ ସାଂସଦଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି। ବିଜେପି ଦଳୀୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଅଣଦେଖା କରି ସାଂସଦ…

ଝାଡ଼ାବାନ୍ତିରେ ଆଇ, ନାତି ମୃତ, ୨୫ରୁ ଅଧିକ ଆକ୍ରାନ୍ତ

ପାଟଣାଗଡ଼: ପୁଣି ବ୍ୟାପିଲା ଝାଡ଼ାବାନ୍ତି । ଝଡ଼ାଇ ନେଲା ୨ ପ୍ରାଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ଆଇ, ନାତିଙ୍କ ମୃତ୍ୟୁ ହୋଇଛି । ଗାଁର ଏକାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨୫ରୁ ଅଧିକ ଜଣଙ୍କୁ ପାଟଣାଗଡ଼…

ଜଳବାୟୁ ପରିବର୍ତ୍ତନ ପାଇଁ ଓଡ଼ିଶା ଖର୍ଚ୍ଚ କରିବ ୨.୪୫ ଲକ୍ଷ କୋଟି

ଭୁବନେଶ୍ୱର: ଓଡ଼ିଶା ଜଳବାୟୁ କ୍ଷେତ୍ର ରୂପାନ୍ତରଣ ପାଇଁ ୨.୪୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ। ଆଗାମୀ ଦଶ ବର୍ଷ ଭିତରେ ଏହି ଟଙ୍କା ଖର୍ଚ୍ଚ କରିବାକ ଯୋଜନା ପ୍ରସ୍ତୁତ କରାଯାଇଛି । ଜଳବାୟୁ ପରିବର୍ତ୍ତନ ପାଇଁ ରାଜ୍ୟ ଆକ୍ସନ୍ ପ୍ଲାନ୍ (SAPCC-II) ରେ ଉଲ୍ଲେଖ କରାଯାଇଛି । ୨୦୨୧ରୁ…

ଚିନ୍ମୟ ହୋତାଙ୍କ ନିବନ୍ଧ ସଙ୍କଳନ ‘କେବେ କେମିତି’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରତ୍ନଚିରା ପ୍ରକାଶନୀ ସଂସ୍ଥା ପକ୍ଷରୁ ସ୍ତମ୍ଭକାର ଚିନ୍ମୟ ହୋତାଙ୍କର ନିବନ୍ଧ ସଙ୍କଳନ ' କେବେ କେମିତି ' ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ ପରିସରରେ ଉନ୍ମୋଚିତ ହୋଇ ଯାଇଛି । ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ…

୧୫ ମାସର ପୁଅ ପାଇଁ ବାଘ ସହ ଲଢିଗଲା ମାଆ

ଉମରିୟା: ମାଆଠାରୁ ବଳି ସାହାସୀ କିଏ ଆଉ ଅଛି । ତାର ଶିଶୁ ଉପରେ ଯିଏ ଆଖି ପକାଇବ ସେ ସାମ୍ନା କରିପାରିବ ତ ? ମଧ୍ୟପ୍ରଦେଶର ଉମାରିଆ ଜିଲ୍ଳାରେ ଏ ଭଳି ଏକ ଘଟଣା ଘଟିଛ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବାଧବଗଢ଼ ଟାଇଗର ରିଜର୍ଭ ଅଂଚଳକୁ ଲାଗି କରି ଏକ ଗ୍ରାମ ଅଛି ଯାହାର ନାମ…

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ପୁରୀର ଈଶ୍ୱର ଚନ୍ଦ୍ର

ନୂଆଦିଲ୍ଲୀ: ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି । ଗୁରୁ ଦିବସରେ ଦିଲ୍ଲୀରେ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଈଶ୍ୱରଙ୍କ ସହ ୪୬ ଜଣ ଶିକ୍ଷକଙ୍କୁ ପୁରସ୍କୃତ କରିଛନ୍ତି । ନିମାପଡ଼ା ବ୍ଲକ…

ମନ କଥା ଖୋଲି କହିଲେ କୋହଲି, ଖରାପ ସମୟରେ କେବଳ ମେସେଜ କରିଥିଲେ ଧୋନୀ

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ସୁପର ଫୋରର ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ଭାରତ ପରାଜିତ ହୋଇଛି । ଏହା ପରେ ଆୟୋଜିତ ପ୍ରେସ ମିଟରେ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ମନ କଥା ଖୋଲି କରି କହିଛନ୍ତି । ବିଭିନ୍ନ ପ୍ରଶ୍ନର ଉତର ଦେବା ଅବସରରେ ସେ କହିଥିଲେ ମୋ ଖରାପ ସମୟରେ…

ଭଲ ଉପନ୍ୟାସ ସୃଷ୍ଟି ହେବା କାଠିକର ପାଠ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଆଜି ଉତ୍ତମ ଉପନ୍ୟାସ ଉତ୍ପାଦନ ଏକ ପ୍ରଶ୍ନବାଚୀ ? ସାହିତ୍ୟ ଖାତାରେ ଉପନ୍ୟାସର ଉପସ୍ଥାନ ଶୂନ୍ୟ ! ଏସବୁ ଘଟଣା ଘଟୁଛି କାହିଁକି ? ସତରେ କ’ଣ ଆଉ ଭଲ ଉପନ୍ୟାସଟିଏ ପଢିବାକୁ ପାଇବାନାହିଁ ? ବର୍ତ୍ତମାନ ସାହିତ୍ୟକ୍ଷେତ୍ରରେ ଘୋର…

ପରମ୍ପରାରେ ଗୁରୁ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  " ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର/ ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। " ଭାରତୀୟ ପରମ୍ପରାରେ ’ଗୁରୁ’ ଏକ ପରମ ପବିତ୍ର ଶବ୍ଦ । ଗୁରୁ, ଯିଏ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାଇଥାନ୍ତି…