Latest Odisha News

BREAKING NEWS

ଦେଶର ଗରିବ ଲୋକଙ୍କ ପାଇଁ ଖୁସି ଖବର , ବର୍ଷ ଶେଷ ଯାଏଁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ତିନି ମାସ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର  । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ,ଏହି ବର୍ଷ ଶେଷ ଯାଏଁ ଏହି ଯୋଜନାକୁ ବଢାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ…

ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ମିଳିଲା NQAS ସାର୍ଟିଫିକେଟ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜାତୀୟସ୍ତରର ପ୍ରମାଣପତ୍ର ମିଳିଛି । ଚିକିତ୍ସାଳୟର ଗୁଣାବତ୍ତା ମାନ ରଖିବା କ୍ଷେତ୍ରରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ରାୟଗଡ଼ା ଜିଲ୍ଲା ସଦରମହକୁମାର ମୁଖ୍ୟ ଚିକିତ୍ସାଳୟକୁ ଜାତୀୟ ଗୁଣାବତ୍ତା…

ହିଜାବ ଆନ୍ଦୋଳନ: ଷ୍ଟେଜରେ ଚୁଟି କାଟି ସମର୍ଥନ ଜଣାଇଲେ ଟର୍କୀଶ ଗାୟିକା ମେଲେକ

ତେହେରାନ:ଇରାନରେ ହିଜାବକୁ ବିରୋଧ କରି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହାକୁ ସମର୍ଥନ କରୁଥିବା ମହିଳାମାନଙ୍କୁ ଇରାନ ସରକାର ଗୁଳି କରି ମାରିବା ଘଟଣା ପରେ ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଫଳରେ ଆନ୍ଦୋଳନ କମିବା ବଦଳରେ ବଢ଼ୁଛି । ଟର୍କୀଶ ଗାୟିକା ମେଲେକ ମୋସୋ ଏହି…

ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଲା ଭାରତ

ଥିରୁଅନନ୍ତପୁରମ୍: ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଛି। ପ୍ରଥମ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା  ୮ ଓ୍ବିକେଟ ହରାଇ ୧୦୬ ରନ୍‌ କରିଥିଲା ।  ଭାରତ  ୧୬ ଓଭର ୪ଟି ବଲରେ ୨ ଓ୍ବିକେଟ ହରାଇ ୧୧୦ରନ୍‌ କରି ମ୍ୟାଚ ଜିତିନେଇଛି ।…

ଲେଫ୍ଟନାଣ୍ଟ ଜେନେରାଲ ଅନୀଲ୍ ଚୌହାନଙ୍କୁ CDS ଭାବେ ନିଯୁକ୍ତି

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ୍ ଚୌହାନଙ୍କୁ ଦେଶର ପରବର୍ତ୍ତୀ ସିଡିଏସ୍ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଚୌହାନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ରହିବା ସହ ଅତିରିକ୍ତ ଭାବେ ଭାରତ ସରକାରଙ୍କ ମିଲିଟାରୀ ଆଫେୟାର୍ସ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ ।…

[ଦେଖନ୍ତୁ ଭିଡିଓ] ଅନିୟମିତତା ଧରିଲେ ବୋଲି ଯାଜପୁର CDMOଙ୍କୁ କଳାହାଣ୍ଡିକୁ ବଦଳି !

ଯାଜପୁର: ସରକାର ସ୍ୱଚ୍ଛତା କଥା କହୁଛନ୍ତି । ବିଭିନ୍ନ ବିଭାଗରେ ସ୍ୱଚ୍ଛତା ପାଇଁ 5T ଲାଗୁ ହୋଇଛି । କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖିଆ ଅନିୟମିତତାକୁ ଧରିବା ପରେ ଉପାନ୍ତକୁ ବଦଳି ହୋଇଛନ୍ତି । ଯାହାକୁ ନେଇ ଯାଜପୁର ଜିଲ୍ଲାରେ ପ୍ରକାଶ ପାଇଛି ଅସନ୍ତୋଷ । ଯାଜପୁର ଜିଲ୍ଲା ମୁଖ୍ୟ…

ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନହେଲେ ଲୋକସେବା ଭବନ ଘେରାଉ ପାଇଁ ଚେତାବନୀ

ଭୁବନେଶ୍ୱର: ତେଜୁଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ଦାବି। ନଚେତ ଆଗାମୀ ଦିନରେ ଲୋକସେବା ଭବନ କରିବାକୁ ଚେତାବନୀ ଦେଇଛି ପଶ୍ଚିମ ଓଡ଼ିଶାର ସଂଘ। କେନ୍ଦ୍ରୀୟ କମିଟି ଅଧୀନରେ ପଶ୍ଚିମ ଓଡିଶାର ସମସ୍ତ ବାର ଆସୋସିଏସନର ସଦସ୍ୟମାନେ ମାଷ୍ଟର କ୍ୟାଣ୍ଟିନରୁ ଲୋକସେବା ଭବନ ପର୍ଯ୍ୟନ୍ତ…

ଜଣେ ବ୍ୟକ୍ତିଙ୍କ ପେଟରୁ ବାହାରିଲା ୬୨ ଷ୍ଟିଲ ଚାମଚ

ମୁଜାଫରନଗର: ମୁଜାଫରନଗରରେ ଏବେ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ଏଠାରେ ଡାକ୍ତରଖାନାରେ ଯନ୍ତ୍ରଣା ପାଇଁ ଚିକତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ପେଟରୁ ୬୨ ଷ୍ଟିଲ ଚାମଚ ବାହାରିଛି । ଅପରେଶନ ପରେ ଯୁବକଙ୍କ ଅବସ୍ଥା ଉଦବେଗଜନକ ରହିଛି । ରିପୋର୍ଟ ମୁତାବକ ମନ୍ସରପୁରର ବୋପାଡା ଗ୍ରାମର ୩୨…

ଶହୀଦ ଭଗତ ସିଂଙ୍କ ଜୟନ୍ତୀରେ ଆପର ରକ୍ତଦାନ ଶିବିର

ଭୁବନେଶ୍ୱର : ଶହୀଦ ଭଗତ ସିଂଙ୍କ ଜୟନ୍ତୀ ପାଳନ କରିବା ଅବସରରେ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ରକ୍ତଦାନ ଶିବିରର…

ପିଏଫଆଇ ପରେ ଆରଏସଏସକୁ ବ୍ୟାନ କରିବାକୁ ଉଠିଲା ଦାବି

ନୂଆଦିଲ୍ଲୀ: ବିହାର ରାଜଧାନୀ ପାଟନାରୁ ଫୁଲହାରୀ ସରିଫ ଆତଙ୍କୀ ମଡ୍ୟୁଲ ପ୍ରଥମେ ସାମ୍ନାକୁ ଆସିଥିଲା। ଏହାପରେ ଧୀରେ ଧୀରେ ତଦନ୍ତ ହେବାରୁ ଫୁଲୱାରୀ ସରିଫର ମିଶନ ୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୋଜନା ଥିବା ସାମ୍ନାକୁ ଆସିଥିଲା। ସେହିପରି ୧୨ ଜୁଲାଇରେ…