Latest Odisha News

BREAKING NEWS

ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରିବା ବିଜେପି ଗଠନ କଲା କମିଟି

ଭୁବନେଶ୍ୱର: ରାଜ୍ୟର ୧୨ରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ବନ୍ୟା ଜଳରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲାବେଳେ ୩୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି । ବନ୍ୟା ଘେରରେ ଥିବା ଲୋକଙ୍କୁ  ବିଜେପିର କାର୍ଯ୍ୟକର୍ତା  ଉଦ୍ଧାର କାର୍ଯ୍ୟ, ରିଲିଫ କାର୍ଯ୍ୟରେ…

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ମିଳିବ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି

ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ଭଲ ଖବର । ଏଣିକି ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ…

ପଣ୍ଡିତ ହେଲେ କେକେଆର କୋଚ

କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ କୋଲକାତା ନାଇଟ ରାଇଡର୍ସ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରିଛି । ବ୍ରେଣ୍ଡନ ମ୍ୟାକକୁଲାମଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ପଣ୍ଡିତଙ୍କ କୋଚିଂ ବଳରେ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି…

ହେଲମେଟ ଚେକିଂ: ଗୋଟିଏ ଦିନରେ 2073 ଚାଲାଣ ଜାରି , 400 ଡିଏଲ୍ ସ୍ଥଗିତ

କଟକ:  ଜାତୀୟ ତଥା ରାଜ୍ୟ ରାଜପଥରେ ହେଲମେଟ ନପିନ୍ଧି  ଦୁଇଚକିଆ ଯାନ ଚଳାଚଳ ବିରୁଦ୍ଧରେ ଚାଲିଛି ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭ । ବିନା ହେଲମେଟ ପାଇଁ ଗତ 24 ଘଣ୍ଟା ମଧ୍ୟରେ ମୋଟ 2073 ଇ-ଚାଲାଣ ଜାରି କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଇବା ପାଇଁ ମୋଟ 77 ଟି ଗାଡି ଜବତ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସେ ଆହୁରି କହିଛନ୍ତି ଯେ, ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ମଙ୍ଗଳବାର ଦୁଇଟି ଘାଇ ହୋଇଥିଲା ।…

ଅଟ୍ଟାରୀ ବର୍ଡର ନିକଟରେ ୯୦୦ ଗ୍ରାମ ଆରଡିଏକ୍ସ ଜବତ, ବଡ ଧରଣର ଷଡଯନ୍ତ୍ର ବିଫଳ

ଅଟ୍ଟାରୀ: ପଞ୍ଜାବର ଅଟ୍ଟାରୀ ସୀମା ନିକଟରେ ଆତଙ୍କବାଦୀଙ୍କ ଏକ ବଡ ଷଡଯନ୍ତ୍ରକୁ ସୁରକ୍ଷାକର୍ମୀମାନେ ବିଫଳ କରିଛନ୍ତି । ବୁଧବାର ଆଫଗାନିସ୍ତାନରୁ ଆସୁଥିବା ଏକ ଟ୍ରକରେ ୯୦୦ ଗ୍ରାମର ଆରଡିଏକ୍ସ ଜବତ କରାଯାଇଥିଲା । ଡ୍ରାଇ ଫ୍ରୁଟ ନେଇ ଆସୁଥିବା ଏହି ଟ୍ରକକୁ ସ୍କାନ କରାଯିବା ବେଳେ ଏଥିରେ…

ଜନ୍ମାଷ୍ଟମୀକୁ ନେଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ପ୍ରସ୍ତୁତି ଜୋରଦାର, ସୁରକ୍ଷା କଡ଼ାକଡ଼ି

ବାଲିଗୁଡ଼ା: ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ । ଏହି ତିଥିରେ ପାଳନ ହେଉଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ନିରାଡ଼ମ୍ବର…

 ଆସନ୍ତାକାଲିଠୁ ପୁଣି ବର୍ଷା, ସତର୍କ ରହିବାକୁ କହିଲେ ଏସଆରସି

ଭୁବନେଶ୍ବର: ଆସନ୍ତାକାଲିଠୁ ପୁଣି ତିନି ଦିନ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସଂଭାବନା ରହିଛି ।  ଏହା ସହ ବିଜୁଳି ଘଡଘଡି ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ…

କେଉଁ କ୍ରିକେଟର କହିଲେ ଶାସ୍ତ୍ରୀ ପରାଜୟକୁ ସହ୍ୟ କରିପାରନ୍ତି ନାହିଁ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସିନିୟର ୱିକେଟ କିପର ଦୀନେଶ କାର୍ତିକ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କୁ ନେଇ ଚାଂଚଲ୍ୟକର ବୟାନ ଦେଇଛନ୍ତି । କାର୍ତିକ କହିଛନ୍ତି ଶାସ୍ତ୍ରୀ ବିଫଳତାକୁ ସହଜରେ ହଜମ କରିପାରନ୍ତି ନାହିଁ । ଅବଶ୍ୟ ସେ ଖେଳାଳିମାନଙ୍କୁ ଭଲ ଖେଳିବା ପାଇଁ…

ପ୍ରଦେଶ କଂଗ୍ରେସ ପକ୍ଷରୁ ଗଠିତ ହେଲା ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି

ଭୁବନେଶ୍ୱର :  ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଥିବାରୁ ପିସିସ ପକ୍ଷରୁ ଗଠିତ ହୋଇଛି ରାଜ୍ୟସ୍ତରୀ ବନ୍ୟା ରିଲିଫ କମିଟି । ଏହି କମିଟି ଜନସାଧାରଣଙ୍କୁ ସହଯୋଗ ଏବଂ ସାହାଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି ।  ନଦୀମାନଙ୍କରେ ଘାଇ ସୃଷ୍ଟି ହେବାଫଳରେ ହଜାର ହଜାର…