Latest Odisha News

BREAKING NEWS

ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ, ଟ୍ୱିଟ୍ କରି ମୋଦୀ ମନେ ପକାଇଲେ ସେଦିନର କଥା..

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥଙ୍କ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ଏହା ପରେ ଗୁରୁବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ରାଣୀ ଏଲିଜାବେଥ୍ ଷ୍ଟକଲ୍ୟାଣ୍ଡର ବାଲମୋରଲରେ ରହୁଥିଲେ। ତାଙ୍କ ମୃତ୍ୟୁରେ ରାଜ ପରିବାରର ଟ୍ୱିଟରରୁ କୁହାଯାଇଛି ଯେ ରାଣୀ…

ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ ପରେ ଘୋଷଣା ହେଲା ଉତ୍ତରାଧିକାରୀଙ୍କ ନାଁ

ଲଣ୍ଡନ: ୯୬ ବର୍ଷରେ ବ୍ରିଟେନର ରାଣୀ ଏଲିଜାବେଥଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଗୋଟିଏ ଯୁଗର ଶେଷ ହୋଇଛି। ତାଙ୍କ ମୃତ୍ୟୁ ସମଗ୍ର ବିଶ୍ୱକୁ ଚକିତ କରି ଦେଇଛି। ସେ କିଛି ଦିନ ଅସୁସ୍ଥ ଥିଲେ, ଏହା ପରେ ଗୁରୁବାର ଅପରାହ୍ନରେ (ବ୍ରିଟେନ ସମୟ) ତାଙ୍କର ଦେହାନ୍ତ ହୋଇଛି। ରାଣୀ ଏଲିଜାବେଥ୍…

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ

 ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ।  ୯୬ ବର୍ଷରେ ମହାରାଣୀ ଏଲିଜାବେଥ୍‌ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । https://twitter.com/RoyalFamily/status/1567928275913121792?s=20&t=envjlnVCcqy7jAVZ6XtFyQ ମହାରାଣୀଙ୍କ ପରିବାର ସଦସ୍ୟମାନେ ଏବେ…

୧୦୨୦ ଦିନର ଅପେକ୍ଷା ପରେ ଶେଷରେ ଶତକ ମାରିଲେ କୋହଲି

ଦୁବାଇ: ଭାରତୀୟ କ୍ରିକେଟ ପାଇଁ ଖୁସି ଖବର । ୧୦୨୦ ଦିନ ପରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶେଷରେ ଶତକ ମାରିଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ଭାରତ ବିଦା ହୋଇ ଯାଇଥିଲେ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ଆଜିର ମୁକାବିଲା କୋହଲି ଏବଂ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଥିଲା…

ବିବାଦୀୟ ହଟ ସ୍ପ୍ରିଙ୍ଗସ ଅଂଚଳରୁ ପଛକୁ ହଟିଲେ ଭାରତ,ଚୀନ ସେନା

ନୂଆଦିଲ୍ଲୀ: ଭାରତ ଓ ଚୀନ ବିବାଦରେ ଆଜି ପ୍ରଥମ ଥର ପାଇଁ ସକାରାତ୍ମକ ଖବର ଆସିଛି । ଲଦାଖର ଗୋଗ୍ରା ହଟ ସ୍ପ୍ରିଙ୍ଗସ ଅଂଚଳରୁ ଗୁରୁବାର ଭାରତ ଏବଂ ଚୀନ ସେନା ପଛକୁ ହଟିଛନ୍ତି । ଉଭୟ ଦେଶ ମଧ୍ୟରେ ୧୬ତମ ମିଲିଟାରୀ ବୈଠକରେ ଡିସଏନଗେଜମେଂଟ ନେଇ ସହମତି ପ୍ରକାଶ ପାଇଥିଲା । ୨୦୨୦ ପୂର୍ବରୁ ଯେଉଁ…

କୁଇନ ଏଲିଜାବେଥ ଗୁରୁତର, ରାଜପରିବାରର ସମସ୍ତ ବ୍ୟକ୍ତି ପଂହଚିଲେ

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ୯୬ ବର୍ଷୀୟ ମହାରାଣୀ ଏବେ ଗୁରୁତର ଓ ଏଥିପାଇଁ ରାଜପରିବାରର ସମସ୍ତ ସଦସ୍ୟ ସ୍କଟଲାଣ୍ଡରେ ପଂହଚିଛନ୍ତି । ବକିଂଘାମ ପ୍ୟାଲେସ ପକ୍ଷରୁ ଏ ନେଇ ସୂଚନା…

ପେନସନ କାଗଜପତ୍ର ପାଇଁ ୧୦ ହଜାର ଲାଞ୍ଚ ନେଲା ବେଳେ ଦୁଇ ଗିରଫ

ବ୍ରହ୍ମପୁର:ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ସଂପର୍କିତ କାଗଜପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଇଜଣଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। ସେମାନେ ହେଲେ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ସୁଶିଲ​‌ କୁମାର ପଟ୍ଟନାୟକ…

ମନ୍ଦିର ଦର୍ଶନ ପାଇଁ ଅନଲାଇନରେ ମିଳିବ ଟିକେଟ

ଭୁବନେଶ୍ୱର: ମନ୍ଦିର ଦର୍ଶନ ପାଇଁ  ଅନଲାଇନରେ ମିଳିବ ଟିକେଟ  । ଓଡିଶାରେ ଭଗବାନଙ୍କର ଦର୍ଶନ ଲାଗି ଆଗ୍ରହ ରହିଥିବା ଭକ୍ତମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ। ଦେଶବିଦେଶ ର ଭକ୍ତ ମାନେ ମନ୍ଦିର ଦର୍ଶନ ସହ ପୂଜା ଓ ପ୍ରସାଦ ସେବନ ପାଇଁ ଅନଲାଇନ ପୋର୍ଟାଲ ମାଧ୍ୟମରେ ଆଗୁଆ ଟିକେଟ…

କେଆରକେ ଜୀବନ ପ୍ରତି ଅଛି ବିପଦ, ଅଭିଷେକଙ୍କୁ ସାହାଯ୍ୟ ମାଗିଲେ ପୁଅ

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ ଓ ଅଭିନେତା କମାଲ ରଶିଦ ଖାଁଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଦର୍ଶାଇ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମେତ ଦେବେନ୍ଦ୍ରେ ଫଡନାଭିସ ଓ ରିତେଶ ଦେଶମୁଖଙ୍କୁ ସାହାଯ୍ୟ ମାଗିଛନ୍ତି । ମୁମ୍ବାଇର କେତେକ ଲୋକ ମୋ ବାପାଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ବୋଲି…

ସ୍ୱଧାର ଗୃହରୁ ଦୁଇ ଜଣ ନାବାଳିକା ନିଖୋଜ

ରାୟଗଡ଼ା: ରାୟଗଡ଼ା ସହରରେ ଥିବା ସେହ୍ନ ସ୍ୱଧାର ଗୃହରୁ ୨ ଜଣ ନାବାଳିକା ନିଖୋଜ ହୋଇ ଯାଇଛନ୍ତି । ସ୍ୱଧାର ଗୃହରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ହସ୍ତକ୍ଷେପ ପରେ ରାୟଗଡ଼ା ଥାନାରେ ୨ ନାବାଳିକା ନିଖୋଜ ନେଇ ଏତଲା…