କଟକରୁ କର୍ତ୍ତବ୍ୟପଥ: ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ବୋଷ
ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ଗେଟ ନିକଟରେ ଶୋଭା ପାଉଛନ୍ତି ନେତାଜୀ ଶୁଭାଷ ବୋଷ । ସ୍ବାଧୀନତାର 75 ବର୍ଷ ପରେ ନେତାଜୀଙ୍କୁ ଦେଶ ପକ୍ଷରୁ ମିଳିଛି ବଡ଼ ସମ୍ମାନ । କଟକ ଓଡ଼ିଆ ବଜାରରେ ଜନ୍ମ…