‘କୋଶଳ’ରାଜ୍ୟ ଦାବି, ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ
ସୋନପୁର/କଳାହାଣ୍ଡି/ନୂଆପଡା/ଝାରସୁଗୁଡା: କିଛି ଦିନର ନିରବତା ପରେ ପରେ ପୁଣିଥରେ ପଶ୍ଚିମ ଓଡ଼ିଶାରେ ପୁଣି ଥରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ’କୋଶାଲ’ ଦାବି ଜୋର ଧରିଛି। ପ୍ରାୟ ୧୧ଟି ଜିଲ୍ଲାରେ ଲୋକେ ଏହାକୁ ନେଇ ଆଜି ଧାରଣାରେ ବସିଛନ୍ତି।
ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି,…