Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପଞ୍ଚମ ପଦକ ମିଳିଛି । ମୀରାବାଇ ଚାନୁଙ୍କ ପରେ ଜେରେମି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତ୍ତୋଳକ ଜେରେମି ଲାଲରିନୁଙ୍ଗା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୭୬ କେଜି ପୁରଷ ବର୍ଗରେ ସେ ଏହି ପଦକ ଜିତିଛନ୍ତି । ସ୍ନାଚ କ୍ୟାଟେଗୋରୀରେ ସେ ୧୪୦ କେଜି ଓଜନ…

ଜିମ୍ବାୱେ ଗସ୍ତରୁ ଓହରିଲେ କୋହଲି, ଧାୱନ ହେବେ ଅଧିନାୟକ

ମୁମ୍ବାଇ: ଆଗାମୀ ଜିମ୍ବାୱେ ଗସ୍ତରୁ ଓହରି ଯାଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି । ଏହି ଗସ୍ତ ପାଇଁ ଶିଖର ଧାୱନଙ୍କୁ ପୁନର୍ବାର ଅଧିନାୟକ ନିଯୁକ୍ତ କରାଯାଇଛି । ସେହିପରି ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରାହୁଲ ତ୍ରିପାଠୀଙ୍କୁ ଏହି ଗସ୍ତରେ ସୁଯୋଗ…

ଛତ୍ରପୁରରେ ଲହଡ଼ି ମାଡ଼ରେ ଭାଙ୍ଗିଗଲା ୬ ଘର

ବ୍ରହ୍ମପୁର: ସମୁଦ୍ରରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ପୋଡ଼ମପେଟା ଗାଁ ମିଶୁଥିବା ବେଳେ ଆଜି ପୁଣିଥରେ ସମୁଦ୍ରର ଉଚ୍ଚ ଲହଡିରେ ୬ରୁ ଉର୍ଦ୍ଧ୍ୱ ଘର ଧୋଇ ହେଇଯାଇଛି । ସମ୍ପୂର୍ଣ୍ଣ ଘର ଗୁଡିକ ଭୁଶୁଡ଼ି ପଡିଥିବା ବେଳେ ଆଉ ମାତ୍ର ଗୋଟିଏ ସାହି କୂଳ ଲଙ୍ଘିବା ପାଇଁ ବାକି ଅଛି । ଗ୍ରାମର…

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତ ପାଇଁ ୨ୟ ସ୍ୱର୍ଣ୍ଣ ଜିତିଲେ ଜେରେମୀ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ୱେଟଲିଫ୍ଟରମାନେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ପୁରୁଷ ୬୭ କିଗ୍ରା ବିଭାଗରେ ଜେରେମୀ ଲାଲରିନୁଙ୍ଗା ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରତିଯୋଗିତା ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ହାର ନ ମାନି ଦେଶ ପାଇଁ…

[ଦେଖନ୍ତୁ ଭିଡିଓ] ଘରୁ ୫୦ କୋଟି ପରେ ଅର୍ପିତାଙ୍କ ଆକାଉଣ୍ଟରୁ ଆଉ ୮ କୋଟି ଜବତ

କୋଲକାତା: ପାର୍ଥ ଚାଟାର୍ଜୀ ନା ଅର୍ପିତା ମୁଖାର୍ଜୀଙ୍କର । ଇଡି ରେଡ୍ ପରେ ମିଳିଥିବା ୫୦ କୋଟି କାହାର ? ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଟଙ୍କା ତାଙ୍କର ନୁହେଁ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ସମୟ କହିବ କିଏ ତାଙ୍କ…

ଉତ୍ତମ ମହାନ୍ତିଙ୍କ ଦେହ ଖରାପ; ଘର ଆଗରେ ଭିଡ଼ ନକରିବାକୁ ମିଡିଆକୁ ଅନୁରୋଧ କଲେ ଅପରାଜିତା

ଭୁବନେଶ୍ୱର: ବାବୁସାନ-ପ୍ରକୃତି-ତୃପ୍ତି କଳିର ଟିକିନିକି ଖବର ଦେଖାଇବାକୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ବାବୁସାନଙ୍କ ଘର ଆଗରେ ଦିନ ରାତି ଡେରା ପକାଇ ବସୁଛନ୍ତି । ବାଲୋକୀନ, ଘର ଅଗଣା, ଛାତ ଉପରେ ଆଦି ବାହାରୁ ଦେଖାଯାଉଥିବା କେଉଁ ବି କୋଣ ମିଡିଆ କ୍ୟାମେରାରୁ ବାଦ୍ ପଡୁନି ।…

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ସ୍ୱାମୀ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଟିକିନା ଦାଶ ନାମକ ଜଣେ ମହିଳା କୀଟନାଶକ ପିଇ ଗୁରୁତର ହୋଇଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ (ଏମକେସିଜି)ରେ ତାଙ୍କର ମୃତ୍ୟୁ…

କଣାସରେ ବିଳମ୍ବିତ ରାତିରେ ବୋମା ମାଡ଼

କଣାସ: ପୁରୀ ଜିଲ୍ଲାର କଣାସରେ ବୋମା ମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଣାସ ଗଡ଼ଖାରଦ ଗ୍ରାମରେ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ରଘୁ ମାନସିଂହଙ୍କ ଘରେ ବିଳମ୍ବତି ରାତିରେ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ୭-୮ ଜଣ ଦୁର୍ବୁତ୍ତ ଆସି ବୋମା ମାଡ଼ କରିଥିବା ଜଣାପଡ଼ିଛି…

ଭଲ ଲେଖା, ଲେଖକକୁ ପାଠକ ନିକଟରେ ବଞ୍ଚାଇ ରଖେ : ରଞ୍ଜନ ପ୍ରଧାନ

ସମ୍ପ୍ରତି ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ନାମ ରଞ୍ଜନ ପ୍ରଧାନ। ତାଙ୍କ ଲେଖନୀର ସ୍ୱର ଖୁବ ଶାଣିତ । ବୃତ୍ତିରେ ଜଣେ ସାମ୍ବାଦିକ ଭାବରେ ସେ ଯେତିକି ଦକ୍ଷ ପ୍ରବୃତ୍ତିରେ ଜଣେ ଗାଳ୍ପିକ ଭାବରେ ମଧ୍ୟ ସେତିକି ପରିଚିତ । ନିଜ ଅନୁଭବ ଓ ଅନୁଭୁତିରେ କଳ୍ପନାର ରଙ୍ଗ ଭରି ସେ ସାହିତ୍ୟ ସୃଷ୍ଟି…

ଦୁଇ ମାଲବାହୀ ଟ୍ରକ ଧକ୍କା; ଦୁଇ ମୃତ ଓ ଦୁଇ ଗୁରୁତର

ନୂଆପଡ଼ା: ନୂଆପଡା ଜିଲ୍ଲା ତରବୋଡ ଫାଣ୍ଡି ଜାତୀୟ ରାଜପଥ ନଂ- ୩୫୩ ଉପରେ ଦୁଇ ମାଲବାହୀ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଟ୍ରକ ନଂ- ଓଡି ୧୮ ଏଫ ୩୫୧୪ ଏବଂ ସିଜି…