Latest Odisha News

BREAKING NEWS

ଭାଷା ଭାଗବତ : ବାଧ୍ୟକାରୀ ନୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବାଧ୍ୟକାରୀ ଅବୋଧ୍ୟ ନୀତି ପାଳନକାରୀ ଜ୍ଞାନୀ ବ୍ୟକ୍ତି ସହଜେ ବୁଝି ନ ପାରଂତି ହେଲେ ହେଁ ସ୍ବଭାଷାର କ୍ଷତି ଧରି ଅଚଳ ଯେତେ ଧାରା କହଂତି ତାକୁ ପରଂପରା ପ୍ରତ୍ୟାଖ୍ୟାତ ହେବାକୁ ଡରି ହୁଅଂତି ଭାବନା ସଂହାରୀ…

୬ ଘଣ୍ଟା ପାଇଁ ବନ୍ଦ ରହିବ ମୁମ୍ବାଇ ବିମାନବନ୍ଦର

ମୁମ୍ବାଇ: ମଙ୍ଗଳବାର ଆର୍ଥାତ୍ ଆଜି ୬ ଘଣ୍ଟା ପାଇଁ ବନ୍ଦ ରହିବ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦର। ବିମାନବନ୍ଦରର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆଜି ସକାଳ ୧୧ ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ୨ଟି ରନୱେ ବନ୍ଦ ରହିବ। ଏଥିଲାଗି ୬ ଘଣ୍ଟା ପାଇଁ ଏଠାରେ କୌଣସି…

ସିବିଆଇ ବିରୋଧରେ ବୟାନ ଦେଇ ଫସିଗଲେ ସିସୋଦିଆ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଜେରାର ସମ୍ମୁଖୀନ ହେବା ବେଳେ ଦଳ ଛାଡିବାକୁ ଚାପ ପ୍ରୟୋଗ ହେଉଛି। ସୋମବାର ୯ ଘଣ୍ଟା ଜେରାର ସାମ୍ନା କରି ସିବିଆଇ ଅଫିସରୁ ବାହାରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଅନ୍ୟତମ ଶୀର୍ଷ ନେତା ମନୀଷ ସିସୋଦିଆ। ଏହାପରେ ସିବିଆଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମ୍ମୁଖରୁ ଆସନ୍ତୁ ପ୍ରବେଶ କରିବା ଓ ଜାଣିବା ପ୍ରଭୁଙ୍କୁ ଘେରି ରହିଥିବା ପାର୍ଶ୍ଵ ଦେବାଦେବୀଙ୍କ ସମ୍ପର୍କରେ । ଖାଲି ଦେବlଦେବୀଙ୍କ ସମ୍ପର୍କରେ…

ଓଡ଼ିଶାକୁ ବାତ୍ୟା ପ୍ରଭାବ ଅଛି କି ନାହିଁ ? ତିନି ଦିନ ପରେ ସ୍ପଷ୍ଟ ହେବ

ଭୁବନେଶ୍ବର: ଆଉ ଚାରି ଦିନ ପରେ ବାତ୍ୟା ହେବ କି ନାହିଁ ଏହାକୁ ନେଇ ଏହାକୁ ନେଇ ଦେଶ ବିଦେଶର ପାଣିପାଗ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବାତ୍ୟା ହେବ ବୋଲି କଛି ସଂସ୍ଥା ଆକଳନ କରିଥିବା ବେଳେ କିଛି ବିଶେଷଜ୍ଞ କହୁଛନ୍ତି 22 ତାରିଖରେ ସ୍ପଷ୍ଟ ହେବ । …

କଟକ ସମେତ ଦେଶର ୧୫ଟି ସହରରେ ଟ୍ରାଇ ପକ୍ଷରୁ କରଗଲା ଡ୍ରାଇଭ ଟେଷ୍ଟ

ନୁଆଦିଲ୍ଲୀ:  ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ସହାୟତାରେ କଟକ ସମେତ ଦେଶର ୧୫ଟି ସହରରେ ଡ୍ରାଇଭ ଟେଷ୍ଟ କରାଯିବା ସହିତ ଏହାର ରିପୋର୍ଟ ଜାରି କରାଯାଇଛି । ଭଏସ ଏବଂ ଡାଟା ସେବା ପାଇଁ ନେଟୱର୍କର ଗୁଣବତ୍ତା ଆକଳନ କରାଯାଇଛି । ଏହା…

ଜିନିପିଙ୍ଗଙ୍କୁ ଗୋଡ଼ାଉଛି ଗଲଓ୍ବାନ ଚୀନ ସେନା ଭୂତ: ଜାତୀୟ ଅଧିବେଶନରେ ଦେଖାଇଲେ ଭିଡିଓ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଗଲଓ୍ବାନରେ ମୃତ୍ୟୁ ହୋଇଥିବା ଚୀନ ସେନାଙ୍କ ଭୂତ ପିଛା ଛାଡୁନି । ନିଜ ଦେଶରେ ଏହି ସଂଘର୍ଷକୁ ପ୍ରଥମରୁ ଲୁଚାଇ ଥିବାରୁ ନିଜ ଦେଶବାସୀଙ୍କ ଦ୍ବାରା ସମାଲୋଚନା ହେବା ପରେ ଏବେ ନିଜ ଦେଶର ଲୋକଙ୍କ ରାଗ କମାଇବା ପାଇଁ ଆଜି ସେହି ଚୀନ ସୈନିକଙ୍କୁ…

ବ୍ରାଜିଲ ଠାରୁ ୫-୦ରେ ହାରିଲା ଭାରତ, ତିନୋଟି ମ୍ୟାଚରେ ଗୋଟିଏ ବି ଗୋଲ ଦେଇପାରିଲାନି

ଭୁବନେଶ୍ବର: ଆଜି କଳିଙ୍ଗ ଷ୍ଟାଡିୟମରେ ଅଣ୍ଡର ୧୭ ମହିଳା ଫୁଟବଲ ମ୍ୟାଚର ଶେଷ ମ୍ୟାଚରେ ଭାରତ ବ୍ରାଜିଲଠାରୁ ପରାଜିତ ହୋଇଛି । ଆମେରିକା ଓ ମରକ୍କୋ ଠାରୁ ପରାଜିତ ହେବା ପରେ ପୁଣି ତୃତୀୟ ମ୍ୟାଚରେ ଆଜି ବ୍ରାଜିଲଠାରୁ ହାରିଛି  ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ଦଳ । ବ୍ରାଜିଲଠାରୁ ୫-୦…

ମୋତେ ଜେଲକୁ ପଠାଇ ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ବିଜେପି ଚାହୁଁଛି: ସିସୋଦିଆ

ନୂଆଦିଲ୍ଲୀ: ‘ସିବିଆଇ’ ଅଧିକାରୀଙ୍କ ୯ ଘଣ୍ଟାର ଜେରା ପରେ ସିବିଆଇ ମୁଖ୍ୟାଳୟରୁ ଘରକୁ ଫେରିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତାଙ୍କୁ ସିବିଆଇ ଫସାଇବାକୁ ଚେଷ୍ଟା କରୁଛି ଏବଂ ଦିଲ୍ଲୀରେ ଫଦ୍ମ ଫୁଟାଇବାକୁ ଚାହୁଁଛି ବିଜେପି ବୋଲି କହିଛନ୍ତି ସିସୋଦିଆ । ସେ ଆହୁରି…

ମାଆ ନାମରେ ଥାନାରେ ଅଭିଯୋଗ କଲା କୁନି ବାଳକ: କଜ୍ଜ୍ୱଳ ଲଗାଇବାକୁ କହୁଛି, ଚକୋଲେଟ ନେଇ ଯାଉଛି

ବୁରହାନପୁର: ମଧ୍ୟପ୍ରଦେଶର ବୁରହାନପୁରର ଏକ ମଜାଦାର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଗୋଟିଏ ୩ ବର୍ଷରୁ ଶିଶୁ ତା ମାଆ ନାମରେ ଥାନାରେ ଅଭିଯୋଗ କରିଛି । ଯାହାର ଭିଡିଓ ସମସ୍ତଙ୍କୁ ମଜା ଲାଗୁଛି । ଘଟଣାଟି ଏହିପରି.. ବୁରହାନପୁର ଥାନାର ଏସଆଇ ପ୍ରିୟଙ୍କାଙ୍କ ନାୟକଙ୍କ…